୨୮ ବର୍ଷ ଆଗରୁ ଭାରତର ଏହି ୩ ବୋଲର ଇଂଲଣ୍ଡ ବ୍ୟାଟ୍ସମାନଙ୍କୁ କରିଦେଇଥିଲେ ଧ୍ବଂସ । ଆଉ ଏବେ….

ଆଜିଠୁ ଠିକ ୨୮ ବର୍ଷ ପୁର୍ବେ ଯେବେ ଇଂଲଣ୍ଡ ଟିମ ଭାରତକୁ ଟେଷ୍ଟ ସିରିଜ ଖେଳିବାକୁ ଆସିଥିଲା ତ ଭାରତୀୟ ଟିମ ନିଜର ତିନି ଜଣ ସ୍ପିନର ଆଉ ଦୁଇଟି ମଧ୍ୟମ ଗତି ବୋଲର ମାନଙ୍କ ସହ ସିରିଜ ଖେଳିବାକୁ ବାହାରି ଥିଲା। ଏହି ସିରିଜରେ ଇଂଲଣ୍ଡର ଅବସ୍ଥା ବହୁତ ଖରାପ ହେଇ ଯାଇଥିଲା। ଆମ ତିନି ଜଣ ସ୍ପିନର ମାନଙ୍କର ଜାଲରେ ଫସି ଯାଇଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନେ। ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୩-୦ ରେ ଜିତି ଯାଇଥିଲା ଆଉ ଏହି ଜୀତ ତାଙ୍କୁ ସେତେବେଳେ ମିଳିଲା ଯେତେବେଳେ ଭାରତ ୟା ପୂର୍ବର ଦୁଇଟି ସିରିଜ ଲଗାତାର ହାରିଥିଲା ଆଉ ଜିମ୍ବାୱେ ଭଳି ଟିମ ଠାରୁ ତାଙ୍କୁ ଡ୍ର କରିବାକୁ ପଡିଥିଲା। ଆଉ ୨୮ବର୍ଷ ପୂର୍ବରୁ ଇଂଲଣ୍ଡ ପୁଣି ଥରେ ଭାରତ ସିରିଜ ଖେଳିବାକୁ ଆସିଛି ମାତ୍ର ପ୍ରଥମ ଦିନର ଖେଳ ଦେଖିବା ପରେ ଏହା ଲାଗୁଛି କି ପରିସ୍ଥିତିର ରୂପ ରେଖ ଚେଞ୍ଜ ହୋଇଯାଇଛି।

Google

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାନେ ଭାରତୀୟ ବୋଲର ମାନଙ୍କର ସଠିକ ଉତ୍ତର ଦେଲେ। ଅଷ୍ଟ୍ରେଲିଆରେ ଭାରତର ବୋଲିଂକୁ ନଜର ରଖିକି ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନଙ୍କର ପ୍ରଶଂସା କରିବାକୁ ହେବ। ଏହି ମ୍ୟାଚରେ ଭାରତ ଦୁଇଟି ଫାଷ୍ଟ ବୋଲର ଆଉ ତିନିଟି ସ୍ପିନର ମାନଙ୍କ ସହ ବାହାରିଛି। ମାତ୍ର ସେତେବେଳର ପରିସ୍ଥିତି ଆଉ ଏଥରର ସିରିଜକୁ ତୁଳନା କରିବା ବହୁତ ଜଲଦି ହେଇଯିବ। ଏପରି ବି କୁହାଯାଏ କି ସେହି ମ୍ୟାଚ ପରଠାରୁ ହି ଭାରତୀୟ ପିଚ ମାନଙ୍କରେ ସ୍ପିନର ମାନଙ୍କର ଚାପ ରହିଲା। ସେହି ସିରିଜରେ ଅନୀଲ କୁମ୍ବଲେ, ଭେଙ୍କଟପତି ରାଜୁ ଆଉ ରାଜେଶ ଚୌହାନ ମିସିକି ପିଚରେ ଆତଙ୍କ ଖେଳେଇ ଦେଇଥିଲେ।

ପ୍ରଥମ ଟେଷ୍ଟରେ ୨୦ରୁ ୧୭ଟି ୱିକେଟ ସ୍ପିନର ମାନେ ଅକ୍ତିଆର କରିଥିଲେ:

୧୯୯୩ର ସେହି ସିରିଜରେ ଏପରି ଚାପ ଥିଲା କି ଭାରତର ପ୍ରଥମ ୨୦ ୱିକେଟରୁ ପ୍ରାୟ ୧୭ଟି ୱିକେଟ ସ୍ପିନର ମାନେ ନେଲେ। ମଧ୍ୟମ ଗତି ବୋଲର ମାନେ ମାତ୍ର ୩ଟି ୱିକେଟ ପାଇଲେ। ଏହି ସିରିଜରେ ଦେଖିବାକୁ ହେବ କି ସ୍ପିନର ମାନେ କି କମାଲ କରୁଛନ୍ତି।

ଯଦି ଦ୍ରୁତ ବୋଲର ସଫଳ ତାହେଲେ ସପିଂ ଉପରେ ଚାପ କାହିଁକି:

ଆପଣଙ୍କ ମନରେ ଏହା ପ୍ରଶ୍ନ ଉଠୁଥିବ କି ଏବେ ଯେତେବେଳେ ଭାରତର ନୂତନ ଦ୍ରୁତ ବୋଲିଂ ଅଟାକ ଅଷ୍ଟ୍ରେଲିଆରେ ଏତେ ସଫଳ ହେଲା ତାହେଲେ ଭାରତ ଆସି ସ୍ପିନର ମାନଙ୍କ ଉପରେ ଚାପ କାହିଁକି। ଏହା ହୁଏତ ଟିମ ମ୍ୟାନେଜମେଣ୍ଟ ଭାବିଥିବେ କି ଚେନ୍ନାଇର ପିଚରେ ସ୍ପିନର ମାନଙ୍କ ପାଇଁ ବେସି ସାହାଯ୍ୟ ଅଛି ଆଉ ଫାଷ୍ଟ ବୋଲର ମାନଙ୍କ ପାଇଁ ବେସି ସାହାଯ୍ୟ ନାହିଁ। ସେଥିପାଇଁ ହୁଏତ ଇଂଲଣ୍ଡର ଦୁର୍ବଳ ସ୍ପିନ ଆଟାକ ଦେଖି ଭାରତର ମ୍ୟାନେଜମେଣ୍ଟ ଏହା ଫଇସଲା କରିଛି।

Google

ମାତ୍ର ଟିମ ମ୍ୟାନେଜମେଣ୍ଟ ଏହା ଭାବୁଥିବ କି ରିଷ୍ଟ ସ୍ପିନର କୂଳଦୀପ ୟାଦବଙ୍କୁ ସୁଯୋଗ ମିଳି ପାରିଥାନ୍ତା ମାତ୍ର ତାହା ଏଯାଏ ସ୍ପଷ୍ଟ ହେଇପାରିନାହିଁ।

ସେତେବେଳେ ତିନିଟି ଅଲଗା ଅଲଗା ସ୍ପିନର ସହ ବାହାରିଥିଲା ଭାରତ ଆଉ ଏବେ ଦୁଇ:

ସେତେବେଳେ ଭାରତ ସହ ତିନିଟି ଅଲଗା ଅଲଗା ସ୍ପିନର ଖେଳୁଥିଲେ। ମାତ୍ର ଏବେ ଭାରତରେ ଦୁଇଟି ଅଫ ସ୍ପିନର ଆଉ ଜଣେ ବାମହାତୀ ସ୍ପିନରଙ୍କ ସହ ବାହାରିଛି। ସେତେବେଳେ ଭାରତରେ ଅନୀଲ କୁମ୍ବଲେ ଲେଗ ସ୍ପିନର ଥିଲେ, ଭେଙ୍କଟପତି ରାଜୁ ଲେଫ୍ଟ ଆର୍ମ ସ୍ପିନର ଆଉ ରାଜେସ ଚୌହାନ ଅଫ ସ୍ପିନର ଥିଲେ।

Google
ସେତେବେଳେ ରାଜେଶ ଚୌହାନ ଡେବ୍ୟୁ କରିଥିଲେ ଆଉ ଏବେ ଶହବାଜ ନଦୀମ:

ଆହୁରି ଏକ ସମାନତା ଅଛି କି ସେହି ସିରିଜରେ ରାଜେଶ ଚୌହାନ ଡେବ୍ୟୁ କରିବାର ନଜର ଆସିଥିଲେ ଆଉ ଏବେ ବାମହାତୀ ସ୍ପିନର ଶହବାଜ ନଦୀମ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *