“ବଚ ପନକା ପ୍ୟାର” ଗୀତର ଭାଇରାଲ ବଏ ସହଦେବଙ୍କର ସଡକ ଦୃଘଟଣା, ଜାଣନ୍ତୁ ସମ୍ପୂର୍ଣ ଖବର

ଆପଣ ପ୍ରାୟ ଜାଣିଥିବା କିଛି ମାସ ତଳେ ଏକ ଗୀତ ଖୁବ ସୋସିଆଲ ମିଡ଼ିଆ ଖୁବ ଭାଇରାଲ ହୋଇଥିଲା। ସେହି ଗୀତ ଥିଲା “ବଚ ପନକା ପ୍ୟାର” ଓ ଏହାକୁ ଗାଇଥିଲେ ଏକ ଛୋଟ ପିଲା ଯାହାର ନାମ ଠିକା ସହଦେବ ଡିରୋଡୋ। ଏହି ଗୀତ ଭାଇରାଲ ହେବା ପରେ ସହଦେଵ ମଧ୍ୟ ଘରେ ଘରେ ପରିଚିତ ହୋଇଥିଲେ ଓ ତାଙ୍କୁ ଲୋକଙ୍କ ଭଲ ପାଇବା ମିଳିଥିଲା। ସେହି ସହଦେବଙ୍କୁ ନେଇ ଏକ ଦୁଃଖଦ ଖବର ଆସି ପହଁଚିଛି।

ଆପଣଙ୍କୁ କହିରଖିବୁ ଏବେ ଖବର ମିଳିଛିକି ସହଦେବଙ୍କର ସଡକ ଦୃଘଟଣା ହୋଇଛି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ପାଖ ମେଡିକାଲରେ ଭର୍ତି ହୋଇ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।ଆପଣଙ୍କୁ କହିରଖିବୁ ସୂଚନା ଅନୁସାରେ ଆଜି ତାଙ୍କର ନିଜ ଘର ସୁକୁମାଠାରେ ତାଙ୍କର ଏହି ସଡ଼କ ଦୃଘଟଣା ଘଟିଥିଲା। ଏହା ପରେ ଅଧିକ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ସେଠିକାର ପ୍ରାଥମିକ ମେଡିକାଲ ନିଆଯାଇଥିଲା। ପ୍ରାଥମିକ ମେଡ଼ିକାଲରେ ତାଙ୍କ ପାଖୁ ସେଠିକାର ଜିଲ୍ଲାପାଳ ଓ ଏସିପି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବାକୁ ଯାଇଥିଲେ।

Google

ତାଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ଥିବାରୁ ଏହା ପରେ ତାଙ୍କୁ ଜଗଦଲପୁରୁ ମହାରାଣୀ ମେଡିକାଲ କଲେଜରେ ଭର୍ତି କରାଯାଇଛି। ସହଦେବଙ୍କ ବିଷୟରେ କହିରଖିବୁ ତାଙ୍କ ପ୍ରକୃତ ଘର ଛତିଶଗଡ଼ ସୁକୁମା ଅଟେ। ସେ ଯେବେ “ବଚ ପନକା ପ୍ୟାର ” ଗୀତ ଗାଇଥିଲେ ସେ ଜାଣିନଥିଲେ ଏହି ଗୀତ ତାଙ୍କୁ ରାତି ରାତି ଷ୍ଟାର କରିଦେବ ବୋଲି।ସେ ଏଭଳି ଭାଇରାଲ ହୋଇଥିଲେକି ବଲିଉଡ଼ ସିଙ୍ଗର ବାଦସାହା ମଧ୍ୟ ତାଙ୍କୁ ନେଇ ଏକ ଗୀତ କରିଥିଲେ।ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ଭେଟ କରିଥିଲେ। ଏବେ ଏହି ଦୃଘଟଣାରେ ତାଙ୍କ ଶରୀର ଗୁରୁତର ଥିବା କୁହାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.