ଭାରତକୁ ଏକାକି ନିଜ ଦମରେ ଏସିଆ କପ ଜିତାଇପାରେ ଏହି ଖେଳାଳି! ଅନେକ ଥର ହୋଇଛନ୍ତି IPL ଚମ୍ପିୟନ

ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ର ଆରମ୍ଭ ଅଗଷ୍ଟ ୨୭ ରେ ୟୁଏଇରେ ହେବାର ଅଛି। ୨୮ ଅଗଷ୍ଟକୁ ଭାରତ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ଭାରତ ଏସିଆ କପ ଟ୍ରଫି ଜିତିବାର ଦାବିଦାର ଅଟେ।ବଜଣେ ଏପରି ଖେଳାଳି ଅଛନ୍ତି ଯିଏକି ନିଜ ଦମରେ ଏକାକୀ ଭାରତକୁ ଏସିଆ କପ ଜିତାଇପାରିବେ। ଏହି ଖେଳାଳି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇପାରେ।

Google

ଏହି ଖେଳାଳି ଭାରତକୁ ଜିତାଇବା ଏସିଆ କପ:

ଏସିଆ କପରେ ହାର୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆ ପାଇଁ ମ୍ୟାଚ ବିଜୟୀ ସାବ୍ୟସ୍ତ ହୋଇପାରନ୍ତି। ହାର୍ଦିକ ବ୍ୟାଟିଙ୍ଗରେ ଅଧିକ ଯୋଗଦାନ ଦେଇଥାନ୍ତି।ଯେବେ ଆପଣଙ୍କୁ ବିଜୟର ଆବଶ୍ୟକତା ଥାଏ ସେବେ ଏହିପରି ଖେଳାଳିଙ୍କ ଆବଶ୍ୟକତା ପଡିଥାଏ। ଯିଏକି ଟିମ ସହିତ ଶେଷପର୍ଯ୍ୟନ୍ତ ଠିଆ ହେବେ ଯିଏକି ହାର୍ଦିକ ପାଣ୍ଡ୍ୟା।

Google

ମ୍ୟାଚ ପରିବର୍ତ୍ତନ କଲା ଭଳି କ୍ଷମତା:

ହାର୍ଦିକ ପାଣ୍ଡ୍ୟା ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟି ଯାକରେ ପ୍ରବୀଣ ଅଟନ୍ତି। ସେ ବ୍ୟାଟିଙ୍ଗରେ ଅଧିକ ଭୂମିକା ପାଳନ କରିଥାନ୍ତି। ଯେବେ ଯେବେ ଟିମ ଇଣ୍ଡିଆକୁ ତୀବ୍ର ରନର ଆବଶ୍ୟକତା ହୋଇଥାଏ ସେହି ସମୟରେ ଆପଣଙ୍କ ପାଖରେ ହାର୍ଦିକ ପାଣ୍ଡ୍ୟା ଅଛନ୍ତି। ସେ ଗ୍ରାଉଣ୍ଡର ସବୁ ଆଡ଼କୁ ସର୍ଟ ଲହାଇବାରେ ମାହୀର।

Google

୬ ଟି ଟିମ ମ୍ୟାଚରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ:

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଟିମ ଅଂଶ ଗ୍ରହଣ କରିବେ। ଭାରତ ,ପାକିସ୍ତାନ ଛଡା, ବଙ୍ଗଳାଦେଦ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଟିମ ଅଂଶଗ୍ରହଣ କରିବ। ସେହିପରି ଆଉ ଏକ ଟିମ କ୍ୟାଲିଫାୟର ଦ୍ଵାରା ଏସିଆ କପ ୨୦୨୨ରେ ଅଂଶଗ୍ରହଣ କରିବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଦୁବାଇ ଓ ସାରଯାହାରେ ଖେଳାଯିବାର ଅଛି।

ଏ ଗ୍ରୁପରେ ଭାରତ ଓ ପାକିସ୍ତାନ ଟିମ:

ଏହି ୬ ଟି ଯାକ ଟିମଙ୍କୁ ୨ ଟି ଗ୍ରୁପରେ ବଣ୍ଟାଯାଇଛି। ଗ୍ରୁପ ଏ ରେ ଭାରତ, ପାକିସ୍ତାନ ଓ କ୍ୟାଲିଫାୟର ବିଜେତା ରହିଛନ୍ତି। ସେହିପରି ଗ୍ରୁପ ବି ରେ ଶ୍ରୀଲଙ୍କା, ଆଫଗାନିସ୍ତାନ, ବଙ୍ଗଳାଦେଶ ଅଛନ୍ତି। ଟିମ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ସହ ଖେଳିବ ଓ ଦ୍ୱିତୀୟ ମ୍ୟାଚ ୩୧ ଅଗଷ୍ଟକୁ କ୍ବାଲିଫାୟର ଟିମ ସହିତ ଖେଳିବାର ଅଛି। ଏହାପରେ ସୁପର ୪ ଙ୍କର ଅଲଗା ମ୍ୟାଚ ହେବ। ୧୭ ଦିନରେ ଫାଇନାଲ ସହିତ ମୋଟ ୧୩ ମ୍ୟାଚ ହେବାର ଅଛି।

ଏସିଆ କପ ୨୦୨୨ର ସିଡ୍ୟୁଲ:

ପ୍ରଥମ ମ୍ୟାଚ ୨୭ ଅଗଷ୍ଟ ଶ୍ରୀଲଙ୍କା ସହିତ ଆଫଗାନିସ୍ତାନ।

ଦ୍ୱିତୀୟ ମ୍ୟାଚ ୨୮ ଅଗଷ୍ଟ ଭାରତ ସହିତ ପାକିସ୍ତାନ।

ତୃତୀୟ ମ୍ୟାଚ ୩୦ ଅଗଷ୍ଟ ବଙ୍ଗଳାଦେଶ ସହିତ ଆଫଗାନିସ୍ତାନ। ଚତ୍ରୁର୍ଥ ମ୍ୟାଚ ୩୧ ଅଗଷ୍ଟ ଭାରତ ସହିତ କ୍ୟାଲିଫାୟର।

ପଞ୍ଚମ ମ୍ୟାଚ ୧ ସେପ୍ଟେମ୍ବର ଶ୍ରୀଲଙ୍କା ସହିତ ବଙ୍ଗଳାଦେଶ

ଷଷ୍ଠ ମ୍ୟାଚ ୨ ସେପ୍ଟେମ୍ବର ପାକିସ୍ତାନ ସହିତ କ୍ବାଲିଫାୟର

ସପ୍ତମ ମ୍ୟାଚ ୩ ସେପ୍ଟେମ୍ବର ବି ୧ ସହିତ ବି ୨

ଅଷ୍ଟମ ମ୍ୟାଚ ୪ ସେପ୍ଟେମ୍ବର ଏ୧ ସହିତ ଏ ୨

Google

ନବମ ଶ୍ରେଣୀରେ ମ୍ୟାଚ ୬ ସେପ୍ଟେମ୍ବର ଏ ୧ ସହିତ ବି ୧

ଦଶମ ମ୍ୟାଚ ୭ ସେପ୍ଟେମ୍ବର ଏ ୨ ସହିତ ବି ୨

ଏକାଦଶ ମ୍ୟାଚ ୮ ସେପ୍ଟେମ୍ବର ଏ ୧ ସହିତ ବି ୨

ଦ୍ଵାଦଶ ମ୍ୟାଚ ୯ ସେପ୍ଟେମ୍ବର ବି ୧ ସହିତ ଏ ୨

ଫାଇନାଲ ମ୍ୟାଚ ୧୧ ସେପ୍ଟେମ୍ବର

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *