IND vs AUS :ଟେଷ୍ଟ ପୂର୍ବରୁ ବଢ଼ିଲା ଟିମ ଇଣ୍ଡିଆର ଚିନ୍ତା, ଏହି ଦୁଇଟି ଖେଳାଳି ନେଇ ଏବେ ବଢ଼ିଲା ଡର।

IND vs AUS A: ଏହି ମ୍ୟାଚରେ ଇଣ୍ଡିଆ ଏ ଟର୍ଚ୍ଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା। ଅଜିଙ୍କ୍ୟ ରାହାଣେ ଏହି ମ୍ୟାଚରେ ଅଧିନାୟକତ୍ୱ କରୁଥିଲେ।

Google

ସିଡ଼ନିରେ ଆଜି ୨ଟି ମ୍ୟାଚ ଖେଳାଯାଉଅଛି। ସିଡ଼ନି କ୍ରିକେଟ ଗ୍ରାଉଣ୍ଡରେ ଆଜି ଦୁଇପ୍ରହରରେ (IND vs AUS ଟି-୨୦ ସିରିଜ) ମୁକାବିଲାରେ ଟକ୍କର ହେବ। ଯେବେକି ସିଡ଼ନିର ଏକ ଅନ୍ୟ ପଡ଼ିଆରେ ଭାରତ ଏ ଓ ଅଷ୍ଟ୍ରେଲିଆ ଏ ଭିତରେ ଏକ ତିନି ଦିନିଆ ଅଭ୍ୟାସ ମ୍ୟାଚ ଚାଲୁଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ସେହି ଖେଳାଳୀ ଅଭ୍ୟାସ କରୁଛନ୍ତି ଯିଏକି ଟେଷ୍ଟ ମ୍ୟାଚ ଖେଳିବେ କିନ୍ତୁ ଏହି ଅଭ୍ୟାସ ମ୍ୟାଚର ପ୍ରଥମ ଦିନରେ ହିଁ ଭାରତର ଯୁବ ବ୍ୟାଟ୍ସମ୍ୟାନ ଖରାପ ପ୍ରଦର୍ଶନ କରିଛନ୍ତି। ଓପନର ପୃଥୀ ସ୍ୱ ଓ ଶୁଭମନ ଗିଲ ବିନା ରନ କରି ଆଉଟ ହୋଇଗଲେ। ଏହି ମ୍ୟାଚରେ ଇଣ୍ଡିଆ ଏ ଟର୍ଚ୍ଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା। ଅଜିଙ୍କ୍ୟ ରାହାଣେ ଏହି ମ୍ୟାଚରେ ଅଧିନାୟକତ୍ୱ କରୁଥିଲେ।

ଜିରୋରେ ଆଉଟ:-

ଓପନିଙ୍ଗ କରିବାକୁ ଆସିଥିବା ଶୁଭମନ ଗିଲ ପାରିର ଦ୍ୱିତୀୟ ଓଭରର ପ୍ରଥମ ବଲରେ ଆଉଟ ହୋଇଗଲେ। ସେ ବିନା ରନ କରି ଆଉଟ ହୋଇଗଲେ। ତାଙ୍କ ସହ ଓପନିଙ୍ଗ କରୁଥିବା ପୃଥୀ ସ୍ୱ ମଧ୍ୟ ବିନା ରନରେ ଆଉଟ ହୋଇଗଲେ। ସ୍ୱ ଜେମ୍ସ ପେଟିସନଙ୍କ ବଲରେ ଆଉଟ ହୋଇଗଲେ। ତାଙ୍କ କ୍ୟାଚ ଟିମ ପେନ ୱିକେଟ ପଛରେ ନେଲେ। କହିରଖିବୁକି ପେଟିସନ ଓ ପେନ ନୁହେଁ ଟେଷ୍ଟ ସିରିଜରେ ଖେଳିବେ।ଗିଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଏକ ଦିବସିୟରେ ମୌକା ମିଳିଥିଲା କିନ୍ତୁ ସେ ସେଠାରେ ମଧ୍ୟ ମାତ୍ର ୩୩ ରନ କରି ଆଉଟ ହୋଇଗଲେ।

Google
ପୂଜାରା ଓ ରାହାଣେଙ୍କ ଉପରେ ନଜର:-

ଇଣ୍ଡିଆ ଏ ତୃତୀୟ ୱିକେଟ ମଧ୍ୟ ଜଲ୍ଦି ହରାଇ ଦେଲା। ହନୁମା ବିହାରୀ ମାତ୍ର ୧୫ ରନ କରି ଆଉଟ ହୋଇଗଲେ।ଭାରତର ୩ ଟି ୱିକେଟ ମାତ୍ର ୪୦ ରନରେ ଆଉଟ ହୋଇଯାଇଥିଲେ କିନ୍ତୁ ଏହା ପରେ ଚେତେଶ୍ଵର ପୂଜାରା ଓ ଅଜିଙ୍କ୍ୟ ରାହାଣେ ପାରିକୁ ଆଗକୁ ବଢ଼ାଇଲେ। ଏହି ମ୍ୟାଚରେ କୂଳଦୀପ ଯାଦବ, ରିଦ୍ଧିମାନ ସାହା, ଆର ଅଶ୍ୱିନୀ, ଉମେଶ ଯାଦବ, ମହମ୍ମଦ ସିରାଜ ଓ କାର୍ତିକ ତ୍ୟାଗୀ ଖେଳୁଥିବାର ନଜର ଆସିଛନ୍ତି।

Google
ସ୍ୱ ଙ୍କ ଠୁ ଆଶା:-

ଏଥର ଅଷ୍ଟ୍ରେଲିଆ ଗ୍ରସ୍ତରେ ଟିମ ଇଣ୍ଡିଆ ପୃଥୀ ସ୍ୱଙ୍କ ଠୁ ବହୁତ କିଛି ଆଶା ରଖିଛି। ଅଷ୍ଟ୍ରେଲିଆ ସହ ପୂର୍ବ ଗ୍ରସ୍ତରେ ସ୍ୱ ଆଘାତ କାରଣରୁ ଖେଳିପାରିନଥିଲେ। ଆଶା କରାଯାଉଛିକି ଏଡ଼ିଲେଡ଼ରେ ପୃଥୀ ସ୍ୱ ହିଁ ମୟଙ୍କ ଅଗ୍ରୱାଲଙ୍କ ସହିତ ଓପନିଙ୍ଗ କରିବେ। ଏଥର ଅଷ୍ଟ୍ରେଲିଆ ଗ୍ରସ୍ତରେ ସ୍ୱଙ୍କୁ ଟି-୨୦ ଓ ଏକଦିବସିୟରେ ଜାଗା ଦିଆଯାଇନଥିଲା। ୨୧ ବର୍ଷୀୟ ସ୍ୱ ଏବେ ପର୍ଯ୍ୟନ୍ତ ୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ପାଖାପାଖି ୫୬ ରନର ଔସତରେ ରନ ବନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *