ବ୍ୟୁରୋ ରିପୋର୍ଟ: ଶ୍ରୀଲଙ୍କାରେ ହୋଇଥିବା ଅସୁବିଧା ପାଇଁ ଏସିଆ କପ ୨୦୨୨ ଶ୍ରୀଲଙ୍କାରେ ହେବ ନାହିଁ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହାକୁ ନେଇ ଅସମର୍ଥତା ପ୍ରକାଶ କରିଛି। ସାଂପ୍ରତିକ ସ୍ଥିତି ଥିବା ଦେଶ ଯୋଗୁଁ ଏସିଆ କପ ଆୟୋଜନ କରି ପାରିବ ନାହିଁ ବୋଲି କହିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। ଏମିତି ବି ଏସଏଲସି ଲଙ୍କା ପ୍ରିମୀୟର ଲିଗର ୩ୟ ସିଜିନ ମଧ୍ୟ ସ୍ଥଗିତ ଅଛି।
Sri Lanka cricket informed the Asian Cricket Council that the board will not be in a position to host Asia Cup 2022.
— CricketMAN2 (@ImTanujSingh) July 20, 2022
ଏସିଆ କ୍ରିକେଟ ପରିଷଦ ଅନୁସାରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବଡ଼ ପ୍ରତିଯୋଗିତା କରିବା ପାଇ ଅସମର୍ଥତା ପ୍ରକାଶ କରିଛି ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇ କିମ୍ବା ଅନ୍ୟ କୌଣସି ଦେଶରେ ଆୟୋଜନ କରୁ ବୋଲି ଅଧିକାରୀ କହିଛନ୍ତି।
ଅଗଷ୍ଟ-ସେପ୍ଟେମ୍ବରରେ ଆୟୋଜନ ହୋଇପାରେ ଏସିଆ କପ ୨୦୨୨। ତେବେ କିଛି ଦିନ ଭିତରେ ଏହାର ଘୋଷଣା ହୋଇପାରେ। ତେବେ ଟି-୨୦ ବିଶ୍ୱକପ ଏହି ବର୍ଷ ହେବାର ଅଛି।
Asia Cup 2022 likely to be hosted by UAE. (Reported by Cricbuzz).
— Mufaddal Vohra (@mufaddal_vohra) July 16, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।