ବିସିସିଆଇ ଏଜିଏମରେ ହୋଇଛି ୫ଟି ବଡ଼ ଫଇସଲା, ଖେଳାଳି ଏବଂ ତାଙ୍କ ଦରମାକୁ ନେଇ ଆସିଲା ଅପଡେଟ।

ଭାରତୀୟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ଆଜି ଅହମ୍ମଦାବାଦରେ ହୋଇଥିବା ବାଲି ୮୯ତମ ବାର୍ଷିକ ବୈଠକରେ କରୋନା ଭାଇରସରେ ପ୍ରଭାବିତ ଦରମା ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ଆଇପିଏଲରେ ଦୁଇଟି ନୂଆ ଟିମ ଯୋଡିବା ନେଇ ମଧ୍ୟ ଫଇସଲା ହୋଇଛି।

Google

ଭାରତୀୟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ଆଜି ଅହମ୍ମଦାବାଦରେ ହୋଇଥିବା ବାଲି ୮୯ତମ ବାର୍ଷିକ ବୈଠକରେ ଅନେକ ମହତ୍ୱପୂର୍ଣ୍ଣ ଫଇସଲା କରିଛନ୍ତି।ବିସିସିଆଇ ଏଜିଏମରେ ବୋର୍ଡ ଆଇପିଏଲ ୨୦୨୨ରେ ଦୁଇଟି ନୂଆ ଟିମ ଯୋଡିବାକୁ ଘୋଷଣା କରିଛନ୍ତି। ଏହା ପାଇଁ କରୋନା ମହାମାରି କାରଣରୁ ଫାଷ୍ଟକ୍ଳାସ କ୍ରିକେଟରଙ୍କୁ ହୋଇଥିବା କ୍ଷତି ବୋର୍ଡ ଭରଣ କରିବ। ଜାଣନ୍ତୁ ବିସିସିଆଇ ଏଜିଏମରେ ହୋଇଥିବା ୫ଟି ବଡ଼ ଫଇସଲା ବିଷୟରେ।

ଆଇପିଏଲରେ ସାମିଲ ହେବେ ଦୁଇଟି ନୂଆ ଟିମ:

ବିସିସିଆଇ ଇଣ୍ଡିଆନ ପ୍ରିମୀୟର ଲିଗ ଆଇପିଏଲରେ ଦୁଇଟି ନୂଆ ଟିମ ସାମିଲ ନେଇ ସ୍ୱୀକୃତି ଦେଇଦେଇଛନ୍ତି। ବର୍ଷ ୨୦୨୨ରେ ୧୦ ଟି ଟିମ ସହ ଆଇପିଏଲ ହେବ। ବର୍ଷ ୨୦୨୨ରେ ଆଇପିଏଲରେ ୯୪ ମ୍ୟାଚ ହେବ। ବିସିସିଆଇରୁ ଅର୍ଡର ମିଲିଯିବା ପରେ ଆଇପିଏଲ ଗଭରନିଙ୍ଗ କାଉଂନ୍ସିଲ ଜଲ୍ଦି ହିଁ ନିଲାମୀର ଫଇସଲା ଆରମ୍ଭ କରିପାରେ। ସୂତ୍ର ଅନୁସାରେ ଅହମ୍ମଦାବାଦ ନୂଆ ଟିମ ହୋଇପାରେ।

Google
କରୋନା ଭାଇରସ କାରଣରୁ ଖେଳିପାରିନଥିବା ଖେଳାଳୀଙ୍କୁ ମିଳିବ ପଇସା:

ବିସିସିଆଇ ଏଜିଏମରେ ଏହା ମଧ୍ୟ ଫଇସଲା କରାଯାଇଛିକି ସବୁ ପୁରୁଷ ଓ ମହିଳା ପ୍ରଥମ ଶ୍ରେଣୀ ଖେଳାଳୀ ମାନଙ୍କୁ କୋଭିଡ଼-୧୯ କାରଣରୁ ଅବସ୍ଥା ଦେଖି ପଇସା ଦିଆଯିବ।ବିସିସିଆଇ ଅନେକ ମାସ ପାରେ ଜାନୁଆରୀରେ ସୈହଦ ମୁସ୍ତାକ ଅଲ୍ଲୀ ଟି-୨୦ ଚମ୍ପିୟାନସିପ ସହିତ ଘରୋଇ ମ୍ୟାଚ ଆରମ୍ଭ କରିବା ନେଇ ପ୍ଲାନ କରୁଛି। ଭାରତର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ୧୦ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଅଛି।

ଅଲମ୍ପିକରେ କ୍ରିକେଟ ଯୋଡିବା କଥାକୁ ସମର୍ଥନ କରିବ ବିସିସିଆଇ:

ଏକ ଅନ୍ୟ ବଡ଼ ଫଇସଲାରେ ବିସିସିଆଇ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ସହିତ କିଛି ସ୍ପଷ୍ଟୀକରଣ ପରେ ୨୦୨୮ରେ ଲୋସ ଏଞ୍ଜିଲିସ ଅଲମ୍ପିକରେ କ୍ରିକେଟ ସାମିଲ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦର ଇଛାକୁ ସମର୍ଥନ କରିବାକୁ ରାଜି ହୋଇଯାଇଛି , ଅଲମ୍ପିକରେ କ୍ରିକେଟର ଟି-୨୦ ଫର୍ମାଟକୁ ସାମିଲ କରାଯିବ।

Google
ରାଜୀବ ଶୁକ୍ଳା ହେଲେ ବିସିସିଆଇର ଉପାଦକ୍ଷ:

ଅନ୍ୟ ଫଇସଲାରେ କଂଗ୍ରେସ ଅନୁଗାମୀ ନେତା ରାଜୀବ ଶୁକ୍ଳାଙ୍କୁ ଉତ୍ତରାଖଣ୍ଡର ମୋହିମ ବର୍ମାଙ୍କ ଜାଗାରେ ଉପଚାରିତ ରୂପରେ ବୋର୍ଡର ଉପାଦକ୍ଷ କରାଗଲା। ରାଜୀବ ଶୁକ୍ଳା ପୂର୍ବରୁ ମଧ୍ୟ ବିସିସିଆଇରେ ରହିସାରିଛନ୍ତି। ରାଜୀବ ଶୁକ୍ଳା ଆଇପିଏଲର ଗଭରନିଙ୍ଗ କାଉନ୍ସିଲର ଚେୟାରମ୍ୟାନ ମଧ୍ୟ ଥିଲେ। ବର୍ତ୍ତମାନ ଆଇପିଏଲର ଗଭରନିଙ୍ଗ କାଉନ୍ସିଲର ଚେୟାରମ୍ୟାନ କର୍ଣ୍ଣାଟକ କ୍ରିକେଟ ଏସୋସିଏସନର ଅଧକ୍ଷ ବୃଯେସ ପଟେଲ ଅଛନ୍ତି।

ଆଇସିସି ବୋର୍ଡର ନିର୍ଦେଶକ ରହିବ ଗାଙ୍ଗୁଲି:

ଏହା ବି ଜଣାପଡିଲା କି ବିସିସିଆଇ ବୈଠକରେ ଆଇସିସି ବୋର୍ଡରେ ସୌରଭ ଗାଙ୍ଗୁଲି ସେହିପରି ନିର୍ଦେଶକ ରହିବେ।ସେହିପରି ବିସିସିଆଇ ସଚିବ ଜୟ ସାହା ବୈକଳ୍ପିପ ନିର୍ଦେଶକ ଓ ବିଶ୍ୱ ସଂସ୍ଥାର ମୁଖ୍ୟ କାଯ୍ୟକର୍ତା ସମିତିରେ ଭାରତର ପ୍ରତିନିଧି ଗ୍ରହଣ କରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *