ଆଗାମୀ ଦୁଇ ବର୍ଷ ପାଇଁ ଟିମ ଇଣ୍ଡିଆ ଖେଳିବ ନନ ଷ୍ଟପ କ୍ରିକେଟ। ଦେଖନ୍ତୁ BCCI ଜାରି କରିଥିବା ଲିଷ୍ଟ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ୨ବର୍ଷ ପାଇଁ ଭାରତୀୟ କ୍ରିକେଟ ଟିମର ସିଡ୍ୟୁଲ ଜାରି କରିଛି ଆଉ ଏହି ସିଡ୍ୟୁଲ ଦେଖିବା ପରେ ଭାରତୀୟ କ୍ରିକେଟ ଫ୍ୟାନସ ମାନଙ୍କ ଆଖିରେ ଖୁସି ଲାଗିଯିବ। ବିରାଟ କୋହଲି ଏଣ୍ଡ କମ୍ପାନୀଙ୍କୁ ଆଗାମୀ ୧୫ ମାସ ପାଇଁ ନନ ଷ୍ଟପ କ୍ରିକେଟ ଖେଳିବାକୁ ହେବ ଯାହା କି ଅଷ୍ଟ୍ରେଲିଆ ରେ ବିଶ୍ୱକପ ୨୦୨୨ ପର୍ଯ୍ୟନ୍ତ ହେବ। ଏହା ସହିତ ୨୦୨୧ ରୁ ୨୦୨୩ ଯାଏ ତିନିଟି ଅଲଗା ଅଲଗା ଦେଶରେ ତିନି ଅଲଗା ଅଲଗା ବିଶ୍ୱ କପ ହେବାକୁ ଯାଉଛି। କୋରନା ଭାଇରସ ପାଇଁ ବହୁତ କିଛି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେଇ ଯାଇଥିଲା ଆଉ ଟିମ ଇଣ୍ଡିଆର ଏହି ବ୍ୟସ୍ତବହୁଳ ସିରିଜ ଭିତରେ ହେଡ କୋଚ ରବି ଶାସ୍ତ୍ରୀ ଟିମ ଇଣ୍ଡିଆ ଖେଳାଳି ମାନଙ୍କ ନିମନ୍ତେ ବ୍ରେକ ମାଗିଛନ୍ତି।

Google

ରବି ଶାସ୍ତ୍ରୀ କହିଲେ ଭାରତୀୟ ଖେଳାଳି ମାନଙ୍କୁ ଭାରତୀୟ ପ୍ରିମିୟର ଲିଗ ( ଆଇପିଏଲ) ୨୦୨୧ ପରେ ଥକାପଣ ଠାରୁ ବାହାରିବା ପାଇଁ ଦୁଇ ସପ୍ତାହର ବ୍ରେକ ନିଶ୍ଚୟ ମିଳିବା ଦରକାର। ଶାସ୍ତ୍ରୀ କହିଲେ କି ବାୟୋ ବବଲରେ ରହିବା ମାନସିକ ରୂପରେ ଏକ ଥକାପଣ ଅଟେ। ଭାରତୀୟ ଟିମ ସେପ୍ଟେମ୍ବର ମାସ ପରଠୁ ସଂଯୁକ୍ତ ଆରବ ଏମିରେଟସ ଦେଶ ପରଠାରୁ ଆଉ ଜମା ବି ବ୍ରେକ ନେଇନାହିଁ। ଏହାପରେ ଟିମ ଅଷ୍ଟ୍ରେଲିଆ ଦୋହରାରେ ଚାଲିଗଲା ଆଉ ସେଠାରେ ଟିମ ୪ଟି ଟେଷ୍ଟ, ୩ଟିଦିନିକିଆ ଏବଂ ୩ଟି ଟି-୨୦ ଖେଳିଲା।

Google
୨୦୨୧ ରୁ ୨୨ ପାଇଁ ଭାରତୀୟ ଟିମର ସିଡ୍ୟୁଲ:

ଏପ୍ରିଲ ରୁ ମଈ: ଆଇପିଏଲ ୨୦୨୧।
ଜୁନ ରୁ ଜୁଲାଇ:-ବିଶ୍ୱ ଟେଷ୍ଟ ଚାମ୍ପିଅଂଶୀପ
ଭାରତ ବନାମ ଶ୍ରୀଲଙ୍କା(୩ ୱାନ
ଡେ ଆଉ ୫ ଟି ଟ୍ୱେଣ୍ଟି)
ଏସିଆ କପ।

ଜୁଲାଇ : ଭାରତ ବନାମ ଜିମ୍ବାବବ୍ୱେ
ଜୁଲାଇ ରୁ ସେପ୍ଟେମ୍ବର : ଭାରତ ବନାମ ଇଂଲଣ୍ଡ(୫ ଟେଷ୍ଟ)

ଅକ୍ଟୋବର ୨୦୨୧:- ଭାରତ ବନାମ ଦକ୍ଷିଣ ଆଫ୍ରିକା (୩ଦିନିକିଆ,୫ଟି-୨୦)।

ଅକ୍ଟୋବର ରୁ ନଭେମ୍ବର:- ଆଇସିସି ଟି ଟ୍ୱେଣ୍ଟି ବିଶ୍ୱକପ

ନଭେମ୍ବର ରୁ ଡିସେମ୍ବର:- ଭାରତ ବନାମ ନିଉଜିଲାଣ୍ଡ (୨ଟେଷ୍ଟ,୩ଟି-୨୦)।
ଭାରତ ବନାମ ଦକ୍ଷିଣ ଆଫ୍ରିକା( ୩ଟେଷ୍ଟ,୩ ଟି-୨୦)।

ଜାନୁଆରୀ ରୁ ମାର୍ଚ୍ଚ ୨୦୨୨:- ଭାରତ ବନାମ ଓଏଷ୍ଟ ଇଣ୍ଡିଜ(୩ଦିନିକିଆ,୩ଟି-୨୦)
ଭାରତ ବନାମ ଶ୍ରୀଲଙ୍କା(୩ଟେଷ୍ଟ,୩ଟି-୨୦)

ଏପ୍ରିଲ ରୁ ମେ ୨୦୨୨: ଆଇପିଏଲ ୨୦୨୨।

Google

ଜୁନ ୨୦୨୨: କିଛି ସିରିଜ ନାହିଁ।

ଜୁଲାଇ ଠାରୁ ଅଗଷ୍ଟ ୨୦୨୨: ଭାରତ ବନାମ ଇଂଲଣ୍ଡ ଆଉ ଭାରତ ବନାମ ଓଏଷ୍ଟ ଇଣ୍ଡିଜ। (୩ଦିନିକିଆ,୩ଟି-୨୦)

ସେପ୍ଟେମ୍ବର ୨୦୨୨:ଏସିଆ କପ ( ସ୍ଥାନ ନିର୍ଧାରିତ ହେଇନାହିଁ)।

ଅକ୍ଟୋବରରୁ ନଭେମ୍ବର ୨୦୨୨: ଆଇସିସି କ୍ରିକେଟ ଟି ଟ୍ୱେଣ୍ଟି ବିଶ୍ୱକପ।

ନଭେମ୍ବରରୁ ଡିସେମ୍ବର ୨୦୨୨:

ଭାରତ ବନାମ ବାଂଲାଦେଶ ଏବଂ ଭାରତ ବନାମ ଶ୍ରୀଲଙ୍କା
ଜାନୁଆରୀ ୨୦୨୩:- ଭାରତ ବନାମ ନିଉଜିଲାଣ୍ଡ (୩ଦିନିକିଆ,୩ଟି-୨୦)
ଫେବୃଆରୀ ରୁ ମାର୍ଚ୍ଚ ୨୦୨୩:- ଭାରତ ବନାମ ଅଷ୍ଟ୍ରେଲିଆ ( ୪ଟେଷ୍ଟ,୩ଦିନିକିଆ,୩ଟି-୨୦)।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *