ଅର୍ଜୁନ ତେନ୍ଦୁଲକର ଖେଳିବେ ଆଇପିଏଲ ୨୦୨୧, ଅକ୍ସନ ପାଇଁ କଲେ ରେଜିଷ୍ଟ୍ରେସନ । ଜାଣନ୍ତୁ ତାଙ୍କ ବେସ ପ୍ରାଇସ କେତେ ଟଙ୍କା ।

ଏବର୍ଷ ହେବାକୁ ଥିବା ଆଇପିଏଲ ରେ ଖେଳିବା ପାଇଁ ଦୁନିଆ ଆଡୁ ପ୍ରାୟ ୧୦୯୭ ଖେଳାଳି ଯୋଗଦାନ କରିଛନ୍ତି। ଏଥରର ନିଲାମୀ ବୋଧହୁଏ ୧୮ ଫେବୃଆରୀ ଠାରୁ ଆରମ୍ଭ ହେବାକୁ ଯାଉଛି। ବିସିସିଆଇ ଏହା ଖବର ଦେଇଛି କି ପ୍ରାୟ ୮୧୪ ଭାରତୀୟ ଆଉ ୨୮୩ ବିଦେଶୀ ଖେଳାଳି ଯୋଗଦାନ କରିବାକୁ ଯାଉଛନ୍ତି। ଏହି ଖେଳାଳି ମାନେ ଅକ୍ସନ ପାଇଁ ନିଜ ନାମ ଦେଇଛନ୍ତି ଆଉ ଏମାନଙ୍କ ଭିତରେ ଅର୍ଜୁନ ତେନ୍ଦୁଲକର ବି ସାମିଲ ଅଛନ୍ତି।

Google

ସଚିନ ତେନ୍ଦୁଲକରଙ୍କର ପୁଅ ଅର୍ଜୁନ ତେନ୍ଦୁଲକର ବି ଏହି ଥର ଆଇପିଏଲ ୨୦୨୧ ଖେଳୁ ଥିବାର ନଜର ଆସି ପାରନ୍ତି। ଆଉ ଏକ ଇଂରାଜୀ ଖବର କାଗଜ ମୁତାବିକ ଅର୍ଜୁନ ନିଜ ନାମ ଆଇପିଏଲ ଅକ୍ସନ ୨୦୨୧ ପାଇଁ ଦେଇ ସାରିଛନ୍ତି। ସେ ତାଙ୍କର ବେଶ ପ୍ରାଇସ ପ୍ରାୟ ୨୦ ଲକ୍ଷ ଟଙ୍କା ରଖିଛନ୍ତି। ଆପଣଙ୍କୁ କହି ରଖୁଛୁ କି ପ୍ରାୟ ୧୧ ଖେଳାଳି ନିଜର ବେଶ ପ୍ରାଇସ ୨ କୋଟି ଟଙ୍କା ରଖିଛନ୍ତି।

ଅର୍ଜୁନ ତେନ୍ଦୁଲକର ଚାମ୍ପିୟାନ ଟିମ ମୁମ୍ବାଇ ଇଣ୍ଡିଆନ୍ସଙ୍କର ନେଟ ବୋଲର ରହି ସାରିଛନ୍ତି। ଏଥର ସେ ମୁମ୍ବାଇ ଟିମ ପକ୍ଷରୁ ଶୟଦ ମୁସ୍ତାକ ଅଲି ଟ୍ରଫି ବି ଖେଳି ସାରି ଛନ୍ତି। ମାତ୍ର ତାଙ୍କ ପ୍ରଦର୍ଶନ ବହୁତ ଭଲ ରହିଲା ନାହିଁ। ସେ ୭ ଓଭରରେ ପ୍ରାୟ ୬୭ ରନ ଦେଇଥିଲେ।

Google

ଏହା ସହିତ ଦ୍ରୁତ ବୋଲିଂ ଫ୍ୟାନ ମାନଙ୍କ ପାଇଁ ପୁଣି ଥରେ ଏକ ଖରାପ ଖବର ଅଛି। ଅଷ୍ଟ୍ରେଲିଆର ଚାମ୍ପିୟାନ ବୋଲର ମିଚେଲ ଷ୍ଟାର୍କ ପୁଣି ଥରେ ଆଇପିଏଲ ୨୦୨୧ ଖେଳୁଥିବାର ନଜର ଆସିବେ ନାହିଁ। ସେ ଆଇପିଏଲ ୨୦୨୧ ପାଇଁ ୧୮ ଫେବୃଆରୀରେ ହେବାକୁ ଥିବା ଅକ୍ସନରୁ ନିଜ ନାମ ଯୋଗଦାନ କରେଇନାହାନ୍ତି ବୋଲି ସୂଚନା ଆସିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *