କୁହାଯାଏ ଏହି ଦିନରେ ବାସ୍ତୁର ଅନୁସାରେ କିଛି ବିଶେଷ ଉପାୟ କରିନିଆ ଯିବ ତେବେ ପୁଣି ଦେବୀ ମାଙ୍କ କୃପା ପ୍ରାପ୍ତି କରାଯାଇ ପାରିବ। ସେହିପରି ଏହି ଉପାୟଗୁଡିକରେ ନା କେଵଳ ସୁଖ ସମୃଦ୍ଧି ଆସିବ ଵଂର ଘର ବି ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯାଇଥାଏ।

ଦୀପାବଳିରେ ମା ଲକ୍ଷ୍ମୀଙ୍କର ପୂଜାର ବିଧାନ ଅଛି। ସନ୍ଧ୍ୟା ବେଳେ ମା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ ଏବଂ କୁହନ୍ତି ଏହି ଦିନରେ ବାସ୍ତୁର ଅନୁସାରେ କିଛି ବିଶେଷ ଉପାୟ କରିନିଆ ଯିବ ତେବେ ପୁଣି ଦେବୀ ମାଙ୍କ କୃପା ପ୍ରାପ୍ତି କରାଯାଇ ପାରିବ। ସେହିପରି ଏହି ଉପାୟଗୁଡିକରେ ନା କେଵଳ ସୁଖ ସମୃଦ୍ଧି ଆସିବ ଵଂର ଘର ବି ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯାଇଥାଏ। ଆସନ୍ତୁ ଜାଣିବା ଦୀପାବଳୀ ଦିନ କରିବାକୁ ଥିବା ବାସ୍ତୁର ଅନୁସାରେ କିଛି ଖାସ ଉପାୟର ବିଷୟରେ।
ସଫା ସୁତୁରା:- ଏମିତିରେ କେହିବି ଦୀପାବଳୀର ଅବସରରେ ସଫା କରିଥାଏ କିନ୍ତୁ ଏଥିରେ କିଛି ଖାସ କଥାର ଧ୍ୟାନ ବି ଅବଶ୍ୟ ରୂପରେ ରଖିବା ଦରକାର। ଏଥିପାଇଁ ଦରକାର ଘରେ ଖରାପ ହୋଇଥିବା ସବୁ ଜିନିଷକୁ ବାହାର କରିବା। ବର୍ଷ ବର୍ଷ ଧରି ଯେଉଁ ବେକାର ଜିନିଷ ଆମେ ଏକାଠି କରିକି ରଖିଥାଉ ଦୀପାବଳୀର ଆଗରୁ ତାକୁ ନିଶ୍ଚୟ ବାହାର କରିବା ଦରକାର। ତେଣୁ ଏହି ସମୟରେ ଝାଡୁ,ପୋଛା, ଡ଼ଷ୍ଟବିନ,ସହିତ ପରଦା ବି ନିଶ୍ଚୟ ବଦଳାନ୍ତୁ।
ପଥର ଲୁଣ:- ଦୀପାବଳି ଦିନ ଘରେ ପଥର ଲୁଣରେ ଘର ପୋଛିବା ଉତ୍ତମ ମନାଯାଇଥାଏ। କୁହାଯାଏ ଏପରି କରିବା ଦ୍ୱାରା ଘରୁ ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକାରାତ୍ମକତାର ବାସ ହୋଇଥାଏ।
ଆଲୋକ:- ଯଦିଓ ଏହି ପର୍ବ ଅମାବାସ୍ୟାରେ ପାଳନ କରାଯାଇଥାଏ କିନ୍ତୁ ଏହି ପର୍ବରେ ଆଲୋକର ବହୁତ ହିଁ ମହତ୍ତ୍ୱ ରହିଥାଏ। ଏଥିପାଇଁ ଦୀପାବଳିରେ ଭରପୂର ଆଲୋକ ଦେଖାଯାଇଥାଏ। ଏହି ଦିନରେ ଉତ୍ତର ଦିଗରେ ନୀଳ, ହଳଦିଆ ଏବଂ ସବୁଜ ରଙ୍ଗ ,ପୂର୍ବ ଦିଗରେ ଲାଲି ,କମଳା ରଙ୍ଗ ,ଦକ୍ଷିଣ ଦିଗରେ ଧଳା ,ଜାମୁ ଏବଂ ଲାଲି ରଙ୍ଗ ,ପଶ୍ଚିମ ଦିଗରେ ହଳଦିଆ,କମଳା ,ଗୋଲାପୀ କିମ୍ବା ଧୂସର କଲରର ବଲବ ଲାଗେଇବା ଦରକାର।କୁହାଯାଏ ବାସ୍ତୁର ନଜରରେ ଏହା ବହୁତ ଲାଭଦାୟକ ଅଟେ।

ଦ୍ୱାର ମାଳା:- ଦୀପାବଳୀ ଦିନ ଦ୍ୱାର ମାଳା ବହୁତ ମହତ୍ତ୍ୱ କୁହାଯାଇଅଛି କିନ୍ତୁ ଏହି ଦୀପାବଳି ଆପଣ ଆମ୍ବ ଏବଂ ଅଶୋକ ପତ୍ରର ହୋଇଥିବା ଦ୍ୱାର ମାଳା ବ୍ୟବହାର କରିବେ ତେବେ ବହୁତ ଶୁଭ ଫଳଦାୟୀ ପ୍ରମାଣିତ ହେବ କିନ୍ତୁ କୌଣସି କାରଣରୁ ଘରେ ଏହା ପ୍ରସ୍ତୁତ କରିପାରିବେ ନାହିଁ ତେବେ ବଜାରରୁ କିଣି ଆଣିପାରିବେ।
ମଙ୍ଗଳ ପ୍ରତୀକ ଚିହ୍ନ:- ଦୀପାବଳିରେ ଶୁଭ ଓ ମଙ୍ଗଳ ଚିହ୍ନର ବି ଅବଶ୍ୟ ରୂପରେ ବନେଇବା ଦରକାର। ବାସ୍ତୁରେ ଏହି ପ୍ରତିକର ବହୁତ ମହତ୍ତ୍ୱ ଅଛି। ଆପଣ ଦୀପାବଳି ପରସ୍ୱାସ୍ତିକ ମାତା ଲକ୍ଷ୍ମୀଙ୍କ ପାଦ ଚିହ୍ନ ,ଶୁଭ-ଲାଭ କିମ୍ବା ମା ଲକ୍ଷ୍ମୀଙ୍କର ପ୍ରତିମାକୁ ଆପଣଙ୍କ ମୁଖ୍ୟ ଦ୍ୱାରରେ ନିଶ୍ଚୟ ଲଗାନ୍ତୁ।
ରଙ୍ଗୋଲି:- ବାସ୍ତୁ ଶାସ୍ତ୍ରରେ ରଙ୍ଗୋଲିର ମହତ୍ତ୍ୱ ବି କୁହାଯାଇଛି। ରଙ୍ଗୋଲିର ରଙ୍ଗକୁ ଶୁଭ ମାନାଯାଇଛି।ଏଥିପାଇଁ ଦୀପାବଳିରେ ମା ଲକ୍ଷ୍ମୀଙ୍କର ସ୍ୱାଗତ ରଙ୍ଗୋଲିରେ କରନ୍ତୁ। ମୁଖ୍ୟ ଦ୍ୱାର କିମ୍ବା ଘରର ଅଗଣାରେ ରଙ୍ଗୋଲି ଅବଶ୍ୟ ରୂପରେ କରିବା ଦରକାର। ଏଥିରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।