ଅନୁଷ୍କାଙ୍କ ପୂର୍ବରୁ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ବିରାଟ କୋହଲି, ଏହି କାରଣ ପାଇଁ ହୋଇଥିଲା ବ୍ରେକଅପ ।

Before Anushka Virat was in love with this actress, Nitidina, Virat Kohali

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏପରି ଜଣେ ଖେଳାଳି ଯାହାଙ୍କୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ସେ ଜଣେ ଅନ୍ତରଷ୍ଟ୍ରୀୟ କ୍ରିକେଟର ଅଟନ୍ତି । ସେ ଡାହାଣ ହାତରେ କ୍ରିକେଟ ଖେଳୁଥିବା ସବୁଠୁ ଭଲ କ୍ରିକେଟର ମାନଙ୍କ ଭିତରେ ଜଣାଶୁଣା । ବିରାଟ କୋହଲିଙ୍କ ଜନ୍ମ ୫ ନେଭେମ୍ବର ୧୯୮୮ କୁ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ତାଙ୍କ ବାପା ପ୍ରେମ କୋହଲି ଜଣେ ଓକିଲ ଓ ମାତା ସରୋଜା କୋହଲି ଗୃହିଣୀ ଅଟନ୍ତି । ତାଙ୍କର ଜଣେ ବଡ ଭାଇ ଅଛନ୍ତି ଯାହାଙ୍କ ନାମ ବିକାଶ ଓ ବଡ଼ ଭଉଣୀଙ୍କ ନାମ ଭାବନା ଅଟେ । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଯେବେ କୋହଲି ୩ ବର୍ଷର ଥିଲେ ସେ ହାତରେ ବ୍ୟାଟ ଧରିବା ଆରମ୍ଭ କରିଥିଲେ ଓ ତାଙ୍କ ବାପାଙ୍କୁ ବୋଲିଂ କରିବାକୁ କହୁଥିଲେ । ବିରାଟ ଉତ୍ତମ ନଗରରେ ବଡ଼ ହେଲେ ଓ ଭିଶାଲ ଭାରତୀ ପବ୍ଲିକ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ।

Virat Kohli announces wife Anushka Sharma's pregnancy with adorable  post--See inside | Cricket News | Zee News
Google
କୋହଲି ଥିଲେ ଏହି ଅଭିନେତ୍ରୀଙ୍କ ଦିୱାନା ଅନୁଷ୍କା ଶର୍ମାଙ୍କ ପୂର୍ବରୁ:

ଏପରି ମାନାଯାଇଛି କି ଫିଲ୍ମ ଦୁନିଆ ଓ ଖେଳ ଦୁନିଆ ସହ ଲୋକ ଯୋଡି ହୋଇଥାନ୍ତି । ତାଙ୍କୁ କୌଣସି ପ୍ରକାର କଷ୍ଟ ଉଠାଇବାକୁ ପଡିନଥାଏ ଏହା ଭଲ ଅଟେ । ସମସ୍ତଙ୍କ ଜୀବନରେ କୌଣସି ନା କୌଣସି ଅସୁବିଧା ଆସିଥାଏ । ଏପରି ବହୁତ କମ ଲୋକ ଅଛନ୍ତି ଯିଏକି ବିରାଟଙ୍କ ପ୍ରେମ ଦୁନିଆ ବିଷୟରେ ଜାଣିଛନ୍ତି ।

ଆପଣଙ୍କୁ କହିରଖିବୁ କି ଅନୁଷ୍କା ଶର୍ମାଙ୍କ ପୂର୍ବରୁ ତାଙ୍କ ଜୀବନରେ ଅନ୍ୟ ଜଣେ ଅଭିନେତ୍ରୀ ଥିଲେ । ଯାହାଙ୍କୁ ବିରାଟ କୋହଲି ବହୁତ ଭଲ ପାଉଥିଲେ ଓ ପ୍ରେମ ବିଫଳ ହେବାପରେ ବିରାଟ କ୍ରିକେଟ ଦୁନିଆରେ ଅଧିକ ଚେଷ୍ଟା କଲେ, ଅଧିକ ପରିଶ୍ରମ କଲେ ଓ ଆଜି ସଫଳତା ମଧ୍ୟ ପାଇଛନ୍ତି । ନିଜ ଜୀବନରେ ଘଟିଥିବା ଘଟଣାକୁ ବିରାଟ ତାଙ୍କ କ୍ରିକେଟ କ୍ୟାରିୟର ଉପରେ ପଡ଼ିବାକୁ ଦେଇନାହାନ୍ତି ।

Before Anushka, Virat was in love with this actress
Google
କେଉଁ କାରଣ ପାଇଁ ପ୍ରେମ ପାଇଁ ମନାକରିଥିଲେ ଯଦି ଦୁହେଁ ଏତେ ପାଖାପାଖି ଥିଲେ:

ଯେପରି ଆପଣ ଜାଣିଛନ୍ତି ବିରାଟ କୋହଲି ଏବେ ଜଣେ ମହାନ ବ୍ୟାଟ୍ସମ୍ୟାନ ହୋଇ ବାହାରିଛନ୍ତି । ଏହି କଥା ସେବେର ଯେବେ ସେ ମିସ ଇଣ୍ଡିଆ ସାରା ଜେନ ଡାୟସଙ୍କ ସହ ରିଲେସନରେ ଥିଲେ । ବିରାଟ ଓ ସାରାଙ୍କ ଦେଖା ଏକ ପାର୍ଟିରେ ହୋଇଥିଲା । ଏହା ପରେ ଦୁହେଁ ବହୁତ ପାଖାପାଖି ହୋଇଥିଲେ, ଯେବେ ଏହି କଥା ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା ଦୁହେଁ ଏହି ରିଲେସନଙ୍କୁ ମନାକରିଥିଲେ ।

Before Anushka, Virat was in love with this actress
Google

ସୂତ୍ର ଅନୁସାରେ କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ଝଗଡା ହେବ ଦ୍ଵାରା ଦୁହେଁ ଅଲଗା ହୋଇଯାଇଥିଲେ । ଏହା ପରେ ସାରା ବିରାଟଙ୍କୁ ଛାଡି ଦେଇଥିଲେ ଯାହାର ପ୍ରଭାବ ବିରାଟଙ୍କ କ୍ୟାରିୟର ଉପରେ ପଡିନଥିଲା ବରଂ ସେ ଆହୁରି ଅଧିକ ସଫଳତା ପ୍ରାପ୍ତ କରୁଛନ୍ତି । ଏହା ପରେ ବିରାଟଙ୍କ ଜୀବନରେ ଅନୁଷ୍କା ଶର୍ମା ଆସିଲେ ଯାହାଙ୍କ ପରେ ସେ ତାଙ୍କୁ ବିବାହ ମଧ୍ୟ କରିଛନ୍ତି ଓ ଏବେ ଶୁଣିବାକୁ ମିଳୁଛି ଦୁହେଁ ଏବେ ବାପା, ମା ହେବାକୁ ଯାଉଛନ୍ତି । ନିଜ ଇଂସ୍ଟଗ୍ରାମରେ ଏକ ପୋଷ୍ଟରେ ବିରାଟ ଜଣାଇଥିଲେ କି ଅନୁଷ୍କା ପ୍ରେଗନେଟ ଅଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *