ରାଜସ୍ଥାନର ଅଟୋବାଲା ପ୍ରେମରେ ଫସିଗଲା ଫ୍ରାନ୍ସ ଯୁବତୀ, ତାପରେ ହେଲା କିଛି ଏମିତି….

କିଛି କାହାଣୀ ଲେଖକ ମାନେ ନିଜର ଭାବନା ଅନୁସାରେ ଲେଖି ଥାଆନ୍ତି ଆଉ କିଛି କାହାଣୀ ଆମ ଭାଗ୍ୟରେ ଆଗରୁ ହିଁ ଲେଖା ଯାଇଥାଏ। ଆଉ କିଛି କାହାଣୀ ସମୟ ଲେଖିଥାଏ। ରାଜସ୍ଥାନର ଯୁବକ ରଞ୍ଜିତ ସିଂ ଙ୍କର କାହାଣୀ ବି ଏପରି ହିଁ ଲେଖା ଯାଇଛି। ସେ ଆଜି ସ୍ୱିଜରଲ୍ୟାଣ୍ଡରେ ରହୁଛନ୍ତି ଆଉ ଏହା ଯାଏ ପହଂଚିବା ପଛରେ ତାଙ୍କ ପ୍ରେମର ହାତ ଅଛି। ତେବେ ଏହା ବାବଦରେ କଣ ରହିଛି କାହାଣୀ ତାହା ଆମେ ଜାଣିବା।

Google

ଛୋଟବେଳୁ ହିଁ ପାଠ ପଢ଼ାରେ ଦୁର୍ବଳ ଥିଲେ: ରଣଜିତ କୁହନ୍ତି କି ସେ ଛୋଟବେଳୁ ହିଁ ପାଠ ପଢ଼ାରେ ଦୁର୍ବଳ ଥିଲେ ଆଉ ତାଙ୍କ ଜନ୍ମ ଏକ ଗରିବ ପରିବାରରେ ହେଲା। ସେ ବହୁତ ପରିଶ୍ରମ କଲେ ଆଉ ତାଙ୍କୁ ଦଶମ ଫେଲ ବୋଲି କହି ଚିଡା ଯାଉଥିଲା। ସେ କୁହନ୍ତି, ” ମୋତେ ଆମ ଘର ଲୋକ ମେଟ୍ରିକ ଫେଲ ବୋଲି କହି ଘରେ ବହୁତ ଯନ୍ତ୍ରଣା ଦେଉଥିଲେ ଆଉ କେହି ବି ମୋ ଭିତରର ପ୍ରତିଭାକୁ ଦେଖିଲେ ନାହିଁ। ମୁଁ ଅଲଗା ହେବାକୁ ଚାହୁଁଥିଲି।”

ଅଟୋ ଚଳେଇବାକୁ ଲାଗିଲେ: ସେ ମାତ୍ର ୧୬ ବର୍ଷ ବୟସରେ ହିଁ ଅଟୋ ଚଳେଇବାକୁ ଲାଗିଲେ ଆଉ ଏହା ଭିତରେ ହିଁ ସେ ନୋଟିସ କଲେ କି ତାଙ୍କ ଆଖ ପାଖରେ ଥିବା ଅଟୋ ଡ୍ରାଇଭର ମାନେ ଟୁରିଷ୍ଟ ମାନଙ୍କୁ ଇଂପ୍ରେସ କରିବା ପାଇଁ ଇଂରାଜୀ, ଫ୍ରେଞ୍ଚ ଆଉ ଅନ୍ୟାନ୍ୟ ଭାଷା କହିବାର ନଜର ଆସୁଥିଲେ।

Google

ଇଂରାଜୀ ଶିଖିବା ଆରମ୍ଭ କଲେ: ସେ କୁହନ୍ତି କି “୨୦୦୮ ମସିହାରେ ଯେତେବେଳେ ଦୁନିଆ ହିଁ ଆଇଟି ସେକ୍ଟରରେ ଦୌଡ଼ିବାରେ ଲାଗିଥିଲା ତ ମୁଁ ବାସ ଇଂରାଜୀ ଶିଖିବାରେ ଲାଗିଥିଲି।” ଏହାପରେ ସେ ଟୁରିଯିମରେ ବ୍ୟବସାୟ କରିବା ଆରମ୍ଭ କଲେ।

ଏହିଠାରେ ଭେଟିଲେ ତାଙ୍କ ପ୍ରେମ ସହ: ଏହିଠାରେ ଜଣେ ଫ୍ରାନ୍ସ ମହିଳା ଭାରତ ବୁଲିବା ପାଇଁ ଆସିଥିଲେ ଆଉ ସେମାନେ ପ୍ରଥମେ ଏକ ପ୍ୟାଲେସରେ ଭେଟିଲେ ଆଉ ସେ ତାଙ୍କ ସାଙ୍ଗ ସହ ଆସିଥିଲେ। ଏହାପରେ ସେ ଫ୍ରାନ୍ସ ଚାଲିଗଲେ ଆଉ ସେମାନେ ସ୍କାଇପ ଦ୍ୱାରା କଥା ହେଉଥିଲେ। ତାଙ୍କୁ ଲାଗିଲା କି ସେମାନେ ପ୍ରେମରେ ପଡିଯାଇଛନ୍ତି।

Google

ବାର ବାର ଭେଟିବାକୁ ପ୍ରୟାସ କଲେ: ସେ କୁହନ୍ତି କି ବାର ବାର ଫ୍ରାନ୍ସ ଯିବାକୁ ପ୍ରୟାସ କଲେ ମାତ୍ର ତାଙ୍କର ଭିଜା ରିଜେକ୍ଟ ହେଇ ଯାଉଥିଲା। ତାହାପରେ ସେ ଅନେକ ଚେଷ୍ଟା ପରେ ତିନି ମାସର ଭିଜା ପାଇଲେ ଆଉ ତାହାପରେ ସେ ଫ୍ରାନ୍ସ ଗଲେ ଆଉ ତାଙ୍କୁ ଦେଖା କଲେ।

୨୦୧୪ରେ ସେ ବିବାହ କଲେ ଆଉ ଗୋଟେ ବର୍ଷ ପରେ ତାଙ୍କର ପିଲା ହେଲା ଏବଂ ସେ ଆଜି ଜେନେଭାରେ ଅଛନ୍ତି ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପିଲା ସହ। ସେ ଗୋଟେ ରେଷ୍ଟୁରାଣ୍ଟରେ କାମ କରିବାର ନଜର ଆସନ୍ତି। ଏହା ପୁରା ଫିଲ୍ମି ପରି ଆପଣଂକୁ ଲାଗୁଥାଇପାରେ। ଏହାକୁ ସେୟାର କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *