ମହାନାୟକ ଅମିତାଭ ବଚ୍ଚନ ନିକଟରେ ସୋସିଆଲ ମିଡିଆରେ ତାଙ୍କର ଫିଲ୍ମ ‘ଗଙ୍ଗା ଯମୁନା ସରସ୍ୱତୀ”ସମୟର ଏକ ଫଟୋ ସେୟାର କରିବାର ନଜର ଆସିଛନ୍ତି। ଏହି ଫଟୋରେ ବିଗ ବି ଲେଦର ଜ୍ୟାକେଟ ଓ ପ୍ୟାଣ୍ଟରେ ନଜର ଆସୁଥିଲେ। ଫଟୋ ସେୟାର କରି ଅମିତାଭ ତା ସହ ଜଡିତ ଏକ କାହାଣୀ କହିଲେ। ଆସନ୍ତୁ ଜାଣିବା ଏହି ଫଟୋ ପଛରେ କଣ ରାଜ ଅଛି।

ମାଇକେଲ ଜାକସନଙ୍କୁ କପି କରିବାରେ ଫେଲ ହୋଇଥିଲେ ଅମିତାଭ:
ଆପଣ ମାନଙ୍କୁ କହିଦେବୁ କି ଫଟୋ ସେୟାର କରି ଅମିତାଭ ଲେଖିଥିଲେ,ଯେବେ ମନ ମୋହନ ଦେଶାଇ ଭାବିଲେ କି ମୁଁ ଫିଲ୍ମ ‘ଗଙ୍ଗା ଯମୁନା ସରସ୍ୱତୀ’ରେ ମାଇକେଲ ଯାକସନ୍ଙ୍କ କପି କରିନେବି,ହେଲେ ଏଥିରେ ମୁଁ ପୁରା ଫେଲ ହୋଇ ଯାଇଥିଲି। ବିଗ ବିଙ୍କ ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସ ବହୁତ କମେଣ୍ଟ କରିଛନ୍ତି।
ଜଣେ ୟୁଜର ଲେଖିଲେ ଭଲ ଫଟୋ ଅଟେ। ଆଉ ଜଣେ ଲେଖିଲେ,ୟୁ ଆର ବେଷ୍ଟ ସାର। ଅନ୍ୟ ଜଣେ ଲେଖିଲେ,ଆମେଜିଙ୍ଗ ଫଟୋ ସାର। କହିରଖୁଛୁ କି ଏହା ପୂର୍ଵରୁ ନଭେମ୍ବର ଶେଷରେ ଅମିତାଭ ଆଉ ଏକ ପୁରୁଣା ଫଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କର “ଆଙ୍ଗରି ୟଙ୍ଗମାନ”ଭୂମିକା ଥିଲା।
କହିରଖୁଛୁ କି ଏହି ଫୋଟୋରେ ଅମିତାଭଙ୍କ ପୁରୁଣା ଲୁକ ଥିବାର ତିନିଟି ଫଟୋ ଥିଲା। ଏଥିରେ ସେ ଅଲଗା ଅଲଗା ଏକ୍ସପ୍ରେସନ ଦେଇଥିଲେ। ଫଟୋ ସେୟାର କରି ଅମିତାଭ ଲେଖିଲେ,ଏକ ଫିଲ୍ମ ଯାହା କେବେ ହୋଇନାହିଁ। ଫଟୋ ସୁଟ ହେଲା,ଟାଇଟଲ ବି ହେଇଗଲା,ଷ୍ଟାଇଲ ମଧ୍ୟ ଦେଖାଗଲା ହେଲେ ଫିଲ୍ମ ହୋଇପାରିଲା ନାହିଁ। ଅମିତାଭ ଏହି ଫିଲ୍ମର ନାମ ତ କହିଲେ ନାହିଁ ହେଲେ ବହୁତ ଦୁଃଖ ପ୍ରକାଶ କରିଥିଲେ।

ଅମିତାଭଙ୍କ ଆଗାମୀ ଫିଲ୍ମ ଝୁଂଡ ବିବାଦରେ:
କହିରଖୁଛୁ କି ଅମିତାଭଙ୍କ ଆଗାମୀ ଫିଲ୍ମ ବିବାଦରେ ରହିଛି। ନିକଟରେ ସୁପ୍ରିମକୋର୍ଟ ଏହି ଫିଲ୍ମର ରିଲିଜକୁ ରୋକ ଲ ଗେଇଛନ୍ତି। କହିରଖୁଛୁ କି କିଛି ମାସ ପୂର୍ବରୁ ଝୁଂଡର ମେକର୍ସ ଉପରେ ନଦୀ ଚିଂନି କୁମାର କପିରାଇଟ ଉଲଂଘନ ଲଗେଇ କେସ ଫାଇଲ କରିଥିଲେ। ଏହାପରେ ଫିଲ୍ମ ରିଲିଜ ଉପରେ ଷ୍ଟେ କରିଦିଆଯାଇଥିଲା।
ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ସାଙ୍ଗରେ ଆସିବେ ନଜର:
ବର୍କଫ୍ରଣ୍ଟ କଥା କହିବାକୁ ଗଲେ,”ଗୁଲାବୋ ସୀତାବୋ”ପରେ ଅମିତାଭ ଜଲ୍ଦି ଡ଼ାଇରେକ୍ଟର ନାଗ ଅଶ୍ୱିନଙ୍କ ଅପକମିଙ୍ଗ ଫିଲ୍ମ ପ୍ରଭାସ ଓ ଦୀପିକା ପାଦୁକୋଣଙ୍କ ସହ ସାମ୍ନାକୁ ଆସିବେ। ସୂତ୍ର ମୁତାବକ ଏହି ମେଗା ବଜେଟ ଫିଲ୍ମରେ କାମ କରିବା ପୂର୍ବରୁ ଅମିତାଭ ତାଙ୍କ ପପୁଲାର କ୍ୱିଜ ସୋ “କୌନ ବନେଗା କରୋଡ଼ପତି “ର ସୁଟିଂ ପୁରା କରିଦେବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।