ଆରୋଗ୍ୟ ସେତୁ ଆପ ଉପରେ ହୋଇଥିବା ବିବାଦ ପରେ ସରକାରଙ୍କ ରାୟ ସାମ୍ନାକୁ ଆସିଯାଇଛି। ସରକାର କହିଛନ୍ତି କି ରଷ୍ଟ୍ରୀୟ ସୂଚନା-ବିଜ୍ଞାନ କେନ୍ଦ୍ର (ଏନଆଇସି) ଉଦ୍ୟୋଗ ଓ ରୈକ୍ଷଣିକ କ୍ଷେତ୍ର ବୋଲନଟିୟର୍ସର ସହଯୋଗରେ ଆରୋଗ୍ୟ ସେତୁ ଆପ ତିଆରି କରାଯାଇଛି। ଆପଣଙ୍କୁ କହିରଖିବୁ କି ପୂର୍ବ ଦିନରୁ କେନ୍ଦ୍ରୀୟ ସୂଚନା ଆୟଗ (Central information Commission) ଆରୋଗ୍ୟ ସେତୁ ଆପର ଜାନକାରୀକୁ ନେଇ ନେସନାଲ ଇଂଫ୍ରୋମୈଟିକ ସେଣ୍ଟର (NIC) କି ଅଧିକାରୀଙ୍କୁ ଫଟକାର ଲଗାଇଥିଲେ। ଯେଉଁଥିରେ କୁହାଯାଇଥିଲାକି ଇଂଫ୍ରୋମୈଟିକ ସେଣ୍ଟରର ୱେବସାଇଟରେ ଆରୋଗ୍ୟ ସେତୁ ଆପର ନାମ ଅଛି କିନ୍ତୁ ଏହାର ବିକାଶ କୁ ନେଇ କୌଣସି ତଥ୍ୟ ନାହିଁ।

ଏହା ପରେ ସରକାର କହିଛନ୍ତି କି(Arogya Setu app) କୁ ରେକର୍ଡ ୨୧ ଦେଶରେ ପରିଦର୍ଶୀ ତରିକାରେ ସାର୍ଵଜନିକ ନିଜି ସହଯୋଗରେ ବିକଶିତ କରାଯାଇଛି।ସେଥିପାଇଁ ଆରୋଗ୍ୟ ସେତୁ ଆପ ଉପରେ ସନ୍ଦେଶ କରିବା ଉଚିତ ନୁହେଁ। ଆରୋଗ୍ୟ ସେତୁ ଆପ ଦ୍ଵାରା କୋଭିଡ଼-୧୯(Covid- ୧୯) ସହ ଲଢ଼ିବାରେ ସାମର୍ଥ୍ୟ ମିଳିବ।
CIC ଜାରିକରିଥିଲା କାରଣ କହିବା ନୋଟିସ:-
ଆରୋଗ୍ୟ ସେତୁ ଆପର ଜାନକାରୀକୁ ନେଇ ସୂଚନା ଆୟୋଗ ନେସନାଲ ଇଂଫ୍ରୋମୈଟିକ ସେଣ୍ଟର କୁ ଉତ୍ତର ମାଗିଥିଲା। CIC ନିଜ ନୋଟିସରେ କହିଥିଲା କି NIC ର ୱେବସାଇଟରେ ଆରୋଗ୍ୟ ସେତୁ ଆପର ନାମ ଅଛି।କିନ୍ତୁ ଏହାର ବିକାଶ କୁ ନେଇ କୌଣସି ତଥ୍ୟ ନାହିଁ? CIC ଏହି ସମ୍ବନ୍ଧରେ ଚିଫ ପବ୍ଲିକ ଇନଫ୍ରମେସନ ଅଧିକାରୀଙ୍କ (CPIOs) ସହିତ ନେସନାଲ ଇ-ଗବନୈସ (NeGD) ଇଲୋଟ୍ରୋନିକ୍ସ ଓ ସୂଚନା ମନ୍ତ୍ରାଳୟ ଓ NIC କୁ କାରଣ କହିବା ନୋଟିସ ପଠାଇଥିଲା।

କିପରି ଆରମ୍ଭ ହେଲା ବିବାଦ:-
ସୌରଭ ଦାସ ନାମକ ଏକ ବ୍ୟକ୍ତି ଚିଫ ଇନଫ୍ରମେସନ କମିସନରେ ଅଭିଯୋଗ କରିଥିଲେ। ଦାସ ଦାବି କରିଥିଲେ କି ସେ ଆରୋଗ୍ୟ ସେତୁ ଆପକୁ ତିଆରି କରିଥିବା ବିଷୟରେ ସୂଚନା ପାଇଁ ଏନଆଇସି , ନେସନାଲ ଇ-ଗବନୈସ ଓ ମିନିଷ୍ଟ୍ରି ଅଫ ଇଲୋଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି ସହିତ ସମ୍ପର୍କ କରିଥିଲେ କିନ୍ତୁ କେହି ବି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ଯାହା ପରେ ସଂଗେ ସଂଗେ କେନ୍ଦ୍ରୀୟ ସୂଚନା ଆୟୋଗ କାରଣ କହିବା ନୋଟିସ ପଠାଇଥିଲା।
କଣ ଅଟେ ଆରୋଗ୍ୟ ସେତୁ ଆପ:-
କହିରଖିବୁ କି କୋଭିଡ଼-୧୯ର କଣ୍ଟାକ୍ଟ ଟ୍ରେସିଙ୍ଗ ର ପତା ଲଗାଇବ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆରୋଗ୍ୟ ସେତୁ ଆପକୁ ପ୍ରସ୍ତୁତ କରାଯାଇଥିଲା। ଆରୋଗ୍ୟ ସେତୁ ଆପର କାର୍ଯ୍ୟ ଏହି କଥାରୁ ଅନୁମାନ କରିହେବ କି ଆକାସମାର୍ଗ ଯାତ୍ରାଠୁ ନେଇ ମେଟ୍ରୋ ଟ୍ରେନରେ ଯିବା ପୂର୍ବରୁ ଏହାକୁ ଡାଉନଲୋଡ କରିବା ଜରୁରୀ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ବାରମ୍ବାର ଲୋକଙ୍କୁ ଏହି ଆପ ଡାଉନଲୋଡ କରିବାକୁ ଅନୁରୋଧ କରିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।