ବିସିସିଆଇ ଓ ହର୍ଷଲ ଗିବସ ମଧ୍ୟରେ ମତାନ୍ତର! ଆତଙ୍କ ଫଣ୍ଡିଙ୍ଗ ଲିଗରେ ଭାଗ ନେଲେ BCCI କରିବ ବ୍ୟାନ, ଦେଖନ୍ତୁ ଲୋକଙ୍କ ମତ

କେବେ ମ୍ୟାଚ ଫିକ୍ସିଙ୍ଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକାର ପୂର୍ଵତନ ଖେଳାଳି ଏବେ ବିସିସିଆଇ କାରଣରୁ ନିରାଶ ଅଛନ୍ତି । କାରଣ ଅଟେ ପାକିସ୍ତାନ ଭିତରେ ଥିବା କାଶ୍ମୀରରେ ହେଉଥିବା କେପିଏଲ ଟୁର୍ଣ୍ଣାମେଣ୍ଟକୁ ନେଇ ବିସିସିଆଇ ଦେଇଥିବା ବୟାନ। ଗିବସ ଅଭିଯୋଗ କରିଛନ୍ତିକି ବିସିସିଆଇ ନିଜ ପଇସା ବେଳରେ ଦୁନିଆର ସବୁ କ୍ରିକେଟରଙ୍କୁ ଏହି ଲିଗ ଖେଳିବାରୁ ଅଟକାଉଛି। ଏବେ ଗିବସଙ୍କୁ କିଏବା ବୁଝେଇବକି ଯେଉଁ ପିଓକେ ବିଷୟରେ ସେ କହୁଛନ୍ତି ସେ ଜାଣି ନାହାନ୍ତି ସେହି ପିଓକେ ଆତଙ୍କବାଦୀଙ୍କୁ ଟ୍ରେନିଙ୍ଗ ସେଣ୍ଟରଅଟେ।

Google

ସେଠାରେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଟ୍ରେନିଙ୍ଗ ଦେଇଥାଏ ଯାହା ଦ୍ୱାରା ଯେପରି ସେମାନେ ଭାରତରେ ଆକ୍ରମଣ କରିପାରିବେ। କ୍ରିକେଟରେ ଯେବେବି ଦ୍ଵନ୍ଦରେ ଥିବା କ୍ରିକେଟରଙ୍କ ନାମ ଆସିଥାଏ ସେବେ ହର୍ଷଲ ଗିବସ ନାମ ପ୍ରଥମ ତିନିନମ୍ବରରେ ନିଶ୍ଚିତ ଥିବ। ଏବେ ଏହି ଦ୍ଵନ୍ଦରେ ରହିଆସୁଥିବା କ୍ରିକେଟର ଆନ୍ତଙ୍କଗଡ଼ କୁହାଯାଉଥିବା ପିଓକେରେ ହେବାକୁ ଥିବା କ୍ରିକେଟ ଲିଗକୁ ନେଇ ସେଠାକର ସପୋର୍ଟରେ କଥା କହୁଛନ୍ତି। ଗିବସ ଟ୍ୱିଟ କରି ବିସିସିଆଇ ଉପରେ ଅଭିଯୋଗ କରିଛନ୍ତିକି ଭାରତ ସରକାରଙ୍କ ସହ ପାକିସ୍ତାନ ସରକାରଙ୍କ ଖରାପ ସମ୍ପର୍କ କାରଣରୁ ସେ କ୍ରିକେଟର ମାନଙ୍କୁ ସେହି ଲିଗରୁ ବାହାର କରିବାକୁ ଚାହୁଁଛି।

ଗିବସ ଅଭିଯୋଗ କରିଛନ୍ତିକି ବିସିସିଆଇ ନିୟମ କରିଛିକି ଯଦି ସେମାନେ ସେହି ଲିଗରେ ଖେଳିବେ ତେବେ ତାଙ୍କୁ ଭାରତ ମଧ୍ୟରେ ହେଉଥିବା କୌଣସି କ୍ରିକେଟ ଲିଗରେ ଖେଳାଯିବନାହିଁ। ଆପଣଙ୍କୁ କହିରଖିବୁ ପାକିସ୍ତାନର କେପିଏଲ ଲିଗରେ ହର୍ଷଲ ଗିଲ ଓଭରସିସି ୱାରିଅର ଟିମର ଅଂଶ ଅଟନ୍ତି। କାଶ୍ମୀର ପ୍ରିମୀୟର ଲିଗର ଆରମ୍ଭ ୬ ଅଗଷ୍ଟକୁ ହେବ ଓ ଏହାର ଫାଇନାଲ ୧୭ ଅଗଷ୍ଟକୁ ଖେଳାଯିବ। ଏହି ଲିଗରେ ମୋଟ ୬ ଟିମ ଅଂଶଗ୍ରହଣ କରିବ। ଗିଲଙ୍କ ଛଡା ଏହି ଲିଗରେ ପୂର୍ଵତନ ଶ୍ରୀଲଙ୍କା ଖେଳାଳି ଦିଲସାନ, ଇଂଲଣ୍ଡର ମଣ୍ଟି ପନିସର, ଓ ଅନ୍ୟ କିଛି ଖେଳାଳିଙ୍କ ଚୟନ ମଧ୍ୟ ଏହି ଲିଗ ପାଇଁ ହୋଇଛି। ସାରା ଦେଶ ଏବେ ବିସିସିଆଇର ଏହି ବୟାନରେ ବିସିସିଆଇର ପ୍ରଶଂସା କରୁଛନ୍ତି।

ଏବେ ପ୍ରଶ୍ନ ଉଠୁଛି କଣ ପାଇଁ ବିସିସିଆଇ ବିଦେଶୀ ଖେଳାଳିଙ୍କୁ ଏହି ଲିଗରେ ନଖେଳିବା ପାଇଁ କହୁଛି? ବିସିସିଆଇର ସିଧା ଉତ୍ତରକି ସମସ୍ତେ ଜାଣନ୍ତି କି ପିଓକେ ଆତଙ୍କବାଦୀଙ୍କ ଟ୍ରେନିଙ୍ଗ କ୍ୟାମ୍ପ ଅଟେ ଓ ଏହା ମଧ୍ୟ ଶୁଣିବାକୁ ମିଳିଛିକି କେପିଏଲରୁ ହେଉଥିବା ଲାଭର କିଛି ଭାଗ ଆତଙ୍କବାଦୀଙ୍କ ଫଣ୍ଡକୁ ଯିବ ତେଣୁ ବିସିସିଆଇ ଏହାକୁ ଅସମର୍ଥନ କରି ସେଥିରେ ଭାଗ ନେଇଥିବା ଖେଳାଳିଙ୍କୁ ଭାରତୀୟ କୌଣସି ଜିନିଷରେ ସାମିଲ କରିବନାହିଁ। ଗିବସ ନିଜ ସୁନ୍ଦର ଖେଳ ଦ୍ଵାରା ନାମ କମାଇ ଥିଲେ ମଧ୍ୟ ତାଙ୍କ ଖରାପ ଅଭ୍ୟାସ ପାଇଁ ଲୋକ ତାଙ୍କୁ ଆଜିବି ଘୃଣା କରନ୍ତି। ଶୁଣାଯାଉଥିଲାକି ଆଗାମୀ ବର୍ଷ ୨୦୨୨ରେ ଗିବସ କୌଣସି ଆଇପିଏଲ ଟିମର କୋଚ ବା ସମର୍ଥକ ହୋଇପାରନ୍ତି ଓ ଏହା ଛଡା ତାଙ୍କ ପାଖରେ କମେଣ୍ଟେଟର ହେବାର ମୌକା ଥିଲା କିନ୍ତୁ ଏବେ ଏପରି କହି ସେ ସବୁକିଛି ହରାଇଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *