ପ୍ରଥମଥର ସାମ୍ନାକୁ ଆସିଲେ କିରଣ ଖେର! ଏହି କାରଣ ପାଇଁ ଅନୁପମ ଖେର ଲୋକଙ୍କୁ ଦେଲେ ମୁହଁତୋଡ ଜବାବ! ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆପଣଙ୍କଙ୍କୁ କହିରଖିବୁ ପ୍ରତ୍ୟେକ ଦିନ କିଛି ଗୁଜବ ପ୍ରଚାର ହୋଇଥାଏ। ଯେପରିକି ଏବେ ଏକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲେ କି ଅନୁପମ ଖେରଙ୍କ ପତ୍ନୀ କିରଣ ଖେର କ୍ୟାନ୍ସର ଡାଇଗ୍ନୋସିସରେ ପୀଡିତ। ଏହା ପରେ ପ୍ରଥମ ଥର କିରଣ ଖେର ସାମ୍ନାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ମିଛ ଖବର ଭାଇରାଲ ହେବ ପରେ ଅନୁପମ ଟ୍ୱିଟ କରି ସେ ପୁରା ଭଲ ଅଛନ୍ତି ଓ ତାଙ୍କୁ କିଛି ହୋଇନି ବୋଲି ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି କାହା ନାମରେ ଏପରି ମିଛ ପ୍ରଚାର କରିବା ଠିକ ନୁହେଁ।

ଅନୁପନ ଜଣାଇଛନ୍ତିକି କିରଣ ବର୍ତ୍ତମାନ ପୁରା ସୁସ୍ଥ ଅଛନ୍ତି।ସେ ଟ୍ୱିଟ ଦ୍ଵାରା ଜଣାଇଛନ୍ତିକି ତାଙ୍କ ପତ୍ନୀ କିରଣଙ୍କ ସ୍ୱାସ୍ଥ୍ୟ ଉପରେ ଭୁଲ ଖବର ପ୍ରଚାର କରାଯାଉଛି ଯାହା ଭୁଲ ଅଟେ। ଏହା ସହ ସେ କିରଣ ଭାକ୍ସିନ ନେଉଥିବା ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି।

ଅନୁପମ ଟ୍ୱିଟରେ ଲେଖିଛନ୍ତି,” କିରଣଙ୍କ ସ୍ୱାସ୍ଥ୍ୟକୁ ନେଇ ଭୁଲ କଥା ପ୍ରଚାର କରାଯାଉଛି। ତାଙ୍କୁ ବର୍ତ୍ତମାନ କୌଣସି ଅସୁବିଧା ନାହିଁ ଓ ସେ ପୁରା ଠିକ ଅଛନ୍ତି। ସେ ଆଜି କୋଭିଡ ଭାକ୍ସିନର ଦ୍ୱିତୀୟ ଡୋଜ ମଧ୍ୟ ନେଇଛନ୍ତି। ଏହା ସହ ମୁଁ ଲୋକଙ୍କୁ ଅନୁରୋଧ କରୁଛି ଏପରି ମିଛ ଖବର ପ୍ରଚାର କରିବା ବନ୍ଦ କରନ୍ତୁ। ସମସ୍ତେ ଘରେ ରୁହଁନ୍ତୁ ଓ ଠିକ ରୁହଁନ୍ତୁ”।

ଅନୁପମ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହିନଥାନ୍ତି।ଏହି ଗୁଜବ ଉଠିବାର କାରଣ ହେଉଛି ଅଳ୍ପ ଦିନ ତଳେ ୧ ଏପ୍ରିଲକୁ ଅନୁପମ ଖେର କିରଣ ଖେରଙ୍କୁ ବ୍ଲଡ଼ କ୍ୟାନ୍ସର ହୋଇଯାଇଛି ବୋଲି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଜଣାଇଥିଲେ। ଅନୁପମ ପୋଷ୍ଟ ସେୟାର କରି ଲେଖିଥିଲେ,”କୌଣସି ମିଛ ପ୍ରଚାର ଦ୍ଵାରା ପରିସ୍ଥିତିକୁ ଠିକ କରିବା ନାହିଁ। ମୁଁ ସମସ୍ତଙ୍କୁ ଏହା କହିବା ପାଇଁ ଚାହୁଁଛିକି କିରଣଙ୍କୁ ଏକ ପ୍ରକାର କ୍ୟାନ୍ସର ହୋଇଯାଇଛି । ଏବେ ତାଙ୍କର ଚିକିତ୍ସା ଚାଲିଛି ଓ ମୋର ପୁରା ବିଶ୍ୱାସ ସେ ଆଗ ଠାରୁ ଅଧିକ ଶକ୍ତିଶାଳୀ ହୋଇ ସୁସ୍ଥ ହୋଇ ଫେରିବେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *