୪୨ ବର୍ଷ ପରେ ଉଠିଲା ପରଦା: ଦିନ ଥିଲା କୋଇଲା ଖାଦାନରେ କାମ କରୁଥିଲେ ଅମିତାଭ! ଆଉ ଏବେ ସୁପରଷ୍ଟାର

ନିଜର ପୁରୁଣା ସ୍ମୃତି ବିଗ ବି ସୋସିଆଲ ମିଡିଆରେ ସେୟାର କରିବାର ନଜର ଆସୁଛନ୍ତି। ୪୨ ବର୍ଷ ବିତିଯାଇଛି ତାଙ୍କ ଚଳଚ୍ଚିତ୍ର “କାଲା ପଥର” କୁ। ଏହାକୁ ନେଇ ଇଂସ୍ଟଗ୍ରାମରେ ବିଗ ବି ଅମିତାଭ ଫଟୋ ସେୟାର କରିବାର ନଜର ଆସିଛନ୍ତି। ସେ ଏହାକୁ ନେଇ ନିଜର ପ୍ରଥମ ଚାକରି ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁ ସମୟରେ ସେ କୋଇଲା ଖଣିରେ କାର୍ଯ୍ୟରତ ଥିଲେ।

Google

ବିଗ ବି ଫଟୋ ସେୟାର କରି ଲେଖିଲେ କି, ୪୨ ବର୍ଷର “କାଲା ପଥର” …. କେତେ ସମୟ ପଳାଇଛି, ଏହି ସମୟରେ ମୁଁ ଏଠି କାମ କରୁଥିବା ବେଳେ ବହୁତ କିଛି ଅଭିଜ୍ଞତା ଲାଭ କରିଛି। ଚଳଚ୍ଚିତ୍ର କରିବା ପୂର୍ବରୁ ଏକ ଚାକିରୀ ମୋର ଥିଲା । ସତରେ ଧନବାଦ ଓ ଆସନସୋଲର କୋଇଲା ଖଣିରେ କାର୍ଯ୍ୟ କରିଛି।

ଅମିତାଭ ବଚ୍ଚନଙ୍କ କଥା କହିବା ତ ସେ “ସାତ ହିନ୍ଦୁସ୍ତାନୀ” ସହିତ ୧୯୬୯ ରେ ନିଜ କ୍ୟାରିୟର ଆରମ୍ଭ କରିବାର ଜଣା ଯାଇଥିଲେ। ୧୯୬୯ ରେ କାଲା ପଥର ଚଳଚ୍ଚିତ୍ରରେ ବିଗ ବି ପୂର୍ବତନ ଭାରତୀୟ ନୌସେନା କ୍ୟାପଟେନଙ୍କ ରୋଲରେ ଆକ୍ଟିଂଗ କରିବାର ଜଣା ଯାଇଥିଲେ। ଯିଏ ପୂର୍ବର ସ୍ମୃତି ଭୁଲିଯିବା ନିମନ୍ତେ କୋଇଲା ଖଣିରେ କାର୍ଯ୍ୟ କରୁଥିଲେ ବୋଲି ଜଣା ଯାଇଛି। ଏହି ଚଳଚ୍ଚିତ୍ରରେ ବିଗ ବି ଙ୍କ ଛଡା ଶତ୍ରୁଘ୍ନ ସିହ୍ନା , ସଂଜୀବ କୁମାର, ପ୍ରେମ ଚୋପ୍ରା, ପରୱିନ ବାବି , ଶଶି କପୁର, ରଖି ,ନୀତି ସିଂ ଆକ୍ଟିଂଗ କରିବାର ନଜର ଆସିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *