ଏବେ ଏଟିଏମରୁ ୫୦୦୦ରୁ ଅଧିକ ଟଙ୍କା ବାହାରକରିବା ଦ୍ୱାରା ଶୁଳ୍କ ଲଗେଇବାକୁ ପ୍ରସ୍ତୁତି,ହେବାକୁ ଯାଉଛି ଗୁରୁତର ପରିବର୍ତ୍ତନ।

ଶୀଘ୍ର ହିଁ ଆସୁଥିବା ଦିନରେ ଏଟିଏମରୁ ୫୦୦୦ ଟଙ୍କା ବାହାରକରିବା ପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡିପାରେ।ଏହି ୫ଟି ଟ୍ରାଙ୍ଗଜେକ୍ସନ ସାମିଲ ହେବନାହିଁ। ଏଥିପାଇଁ ଅଲଗା ଦେୟ ଦେବାକୁ ପଡିପାରେ। ଏହା ସେବେ ଲାଗୁ ହେବ ଯେବେ ଏଟିଏମରୁ ୫୦୦୦ରୁ ଅଧିକ ବାହାର କରିବା।

Google

ଗୋଟିଏ ଥରରେ ୫୦୦୦ ଟଙ୍କାରୁ ଅଧିକ ବାହାର କରିବା ଦ୍ୱାରା ୨୪ଟଙ୍କା ଅଧିକ ଦେବାକୁ ହେବ। ବର୍ତ୍ତମାନର ସମୟରେ ଏଟିଏମରୁ ୫ଥର ମାଗଣା ଟ୍ରାଙ୍ଗଜେକ୍ସନ କରିବାକୁ ମିଳେ। ଯଦି ସେହି ମାସରେ ଆଉ ଟ୍ରାଙ୍ଗଜେକ୍ସନ କରିବାକୁ ପଡେ ତେବେ ଷଷ୍ଠ ଟ୍ରାଙ୍ଗଜେକ୍ସନ ୨୦ଟଙ୍କାର ଦେୟ ଲାଗିବ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଏଟିଏମ ଦେୟର ସମୀକ୍ଷା ପାଇଁ ଗଠିତ କରାଯାଇଥିବା ସମିତିରେ ନିଜର ଏହି ସୁପାରିଶ କରିଛନ୍ତି। ଏହି ଆଧାରରେ ବ୍ୟାଙ୍କ ଆଠ ବର୍ଷ ପରେ ଏଟିଏମ ଦେୟରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶର ଏସଏଲବିସି ସମନ୍ୱୟକ ଏସଡି ମାହୁରକରଙ୍କ ଅନୁସାରେ, ସମିତି ଦଶ ଲକ୍ଷ୍ୟରୁ କମ ଆବାଦୀ ଥିବା ସହରରେ ଏଟିଏମରେ ଲେନ-ଦେନ ବଢାଇବା ପାଇଁ ଜୋର ଦିଆଯାଇଛି।

ଯେଉଁଠି ଅଧିକ ଲୋକ ଛୋଟ ଛୋଟ ମୂଲ୍ୟ ଟଙ୍କା ବାହାର କରନ୍ତି। ଯାହାକୁ ଦେଖି ଛୋଟ ଲେନଦେନ ମାଗଣା କରାଯାଇଛି। ସେହିପରି ଛୋଟ ସହର ରେ ଏକ ମାସରେ ଦ୍ୱିତୀୟ ଏଟିଏମରୁ ୬ ଥର ବାହାର କରିବା ଦ୍ୱାରା ଛାଡ ମିଳିବ କିନ୍ତୁ ଏବେ ଏହା କେଵଳ ୫ ଥର ହିଁ ପଇସା ବାହାର କରାଯାଇ ପାରିବ।

Google

ସେହିପରି ବଡ ମେଟରୋ ସହରରେ ମୁମ୍ବାଇ,ଦିଲ୍ଲୀ ଏବଂ ବାଙ୍ଗାଲୋର ଭଳି ମହାନଗରରେ ଏଟିଏମରୁ ଏକ ମାସରେ ୩ଥର ପଇସା ବାହାର କରିବାର ଆଶ୍ଵସ୍ତି ଦିଆଯାଇଛି। ତିନି ଥରରୁ ଅଧିକ ଏଟିଏମରୁ ପଇସା ବାହାର କରିବାଦ୍ୱାରା କିଛି ଅତିରିକ୍ତ ଦେୟ ଲାଗିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *