ବ୍ୟୁରୋ ରିପୋର୍ଟ :ବିରାଟ କୋହଲି ଭାରତୀୟ ଟେଷ୍ଟ ଟିମରୁ ଶନିବାରକୁ ଇସ୍ତପା ଦେଇଦେଇଛନ୍ତି। ସେ ନିଜ ମ୍ୟାସେଜରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି। ଏହା ପରେ ବିସିସିଆଇ କୋହଲିଙ୍କୁ ଟ୍ୱିଟ କରି ଧନ୍ୟବାଦ ଓ ଶୁଭକାମନା ଜଣାଇଛନ୍ତି। ପୁଣି ବିସିସିଆଇ କୋହଲିଙ୍କୁ ନେଇ ଟ୍ୱିଟ କରିଛି।

ବିସିସିଆଇ ଭିଡ଼ିଓ ଯୋଗେ ଦେଖାଇଲା ଐତିହାସିକ ବିଜୟ:
ଏଥର ବିସିସିଆଇ ଏକ ଭିଡ଼ିଓ ସେୟାର କରିଛି।ଏହା ସହିତ ଭାରତୀୟ ବୋର୍ଡ ପୋଷ୍ଟରେ ଲେଖିଛି,” ଟିମ ଇଣ୍ଡିଆକୁ ସାହାସିକତା ଓ ନଡରି ଗାଇଡ଼ କରିଛନ୍ତି। ଏହା ସହିତ ଟିମକୁ ଅନେକ ଐତିହାସିକ ସିରିଜ ଜିତାଇଛନ୍ତି। ବିସିସିଆଇ ଯେଉଁ ଭିଡ଼ିଓ ସେୟାର କରିଛି ସେଥିରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତର ସୁନ୍ଦର ଟେଷ୍ଟ ବିଜୟ ଦେଖାଯାଇଛି।
ଏହି ଐତିହାସିକ ସିରିଜରେ ୨୦୧୮-୧୮ ଭାରତର ଅଷ୍ଟ୍ରେଲିଆ ଗ୍ରସ୍ତ ଟେଷ୍ଟ ସିରିଜ ମଧ୍ୟ ରହିଛି। ସେବେ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ହରାଇଥିଲା। ଏହା ସହିତ ମଧ୍ୟ ବିସିସିଆଇ ଆଉ ୧୪ ସ୍ପେଶାଲ ବିଜୟ ଦେଖା ଯାଇଛି।
Guided #TeamIndia with courage & fearlessness ?
Led the side to historic wins ?Let's relive some of the finest moments from @imVkohli's tenure as India's Test captain. ? ?
Watch this special feature ? ?https://t.co/eiy9R35O4Q pic.twitter.com/4FMCLstZu3
— BCCI (@BCCI) January 17, 2022
ଭିଡ଼ିଓରେ ଦେଖାଯାଇଛି ଏହି ୧୪ ସିରିଜର ବଡ଼ ବିଜୟ:
ସେପ୍ଟେମ୍ବର ୨୦୧୫ରେ ଶ୍ରୀଲଙ୍କାକୁ ୨-୧ରେ ହରାଇଥିଲା।
ଡିସେମ୍ବର ୨୦୧୫ରେ ଦକ୍ଷିଣ ଆଫ୍ରିକକୁ ୩-୦ରେ ହରାଇଥିଲା।
ଅକ୍ଟୋବର ୨୦୧୬ରେ ନ୍ୟୁଜିଲାଣ୍ଡକୁ ୩-୦ରେ ହରାଇଥିଲା।
ଡିସେମ୍ବର ୨୦୧୬ରେ ଇଂଲଣ୍ଡକୁ ୪-୦ରେ ହରାଇଥିଲା।
ଫେବୁଆରୀ ୨୦୧୭ରେ ବଙ୍ଗଳାଦେଶକୁ ୧-୦ରେ ହରାଇଥିଲା।
ଅଗଷ୍ଟ ୨୦୧୭ରେ ଶ୍ରୀଲଙ୍କାକୁ ୩-୦ରେ ହରାଇଥିଲା।
ଡିସେମ୍ବର ୨୦୧୭ରେ ଶ୍ରୀଲଙ୍କାକୁ ୧-୦ରେ ହରାଇଥିଲା।
ଅକ୍ଟୋବର ୨୦୧୮ରେ ୱେଷ୍ଟଇଣ୍ଡିଜକୁ ୨-୦ରେ ହରାଇଥିଲା।
ଅକ୍ଟୋବର ୨୦୧୯ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ହରାଇଥିଲା।
ନଭେମ୍ବର ୨୦୧୯ରେ ବଙ୍ଗଳାଦେଶକୁ ୨-୦ରେ ହରାଇଥିଲା।
ଜାନୁଆରୀ ୨୦୧୯ରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା।
ଅଗଷ୍ଟ ୨୦୧୯ରେ ୱେଷ୍ଟଇଣ୍ଡିଜକୁ ୨-୦ରେ ହରାଇଥିଲା।
ମାର୍ଚ୍ଚ ୨୦୨୧ରେ ଇଂଲଣ୍ଡକୁ ୩-୧ରେ ହରାଇଥିଲା।
ଡିସେମ୍ବର ୨୦୨୧ରେ ନ୍ୟୁଜିଲାଣ୍ଡକୁ ୧-୦ରେ ହରାଇଥିଲା।

ଧୋନିଙ୍କ ପରେ ହିଁ କୋହଲିଙ୍କୁ ଅଧିନାୟକତ୍ୱ ମିଳିଥିଲା:
ଧୋନି ୩୦ ଡିସେମ୍ବର ୨୦୧୪ରେ ଟେଷ୍ଟରୁ ସନ୍ୟାସ ନେଇଥିଲେ ଓ ଏହା ପରେ କୋହଲିଙ୍କୁ ଟେଷ୍ଟର ଅଧିନାୟକ କରାଯାଇଥିଲା। ଏହା ପରେ କୋହଲି ଟେଷ୍ଟର ସବୁଠୁ ସଫଳ ଅଧିନାୟକ ହୋଇଥିଲେ।ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ଟେଷ୍ଟରେ ୬୮ ରୁ ସବୁଠୁ ଅଧିକ୪୦ ମ୍ୟାଚ ଜିତିଥିଲା। ତାଙ୍କ ପରେ ଧୋନିଙ୍କ ନାମ ଅଟେ ଯାହାଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟରେ ୬୦ ରୁ୨୭ ମ୍ୟାଚ ଜିତିଥିଲା। ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜରେ ଭାରତକୁ କୋହଲିଙ୍କ ଅଧିନାୟକତ୍ୱରେ ୨-୧ରେ ପରାଜୟର ସାମ୍ନା କରିବାକୁ ପଡିଲା। ସେ ସିରିଜର ଦ୍ୱିତୀୟ ଟେଷ୍ଟ ଆଘାତ କାରଣରୁ ଖେଳିନଥିଲେ।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।