କରୋନା ନେଲା ଆଉ ଏକ ଡାକ୍ତରଙ୍କ ଜୀବନ। ଶେଷ ନିଶ୍ଵାସ ପୂର୍ବରୁ ଗର୍ଭବତୀ ମହିଳା କହିଲେ ଏହି କଥା। ଦେଖନ୍ତୁ ଭିଡିଓ।

ଜଣେ ଡକ୍ଟର ଗର୍ଭବତୀ ଥିବା ଅବସ୍ଥାରେ ବି କୋଭିଡ ରୋଗୀ ମାନଙ୍କର ସେବା କରୁଥିଲେ ଆଉ ତା ପରେ ସେ କୋଭିଡ ଦ୍ୱାରା ନିଜେ ପଜିଟିଭ ଚିହ୍ନଟ ହେଲେ ମାତ୍ର ନିଜର ଶେଷ ନିଶ୍ୱାସ ତ୍ୟାଗ କଲେ। ତାଙ୍କର ଶେଷ କିଛି ବଚନ ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଯାହା କି ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ। ତ ଆସନ୍ତୁ ଜାଣିବା

Google

“ମୁଁ ଏହି ଅବସ୍ଥାରେ ଭିଡିଓ ବହୁତ କଷ୍ଟରେ ବନାଉଛି, ମୁଁ କଥା କହିବାକୁ ବି ସାହାସ ପାଇ ପାରୁନାହିଁ। ମାତ୍ର ମୁଁ ସମସ୍ତଙ୍କୁ ମୋର ମେସେଜ ପହଞ୍ଚାଇବା ପାଇଁ ଚାହେଁ କାରଣ ଏହା ଆମ୍ଭ ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ। ଏହା ଆମକୁ ଜାଣିବା ନିହାତି ଦରକାର। ଆପଣ ମାନେ ଦୟା କରି ମାସ୍କ ପିନ୍ଧନ୍ତୁ। ଯେତେବେଳେ ବି ବାହାରକୁ ଯାଉଛନ୍ତି ଆପଣ ଅନ୍ୟ ମାନଙ୍କ ସହ କଥା ହେଉଛନ୍ତି ଆପଣ ଦୟାକରି ମାସ୍କ ପିନ୍ଧନ୍ତୁ ଆଉ ସବୁ ସୁରକ୍ଷା ପ୍ରଣାଳୀ ଅବଲମ୍ବନ କରନ୍ତୁ।

ମୁଁ ଏହା ସଭିଙ୍କ ପାଇଁ ପ୍ରାର୍ଥନା କରିବି କି ଘରେ ହେଉ ଅଥବା ବାହାରେ ଆପଣ ମାନେ ସମସ୍ତେ ସୁରକ୍ଷିତ ରୁହନ୍ତୁ ଆଉ ଏହି କରୋନା ରୋଗ କୁ ଆପଣ ଜମା ବି ହାଲକା ରେ ନିଅନ୍ତୁ ନାହିଁ। ମୁ ଏହା ପ୍ରାର୍ଥନା କରିବି କି ଏପରି ଅବସ୍ଥା କାହାରି ନ ହେଉ ଆଉ ଆପଣ ମାନେ ସବୁ ସୁରକ୍ଷା ଅବଲମ୍ବନ କରନ୍ତୁ। ଦାୟିତ୍ୱହୀନ ହୁଅନ୍ତୁ ନାହିଁ। ମୋର ଗର୍ଭାବସ୍ଥା ସମୟରେ ମୁ ଯେତିକି କଷ୍ଟ ଭୋଗ କରୁଛି ତାହା ବୟାନ କରିବା ବହୁତ କଷ୍ଟ।

ଆପଣ ଯାହାଙ୍କ ସହ ବି କଥା ହେଉଛନ୍ତି ଆପଣ ମାସ୍କ ବ୍ୟବହାର କରନ୍ତୁ ଆଉ ଆପଣ ସବୁବେଳେ ସୁରକ୍ଷିତ ରୁହନ୍ତୁ। ଆପଣଙ୍କ ପରିବାର ବର୍ଗ ଲୋକଙ୍କୁ ବି ସୁରକ୍ଷିତ ରହିବା ପାଇଁ କୁହନ୍ତୁ ଆଉ ଯଥା ସମ୍ଭବ ଚେଷ୍ଟା କରନ୍ତୁ କି ଆପଣ କାହାରିକୁ ବେସି ଦେଖା କରିବାକୁ ଯିବେନି। ଅବହେଳା କରନ୍ତୁ ନାହିଁ।

ଆପଣ ଯାହାଙ୍କ ସହ ବି କଥା ହେଉଛନ୍ତି ନିଜର ମାସ୍କ ବାହାର କରନ୍ତୁ ନାହିଁ। ଆପଣଙ୍କ ଘରେ ଛୋଟ ପିଲା ଥାଇ ପାରନ୍ତି, ବୁଢା ଲୋକ ଥାଇ ପାରନ୍ତି ଆଉ ସେମାନଙ୍କ ଉପରେ ଏହାର ପ୍ରଭାବ ବହୁତ ଅଧିକ। ଗର୍ଭବତୀ ଲୋକଙ୍କ ଉପରେ ମଧ୍ୟ ପ୍ରଭାବ ବହୁତ ଅଧିକ ତେଣୁ ଆପଣ ଅବହେଳା କରନ୍ତୁ ନାହିଁ। ମୁଁ ନିଜର ପୁରା ଜୀବନ ଲଗାଇ ଦେଇଛି ଆପଣ ମାନଙ୍କର ସୁରକ୍ଷା କରିବା ପାଇଁ, ଆପଣ ଅବହେଳା କରନ୍ତୁ ନାହିଁ।

Google

ମୁଁ ଏହିପରି ଖାଲି ବସିବାକୁ କେବେ ବି ଚାହିଁ ନଥିଲି, ସବୁବେଳେ ମୁଁ କାମ କରିବାକୁ ଚାହିଁଥିଲି, ସବୁବେଳେ ଦୌଡ଼ିବାକୁ ଚାହିଁଥିଲି ମାତ୍ର ମୋ ଶରୀର ଆଉ କାମ କରୁନାହିଁ। ଏହା ମୋ ଶେଷ ସମୟ ଅଟେ।” ଆପଣଂକୁ ଆମେ ଅନୁରୋଧ କରୁଛୁ ବାହାରକୁ ଯାଆନ୍ତୁ ନାହିଁ। ସବୁବେଳେ ମାସ୍କ ପିନ୍ଧନ୍ତୁ। ନିଜକୁ ସଫା ରଖନ୍ତୁ, ହାତ ସାନିଟାଇଜ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *