
ଏହି ବୋଲର ଏମିତି ବଲ ପକାଉଛନ୍ତି ଯେ ଲୋକଙ୍କୁ ନିଜ ଆଖି ଉପରେ ଭରସା ହେଉନି। ଦେଖନ୍ତୁ ଭାଇରଲ ଭିଡିଓ।
ଏବେ ଆବୁଧାବି ଟି୧୦ ଲିଗ ଖେଳା ଚାଲୁଉଛି। ଏହି ଟୁର୍ଣ୍ଣାମେଣ୍ଟରୁ ଗୋଟେ ପରେ ଗୋଟେ ମନଛୁଆଁ ଭିଡିଓ ସାମ୍ନାକୁ ଆସୁଛି। ଆବୁଧାବି ଦଳର ଖେଲାଳିଙ୍କର ଟି-ସର୍ଟ ବା ଜର୍ସି ଅଧା ପିନ୍ଧିକି ଚୌକା ରୋକିବା ପାଇଁ ଦୌଡୁଥିବା ଭିଡିଓ ଭାଇରାଲ ହୋଇଥିଲା। …
Read More