ଅର୍ଜୁନ ତେନ୍ଦୁଲକର କହିଲେ ବ୍ଲୁ ଗୋଲ୍ଡ ଜର୍ସି ପିନ୍ଧିବାକୁ ଅଛନ୍ତି ଉତ୍ସାହିତ,ଲୋକଙ୍କ କମେଣ୍ଟ ଦେଖି ସବୁ ଚକିତ।

ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ଗୁରୁବାରକୁ ଚେନ୍ନାଇରେ ଖେଳାଳିମାନଙ୍କ ନିଲାମୀ ହୋଇଥିଲେ। ଏହି ନିଲାମୀର ଶେଷରେ ଅର୍ଜୁନ ତେନ୍ଦୁଲକର ବିକ୍ରିହେଲେ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ବେସ ପ୍ରାଇଜ ୨୦ ଲକ୍ଷ୍ୟରେ କିଣିଲା। ଏହା ସହିତ ଅର୍ଜୁନଙ୍କର ଆଇପିଏଲରେ ଡେଭ୍ୟୁ ମଧ୍ୟ ହୋଇଗଲା।

 

କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ କିଣିବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅର୍ଜୁନଙ୍କୁ କିଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିବାର ନଜର ଆସିଛନ୍ତି। ଟ୍ୱିଟରରେ ପୋଷ୍ଟ ହୋଇଥିବା ସେହି ଭିଡ଼ିଓରେ ଅର୍ଜୁନ କହୁଛନ୍ତି ମୁଁ ଛୋଟବେଳୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ଫ୍ୟାନ ରହିଆସିଛି। ମୋ ଉପରେ ଭରସା କରିଥିବାରୁ କୋଚ, ଟିମ ମାଲିକ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ମୁମ୍ବାଇ ପଲଟନର ଅଂଶ ହେବାକୁ ନେଇ ବହୁତ ଉତ୍ସାହ ପୁର୍ଣ ଅଛି। ଏବେ ମୁଁ ବ୍ଲୁଗୋଲ୍ଡ ଜର୍ସି ପିନ୍ଧିବାକୁ ବହୁତ ଆଶା ରୂପେ ରହିଛି।

ଅର୍ଜୁନଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି କିନ୍ତୁ ଲୋକ ଅନେକ ପ୍ରକାର କମେଣ୍ଟ ଓ ମିମ ସେୟାର କରୁଛନ୍ତି। @villageLifesty5 ଲେଖିଛନ୍ତି,”ଆଜି ମୁଁ ଯାହାବି ଅଟେ ବାପାଙ୍କ ପାଇଁ ଅଟେ,ଏକ ଟ୍ୱିଟ ଆପଣଙ୍କୁ ସଫଳ କରିପାରେ”।@Nil00706309 ଲେଖିଛନ୍ତି,”ଅର୍ଜୁନ ଭାଇ ଆପଣ ନିଜ ବାପାଙ୍କୁ ଧନ୍ୟବାଦ ଦିଅ,ଆପଣଙ୍କ ବାପା ଆପଣଙ୍କ ସିଲେକ୍ସନ ପାଇଁ ଅମ୍ବାନୀଙ୍କର ବହୁତ ଗୁଲାମି କରିଛନ୍ତି,କୃଷକଙ୍କ ସହିତ ଶତ୍ରୁତା କରିଛନ୍ତି”।@i_am _amitmittal ଲେଖିଛନ୍ତି,”ଏକ ଟ୍ୱିଟର ୨୦ ଲକ୍ଷ ।ଏଠାରେ ଅନେକଙ୍କ ଆଙ୍ଗୁଠି ଛିଣ୍ଡିଗଲା ଟ୍ୱିଟ କରି କରି କିନ୍ତୁ ଭାଗ୍ୟ ୨ ଟଙ୍କାରୁ ଆଗକୁ ବଢିଲାନି”।

@RajkChouhan ଲେଖିଲେ କି,”ସଚିନଙ୍କର ଏକ ଟ୍ୱିଟ ନଖେଳି ମଧ୍ୟ ସଚିନଙ୍କୁ ଆଇପିଏଲ ଟିକେଟ ଦେଇଦେଲା ଓ ଲକ୍ଷ ଲକ୍ଷ ଯୁବ କ୍ରିକେଟରଙ୍କ ଜୀବନ ବିତିଯାଇଥାଏ ଆଇପିଏଲ ପର୍ଯ୍ୟନ୍ତ ପହଁଚିବା ପାଇଁ। କେବେ ପର୍ଯ୍ୟନ୍ତ ଚାଲିବ ଏପରି …”। @SKumar6885580 ଲେଖିଛନ୍ତି,ନେପୋଟିଜିମ ପାଇଁ ମିଳିବ ଜର୍ସି ,ନହେଲେ ବହୁତ ପ୍ରତିଭାଶାଳି ଖେଳାଳି ଅଟନ୍ତି ଯାହାଙ୍କୁ ଆଗକୁ ଆସିବାକୁ ଦିଆଯାଉନାହିଁ”।

@Abhinav23070823 ଲେଖିଛନ୍ତି,”ବାପାଙ୍କୁ କୁହ ପୁଅ ବ୍ଲୁ ଜର୍ସି ବି ମିଳିଯିବ। ଦୁଇଚାରି ଟ୍ୱିଟ ଆଉ କରିଦିଅ ସରଦାର ଖୁସ”@Sunny59965887 ଲେଖିଛନ୍ତି,ଗୋଟେ ଟ୍ୱିଟର ଦାମ ତମେ କଣ ଜାଣିବ ରମେଶ ବାବୁ”।@Arshan04834597 ଟ୍ୱିଟ କରିଛନ୍ତି,”ପୁଅ ବାପା ତାଙ୍କ କାମ କରିଦେଇଛନ୍ତି ତାଙ୍କ ସମ୍ମାନ ବଜାୟୀ ରଖିବ”!

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *