ବଡ଼ ନିଯୁକ୍ତି: ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଚାକିରୀ ପାଇଁ ସୁଯୋଗ! ଶୀଘ୍ର କରନ୍ତୁ ଆବେଦନ, ଦରମା ମାସକୁ ୧ ଲକ୍ଷ ଉପରେ…

ଏବେ ଏବେ ଆସୁଛି ଏକ ବଡ଼ ଖବର। ବ୍ୟାଙ୍କରେ ଚାକିରୀ କରିବାକୁ ଚାହୁଁଛନ୍ତି କି? ମାସକୁ ୧ ଲକ୍ଷ ଉପରେ ରୋଜଗାର କରିବାକୁ ଚାହୁଁଛନ୍ତି କି, ଯଦି ହଁ ତେବେ ଶେଷ ଯାଏ ପଢନ୍ତୁ। ସବୁ ତଥ୍ୟ ଆପଣ ଜାଣିପାରିବେ। ଆପଣଂକୁ କହିରଖିବୁ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଗ୍ରୁପ A ଏବଂ ଗ୍ରୁପ B ପଦବୀ ନିମନ୍ତେ ସ୍ପେଶାଲିଷ୍ଟ ଭାକାନ୍ସି ଭାବରେ ଅଧିକାରୀ ପଦବୀରେ ନିଯୁକ୍ତି ନିମନ୍ତେ ଅନଲାଇନ ଆବେଦନ ଗ୍ରହଣ କରୁଅଛି ବୋଲି ଜଣା ଯାଇଛି।

Google

ତେବେ ଏଥିରେ ସହମତ ଥିବା ଏବଂ ଇଛୁକ ଥିବା ପାର୍ଥି ମାନେ ଯେଉଁ ପଦବୀରେ ଆବେଦନ କରିବା ପାଇଁ ଇଚ୍ଛା ଜାହିର କରୁଛନ୍ତି ସେହିମାନେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଅଧିକାରୀଙ୍କ ୱେବସାଇଟ (bankofmaharashtra.in) କୁ ଯାଇ ଆବେଦନ କରିବାପାରିବେ। ଏହାର ଶେଷ ତାରିଖ ସେପ୍ଟେମ୍ବର ୧୯ ଅଛି।

ପାର୍ଥିମାନେ ସିଧା ଭାବେ ଏହି ଲିଙ୍କ ( https://ibpsonline.ibps.in/bomrcpomay21/ ) ଜରିଆରେ ଆବେଦନ କରିବାରେ ସମର୍ଥ ହୋଇପାରିବେ। ଏହା ନୋଟିଫିକେସନ ତଳେ ଥିଲା ଲିଙ୍କ ଦ୍ଵାରା ଆପଣ ପାଇପାରିବେ।
https://www.bankofmaharashtra.in/writereaddata/documentlibrary/eb99a900-aca8-4617-963e-2c55b7e950ad.pdf

କହିରଖିବୁ ଏହି ଆବେଦନ ପ୍ରୋସେସରେ ସିକ୍ୟୁରିଟି ଅଫିସର,ଲ ଅଫିସର, ଏଚ ଆର, କୃଷି କ୍ଷେତ୍ର ଅଧିକାରୀ, ପ୍ରଡକ୍ଟ ସପୋର୍ଟ ଇଞ୍ଜିନିୟର ସମେତ ଆଇଟି ସପୋର୍ଟ ଆଡ଼ମିନିଷ୍ଟର ଏବଂ ନେଟୱର୍କ ଆଣ୍ଡ ସିକ୍ୟରେଟ ଆଡ଼ମିନିଷ୍ଟର ପୋଷ୍ଟ ଫାଙ୍କା ଅଛି ବୋଲି ବିଶେଷ ତଥ୍ୟରୁ ଜଣା ଯାଇଛି।

Google

ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ: ୧ ସେପ୍ଟେମ୍ବର ୨୦୨୧ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହାର ଶେଷ ଆବେଦନ ତାରିଖ ୧୯ ସେପ୍ଟେମ୍ବର ୨୦୨୧ ରହିଛି।

ପଦବୀ ବିଷୟରେ ତଥ୍ୟ: ୧୯୦
● ଲ ଅଫିସରରେ ୧୦ଟି ପୋଷ୍ଟ।
●ସିକ୍ୟୁରୀଟି ଅଫିସରରେ ମଧ୍ୟ ୧୦ଟି ପୋଷ୍ଟ।
●କୃଷି କ୍ଷେତ୍ର ଅଧିକାରୀରେ ୧୦୦ ଟି ପୋଷ୍ଟ।
●ଏଚ ଅର ଏବଂ ପରଶନାଲ ଅଫିସରରେ ୧୦ଟି ପୋଷ୍ଟ।
●ଡିବିଏରେ ୩ ଟି ପୋଷ୍ଟ।
●ଆଇଟି ସପୋର୍ଟ ଆଡ଼ମିନିଷ୍ଟରରେ ୩୦ ଟି ପୋଷ୍ଟ।
●ୱିନଡୋଜ ଆଡ଼ମିନିଷ୍ଟରରେ ୧୨ଟି ପୋଷ୍ଟ।
●ପ୍ରୋଡ଼କ୍ଟ ସପୋର୍ଟ ଇଞ୍ଜିନିୟରରେ ୦୩ ଟି ପୋଷ୍ଟ।
●ଇମେଲ ଆଡ଼ମିନିଷ୍ଟରରେ ୦୨ ଟି ପୋଷ୍ଟ।
●ନେଟୱର୍କ ଆଣ୍ଡ ସିକ୍ୟୁରିଟି ଆଡ଼ମିନିଷ୍ଟରରେ ୧୦ଟି ପୋଷ୍ଟ।

ଏହା ସହି ଶିକ୍ଷାଗତ ଯୋଗ୍ୟତା କଥା କହିବା ତ ଭିନ୍ନ ଭିନ୍ନ ପୋଷ୍ଟ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତା ଯୋଗ୍ୟତା ରହିଛି।

ବୟସ ଲିମିଟ: ଆଇଟି ସପୋର୍ଟ ଆଡ଼ମିନିଷ୍ଟେଟର ଏବଂ ଏଏଫଓ ବୟସ ୨୦ ରୁ ଆରମ୍ଭ କରି ୩୦ ଯାଏ ଥିବା ବେଳେ ବଳିଥିବା ଆଉ ସବୁ ପାଇଁ ୨୫ ରୁ ୩୫ ବର୍ଷ ଅଛି।

Google

ଆବେଦନ ଚାର୍ଜ: OBC/EWC/ ଅଣସଂରକ୍ଷିତ ପାର୍ଥିଙ୍କ ନିମନ୍ତେ ୧୦୦୦ ଟଙ୍କା ସହ ୧୮୦ GST ଏବଂ SC/ST ପାର୍ଥି ୧୦୦ ଟଙ୍କା ଓ ୧୮ ଟଙ୍କାର GST ଦେଖିବାକୁ ହେବ।
ପାର୍ଥିଙ୍କ ପ୍ରକ୍ରିୟା ଚୟନ ଅନଲାଇନ ମାଧ୍ୟମରେ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *