ବ୍ୟାଙ୍କ ଛୁଟି: ଆଜିଠାରୁ ତିନି ଦିନ ଯାଏଁ ବ୍ୟାଙ୍କ ରହିବ ବନ୍ଦ, ଏଟିଏମ ଖାଲି ଥିଲେ ଟୋଲ ଫ୍ରି ନମ୍ବରରେ ତୁରନ୍ତ ଜଣାନ୍ତୁ ।

ବ୍ୟାଙ୍କ ଛୁଟି: ଦୁର୍ଗାପୂଜା ଅବସରରେ ଆଜିଠୁ ବ୍ୟାଙ୍କ ତିନିଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ,ଏବେ ମଙ୍ଗଳବାରକୁ ଖୋଲିବ।ଏହି ସମୟରେ ଯଦି ଏଟିଏମରେ କ୍ୟାସ ନ ମିଳିବ ତେବେ ଆପଣ ଏଟିଏମ କେବିନରେ ଲାଗିଥିବା ଟୋଲ ଫ୍ରି ନମ୍ବରରେ ଫୋନ କରିକି ବ୍ୟାଙ୍କକୁ ଏହାର ସୂଚନା ଦେଇପାରିବେ, କାହିଁକିନା ବ୍ୟାଙ୍କ ଛୁଟି ସମୟରେ ବି କମ୍ପୁଟରରେ ଏହାର ମାନିଟରିଙ୍ଗ କରୁଥିବେ।

Google
ଛୁଟିରେ ବି ଏଟିଏମରେ କ୍ୟାସ ରିଫିଲିଙ୍ଗ ରହିବ:-

ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଗ୍ରାହମାନଙ୍କର ସୁବିଧା ପାଇଁ ସବୁ ବ୍ୟାଙ୍କର ଏଟିଏମରେ ପର୍ଯ୍ୟାପ୍ତ କ୍ୟାସ ଭରି ଦିଆଯିବ। ବ୍ୟାଙ୍କ କହିଛନ୍ତି କି ଛୁଟି ସମୟରେ ବି କ୍ୟାସ ସରିବା ପରେ ଏଟିଏମରେ ରିଫିଲିଙ୍ଗ ହେବ,ଯେଉଁଥିରୁ ଲୋକମାନଙ୍କର କ୍ୟାସର ସମସ୍ୟା ରହିବ ନାହିଁ। ଛୁଟିରେ ବ୍ୟାଙ୍କ ଏଟିଏମରେ ଟଙ୍କା ଭରିବାର ଉପାୟ କରି ସାରିଲାଣି। ଏହାପାଇଁ ଆଉଟସୋସିଙ୍ଗ ଏଜେନ୍ସି ଛଡା ବ୍ୟାଙ୍କ କର୍ମଚାରୀ ମାନଙ୍କ ସ୍ପେଶାଲ ଟିମ ପ୍ରସ୍ତୁତ କରିଛି । ଅନଲାଇନ,କାର୍ଡ ଓ ପେମେଂଣ୍ଟ ଗେଟୱେ ସେବା ଚାଲୁ ରହିବ। ବ୍ୟାଙ୍କ ଅଫ ଇଣ୍ଡିଆର ୭୧ ଏଟିଏମ ଓ ୩୮ କ୍ୟାସ ଡ଼ିପୋଜିଟ ମେସିନ ମଧ୍ୟ କ୍ୟାସରେ ଭରି ରହିବ।କହିରଖୁଛୁ କି ମାସର ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହେ।୨୫ ଅକ୍ଟୋବର ରବିବାର ପାଇଁ ବ୍ୟାଙ୍କ ଛୁଟି ରହିବ।ସୋମବାର ବିଜୟାଦଶମୀ ପାଇଁ ବ୍ୟାଙ୍କ ଛୁଟି ରହିବ।

ଏଟିଏମଖାଲି ଥିଲେ ତୁରନ୍ତ ଦେବେ ସୂଚନା:-

ଏସବିଆଇ ଓ ବ୍ୟାଙ୍କଅଫଇଣ୍ଡିଆ ଭଳି ବ୍ୟାଙ୍କର ଏଟିଏମ ଯଦି ଖାଲି ମିଳେ ତ କୌଣସି ଗ୍ରାହକ ଏଟିଏମ କେବିନରେ ଥିବା ଟୋଲ ଫ୍ରି ନମ୍ବରରେ ଫୋନ କରି ବ୍ୟାଙ୍କକୁ ଏହାର ସୂଚନା ଦେବେ। ବ୍ୟାଙ୍କ ଛୁଟି ଥିଲେ ମଧ୍ୟ କମ୍ୟୁଟରରେ ଏହାର ମାନିଟାରିଙ୍ଗ କରିବେ।

Google
ପିଏନବୀ ସାଉଥ ସର୍କଲ ମଣ୍ଡଳ ପ୍ରମୁଖ ଦୀପକ କୁମାର ଶ୍ରୀବସ୍ତାଵ କହିଛନ୍ତି:-

ଟଙ୍କା ପାଇଁ କୌଣସି ବି ଗ୍ରାହକଙ୍କ ପର୍ବ ଖରାପ ନ ଯାଉ,ଏହା ପାଇଁ ବ୍ୟାଙ୍କ ପୁରା ବ୍ୟବସ୍ଥା କରିଛି।ବ୍ୟାଙ୍କର ପ୍ରଧାନ କାର୍ଯ୍ୟାଳୟରୁ ଟଙ୍କା ରିଟେନ୍ସନ ଲିମିଟକୁ ବିଶେଷ ଆଗ୍ରହରେ ବଢାଇଦିଆଯାଇଛି। ଗ୍ରାହକ ପାଖରେ ଡିଜିଟାଲ ବ୍ୟାଙ୍କି ଓ ଇ-ଲମ୍ବିଜ ମଧ୍ୟ ଏକ ବିକଳ୍ପ ଅଟେ। କ୍ୟାସ ନ ସାରିଯାଉ,ଏଥିପାଇଁ ସ୍ପେଶାଲ ଟିମ ମଧ୍ୟ ଛୁଟିରେ ଏଟିଏମରେ କ୍ୟାସ ଭରିବେ। ସବୁ ଏଟିଏମ ଅନବରତ ଚାଲୁରହିବ,ଏହାର ଅନନ୍ୟ ବ୍ୟବସ୍ଥା କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *