ଭୁବନେଶ୍ୱରରେ ମହିଳାଙ୍କୁ ବିଭତ୍ସ ହତ୍ୟା: ଚେତା ଆସିଲା ପରେ ସତ ମାନିଲା ଅଭିଯୁକ୍ତ, ଉଭୟଙ୍କ ମଧ୍ୟରେ କ’ଣ ଥିଲା ସଂପର୍କ ? ପୋଲିସ୍ ତଦନ୍ତ ଜାରି

ଫିଟିଲା ଗୁମର, ହେଲା ପ୍ରଦାଫାସ ମହିଳାଙ୍କ ବିଭତ୍ସ ହତ୍ୟାକାଣ୍ଡର । କହିରଖୁଚୁମହିଳାଙ୍କ ମୃତ ଦେଶ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ଘରୁ ଉଦ୍ଧାର ହୋଇଥିବା ଯୁବକ ସେହି ମହିଳାଙ୍କୁ ହତ୍ୟା କରିଛି ବୋଲି ଜଣା ଯାଉଛି। କଥା ଏହାକି ସେହି ଯୁବକ ମହିଳା ଏବଂ ତାଙ୍କ ପୁଅଙ୍କୁ ହତ୍ୟାର ଉଦ୍ୟମ କରିଥିବା ବେଳେ ପୁଅଟି ବଂଚିଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Google

ଏହି ହତ୍ୟା ପରେ ଆରୋପୀ ଜଣକ ହୋସକୁ ଆସିବା ପରେ ସତ ମାନିନେଇଛି ବୋଲି ଜଣା ଯାଇଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଭୀମ ଟାଙ୍ଗି କଲୋନୀ ଫେଜ ୱାନରେ ରହୁଥିବା ପୁଅ ଏବଂ ମାଆକୁ ମାରିବା ଟାର୍ଗେରେ ଆସିଥିଲା। ହେଲେ ପୁଅଟି ବଂଚି ଯାଇଛି ବୋଲି ଜଣା ଯାଇଛି। ଜଣାଯାଇଛି ଯେ ସେହି ଆରୋପିଙ୍କ ଘର ବଡ଼ ମଙ୍ଗଳା ଅଞ୍ଚଳରେ ଯାହାକି ଯାଜପୁରରେ ସ୍ଥିତ ବୋଲି ଜଣା ଯାଇଛି।

ଭୁବନେଶ୍ୱର ଡିସିପି ଏହାର ଖୁଲାସା କରିଛନ୍ତି ବୋଲି ଜଣା ଯାଇଅଛି। ପ୍ରିୟଦର୍ଶିନୀ ସାହୁ ଉକ୍ତ ମହିଳାଙ୍କ ନାମ ବୋଲି ଜଣା ଯାଇଛି। ମାତ୍ର ତାଙ୍କର ଆରୋପିର ସହ ସମ୍ପର୍କ ଏଯାଏ ଜଣା ଯାଇନି। କହିରଖୁଚୁ ମହିଳାଙ୍କୁ ମାରିବାର ପରେ ନିଜେ ଆତ୍ମହତ୍ୟାର ଉଦ୍ୟମ କରିଥିଲା ବୋଲି ଜଣା ଯାଇଛି। ପୋଲିସ ହାତରେ ସୁଇସାଇଡ଼ ନୋଟ ବାଜିଛି।

Google

ପ୍ରଶ୍ନ ଏହା ଯେ ସେହି ମହିଳାଙ୍କ ସ୍ୱାମୀ କେଉଁଠି ଥିଲେ ଏବଂ ଫ୍ୟାମିଲି ଲୋକ ବି କେଉଁଠି ରହିଥିଲେ? ଏହି ମର୍ଡର ପଛର କାରଣ ଖୋଜୁଛି ପୋଲିସ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *