ଆଜି ଆମେ ଆପଣଙ୍କ ପାଖରେ ଏକ ରିକ୍ସା ଚାଳକର କାହାଣି କହିବାକୁ ଯାଉଛୁ। ଏହି ରିକ୍ସା ଚାଳକର ନାମ ହେଉଛି ନାରାୟଣ। ନାରାୟଣ ରିକ୍ସା ଚାଳନା କରିକି ନିଜ ପୁଅକୁ ସ୍କୁଲ ଛାଡିବାକୁ ଯାଉଥିଲେ। ସେ ସ୍କୁଲରେ ପହଂଚିବା ମାତ୍ରେ ହିଁ ସେଠାକାର ପିଲା ତାଙ୍କୁ ତାନା ମାରୁଥିଲେ କି ଆସିଗଲା ରିକ୍ସା ଵାଲାର ପୁଅ। ସେ ଯେତେବେଳେ ନିଜର ପୁଅକୁ ଜଣେ ଆଇଏଏସ କରିବ ବୋଲି କହୁଥିଲା ତ ଲୋକ ତାଙ୍କର ମଜା ଉଡାଉ ଥିଲେ। ମାତ୍ର ଭାଗ୍ୟ ବଦଳିବାକୁ ସମୟ ଲାଗେନା। ଆଜି ତାଙ୍କ ପୁଅ ଜଣେ ଆଇଏଏସ ଅଫିସର ଅଟେ। ଏହା ନାରାୟଣ ଙ୍କର ପରିଶ୍ରମ ଦ୍ୱାରା ହିଁ ସମ୍ଭବପର ହେଇଛି।

ବାରଣାସୀର ଜଣେ ରିକ୍ସା ଚାଳକ ନାରାୟଣ ତାଙ୍କର ପୁଅକୁ ବରିକ୍ସା ଟାଣି ଟାଣି ଜଣେ ଆଇଏଏସ ଅଧିକାରୀ ବନେଇଲେ। ତାଙ୍କ ଉପରେ ମହାଦେବ ଙ୍କର କୃପା ଏପରି ବର୍ସିଲା କି ତାଙ୍କର ବୋହୁ ବି ଜଣେ ଆଇପିଏସ ଅଧିକାରୀ ଭାବେ ନିଜର ପରିଚୟ ବନେଇ ପାରିଛନ୍ତି। କୁହାଯାଏ କି ବାରଣାସୀରେ ସମସ୍ତଙ୍କ ଉପରେ ମହାଦେବ ଙ୍କର କୃପା ବର୍ଷିଥାଏ। ମାତ୍ର ତାଙ୍କର ଏହି ପରିଶ୍ରମ ରଙ୍ଗ ଆଣିଲା।
କିଛି ବର୍ଷ ପରେ ଯେତେବେଳେ ପୁଅ ଙ୍କର ବିବାହ ହେଲା ତ ତାଙ୍କ ବୋହୁ ବି ଜଣେ ଆଇପିଏସ ଅଧିକାରୀ ଭାବେ ନିଯୁକ୍ତ ହେଇଗଲେ। ନାରାୟଣ ଙ୍କର ଗୋଟେ ପୁଅ ଆଉ ତିନୋଟି ଝିଅ ଅଛନ୍ତି ବୋଲି ଜଣା ଯାଇଛି।
୩୫ ରିକ୍ସାର ମାଲିକ ଥିଲେ:
ନାରାୟଣ ଙ୍କର ଜୀବନ ବହୁତ ଭଲ ଚାଲୁଥିଲା ଆଉ ତାଙ୍କ ପାଖରେ ପ୍ରାୟ ୩୫ଟି ରିକ୍ସା ଥିଲା। ସମସ୍ତ ରିକ୍ସାକୁ ଭଡାରେ ଦେଇକି ସେ ବହୁତ ଭଲରେ ଚଳୁଥିଲେ। ଏହି ସମୟରେ ହି ପତ୍ନୀ ଇନ୍ଦୁଙ୍କର ମସ୍ତିଷ୍କ ଡ୍ୟାମେଜ ହେଇଗଲା ଆଉ ତାଙ୍କ ଚିକିତ୍ସା କରିବାରେ ବହୁତ ପଇସା ଖର୍ଚ୍ଚ ହେଲା। ପ୍ରାୟ ୨୦ଟି ରିକ୍ସା ବିକ୍ରି କରିବାକୁ ପଡିଲା ତଥାପି ସେ ବଂଚିଲେ ନାହିଁ। ସେତେବେଳେ ପୁଅ ଗୋବିନ୍ଦ ସପ୍ତମ ଶ୍ରେଣୀରେ ପଢୁଥିଲା। ଗରିବୀର ପରିମାଣ ଏତେ ଥିଲା କି ପରିବାର ସଦଶ୍ୟ ମାନଙ୍କୁ ଦୁଇ ଟାଇମ ଶୁଖିଲା ରାତି ଖାଇକି ବଞ୍ଚିବାକୁ ପଡୁଥିଲା।

ବୋହୁ ବି ଆଇପିଏସ ହେଲେ:
ଝିଅ ମାନଙ୍କର ବିବାହ ପାଇଁ ବଞ୍ଚିଥିବା ରିକ୍ସା ମାନଙ୍କୁ ବି ବିକିବାକୁ ପଡିଲା। ମାତ୍ର ଗୋଟେ ହିଁ ରିକ୍ସା ବଂଚିଲା ଆଉ ସେଇଥିରୁ ଯାହା ରୋଜଗାର ହୁଏ। ପଇସାର ଅଭାବ ଥିବାରୁ ଗୋବିନ୍ଦ ସେକେଣ୍ଡ ହ୍ୟାଣ୍ଡ ବହିରେ ପଢୁଥିଲା। ଆଜିର ଦୁନିଆରେ ଗୋବିନ୍ଦ ଗୋଆରେ ଅଛି ଆଉ ସାରା ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
ଏହା ହି ନୁହଁ ନାରାୟଣ ଙ୍କର ବୋହୁ ବି ଜଣେ ଆଇପିଏସ ଅଧିକାରୀ ଅଟନ୍ତି। ତାଙ୍କର ବୋହୁ ଚନ୍ଦନା କୁହନ୍ତି କି ଏପରି ଜଣେ ଶଶୁର ପାଇକି ଗର୍ବିତ ଯିଏ ଦୁନିଆରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।