ଅନୁଷ୍କା ଶର୍ମା ଆଇପିଏଲ ୨୦୨୦ ରୁ ହିଁ ୟୁଏଇରେ ଅଛନ୍ତି ହେଲେ ସେ ପ୍ରଥମ ଥର କୋହଳିଙ୍କୁ ଚିୟର କରିବା ପାଇଁ ମ୍ୟାଚରେ ନଜର ଆସିଥିଲେ।

ନୂଆଦିଲ୍ଲୀ:- ଯେବେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଚେନ୍ନାଇ ସହିତ ବାଙ୍ଗାଲୋରର ମୁକାବିଲା ଚାଲୁଥିବା ସେତେବେଳେ ଅନୁଷ୍କା ଶର୍ମା କୋହଲିଙ୍କୁ ଚିୟର କରିବା ପାଇଁ ଷ୍ଟାଡିଅମରେ ଉପସ୍ଥିତ ଥିଲେ। ଏହି ମ୍ୟାଚ କୋହଲିଙ୍କ ପାଇଁ ଖାସ ଥିଲା। ନିଜ ପ୍ରେଗନାଣ୍ଟର ସୂଚନା ଦେବା ପରେ ପ୍ରଥମ ଥର ପାଇଁ ମ୍ୟାଚରେ ନଜର ଆସିଥିଲେ ଅନୁଷ୍କା। ଏହି ମ୍ୟାଚରେ ବାଙ୍ଗାଲୋର ୩୭ ରନରେ ଜିତିଥିଲା ଏବଂ କୋହଲି ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଏହି ମ୍ୟାଚରେ ଅପରାଜିତ ୯୦ ରନ କରିଥିଲେ।
ଏହି ସମୟରେ କୋହଲିଙ୍କ ପାଇଁ ଖୁସିର କଥା ଯେ ତାଙ୍କ ପତ୍ନୀ ଷ୍ଟାଡିଅମରେ ଥିଲେ। ପ୍ରତି ଲୋକ ଏହା ଜାଣିବାକୁ ଚାହୁଁଛନ୍ତି ଯେ କୋହଲିଙ୍କ ପ୍ରତ୍ୟେକ ସର୍ଟରେ ଅନୁଷ୍କାଙ୍କ କଣ ପ୍ରତିକ୍ରିୟା ଥିଲା। ଅନୁଷ୍କା ନିଜ ସ୍ୱାମୀଙ୍କର ଉତ୍ସାହ ବଢେଇବାର କୌଣସି ହେଳା କରିନଥିଲେ। ଲୋକମାନେ ଯାହା ଏହି କପଲଙ୍କୁ ଦେଖି ବହୁତ ଖୁସି ଥିଲେ ଏବଂ ଶେଷରେ ଅନୁଷ୍କା କୋହଲିଙ୍କୁ ଫ୍ଲାଇଙ୍ଗ କିସ ଦେଇଥିଲେ।

ଏହା ପରେ ଅନୁଷ୍କାଙ୍କ ଏହି ଫୋଟ ସୋସିଆଲ ମିଡିଆରେ ଭାଇରଲ ହେଲା। କେତେ ଲୋକ ଏହାକୁ ନେଇ ଖୁସିରେ ନିଜର ମନ୍ତବ୍ୟ ଦେଲେ। ଟ୍ୱିଟରରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଲେ। ପ୍ରଶଂସକ ଏହାର ଆନନ୍ଦ ନେଲେ।
ଅନୁଷ୍କା ଶର୍ମା ଆଇପିଏଲ ୨୦୨୦ ରୁ ହିଁ ୟୁଏଇରେ ଅଛନ୍ତି ହେଲେ ସେ ପ୍ରଥମ ଥର କୋହଳିଙ୍କୁ ଚିୟର କରିବା ପାଇଁ ମ୍ୟାଚରେ ନଜର ଆସିଥିଲେ ଏବଂ ସେ ପ୍ରଥମ ଥର ପାଇଁ ଆସିଲେ ଏବଂ ସେ ଚେନ୍ନାଇ ବିପକ୍ଷ ମ୍ୟାଚ ଦେଖିବାକୁ ପସନ୍ଦ କଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।