ସୀମା ବିବାଦ ଶେଷ କରିବାକୁ ଚୀନ ରଖିଲା ସର୍ତ୍ତ, ଭାରତ କହିଲା-ପାନଗୋଙ୍ଗରୁ ଏକା ସହିତ ହଟନ୍ତୁ ଦୁଇ ସେନା ।

ପୂର୍ବ ଲଦାଖ ସୀମାରେ ଅସୁବିଧା ଶେଷ କରିବା ପାଇଁ ହେଉଥିବା କଥାବାର୍ତ୍ତାରେ ଚୀନ ମାନୁନାହିଁ। ସେ ସର୍ତ୍ତ ରଖିଥିଲା କି ପ୍ରଥମେ ଭାରତୀୟ ସୀମା ପାନଗୋଙ୍ଗ ଝରଣାର ଦକ୍ଷିଣ କୂଳରୁ ଆଡଭାନ୍ସଡ଼ ପୋଜିସନରୁ ଫେରିଯାଆନ୍ତୁ। ଭାରତ ଚୀନକୁ ମୁହାଁ ମୁହିଁ କହିଦେଇଛି କି ଯଦି ସେନା ହଟିବ ତେବେ ଦୁଇ ତରଫରୁ ହଟିବ। ଏକ ତରଫା କାର୍ଯ୍ୟ ପ୍ରକ୍ରିୟା ହେବ ନାହିଁ। ଦ ଇଣ୍ଡିଆନ ଏକ୍ସପ୍ରେସ ଉଚପଦସ୍ତ ସରକାରୀ ସୂତ୍ରରୁ ଲେଖିଛି କି ଭାରତ ଚୀନର ଅତିକ୍ରମର ଜବାବ ଦେବା ପାଇଁ ସାତଟା ଜାଗାରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ(ଏଲଏସି)କୁ ପାରି କରିଛନ୍ତି।

Google

ଆଡଭାନ୍ସଡ଼ ଆମ ପାଖରେ ,ଏହି କାରଣରୁ ବଦଳିଯାଇଛି ଚୀନ:-

ଅଗଷ୍ଟର ଶେଷରେ ଭାରତୀୟ ସେନାମାନେ ଚୁସୁଲ ସବସେକ୍ଟର ପେଟ୍ରୋଲିଂ ପାଇଣ୍ଟିଙ୍ଗସରେ ଆଗକୁ ଯାଇ ଆଡଭାନ୍ସଡ଼ ପୋଜିସନରେ ଅନ୍ତଃପ୍ରବେଶ କରିଦେଇଥିଲେ।ଏବେ ଏହି କ୍ଷେତ୍ରରେ ଭାରତର ପ୍ରାଧାନ୍ୟ ଅଛି କାହିଁକିନା କେବଳ ତାର ନଜର ସ୍ପାଙ୍ଗୁର ଗ୍ୟାପରେ ଅଛି, ହେଲେ ମୋଲଦୋରେ ଚୀନ ସେନା ବି ତାଙ୍କ ଆଖିରେ ଅଛି।ଏହି ଘଟଣା ପରେ ଚୀନର ବ୍ୟବହାର ବଦଳିଯାଇଛି।ଖବରକାଗଜ ସୂତ୍ରରୁ ଲେଖାଯାଇଛି କି ,”ଆମେ ୭ ଜାଗା (ଏଲଏସି)ପାର କରିଛୁ। କଣ ଆପଣଙ୍କୁ ଲାଗୁଛି କି ଚୀନ ଏବେ ବି କଥାବାର୍ତ୍ତାର ମିଜାଜରେ ଅଛି ।”ସେ କହିଛନ୍ତି,”ବର୍ତ୍ତମାନର କଥାବାର୍ତ୍ତାରେ ,ସେମାନେ(ଚୀନ) ଚାହୁଁଛନ୍ତି କି ଭାରତ ପ୍ରଥମେ ଦକ୍ଷିଣ ତଟରୁ ପୋଜିସନ ଖାଲି କରିଦେଉ। ଭାରତ ଦାବି କରିଛି କି ଏକା ସାଙ୍ଗରେ ଦୁଇ ପକ୍ଷ ଝରଣାର ଦୁଇ କୂଳରୁ ପଛକୁ ହଟିବେ।”

Google

ଭାରତ-ଚୀନ ଷ୍ଟାଣ୍ଡଅଫ:-

ଚୀନ ଆମର କିଛି ବି କରିପାରିବ ନାହିଁ,ଦେଶର ସେନା ସବୁ ଜବାବ ଦେବା ପାଇଁ ପ୍ରସ୍ତୁତ -ପୂର୍ବ ଆର୍ମି ଚିଫ ବିପି ମଲ୍ଲିକ।

‘ଚୀନ ଉପରେ ବିଶ୍ୱାସ ହେଉନାହିଁ’: ଭାରତ ଓ ଚୀନ ପାଖରେ କୋର କମାଣ୍ଡର ସ୍ତରରେ ସାତ ରାଉଣ୍ଡ କଥାବାର୍ତ୍ତା ହୋଇସାରିଛି। ରାଜନୈତିକ ସ୍ତରରେ ବି ଚୀନର ବ୍ୟବହାରକୁ ନେଇ ଭାରତ ସତର୍କ ଅଛି। ମସ୍କୋରେ ଦୁଇ ଦେଶର ରକ୍ଷା ମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କ କଥାବାର୍ତ୍ତା ସତ୍ତ୍ୱେ ସ୍ଥଳରେ ଚୀନର ବ୍ୟବହାର ବଦଳି ନାହିଁ। ଏକ ସୂତ୍ର ଦ ଇଣ୍ଡିଆନ ଏକ୍ସପ୍ରେସକୁ କହିଛି କି ,”ବିଜିଙ୍ଗ କହୁଛି କି ସେ ଦୁଇ ଦେଶର ସୀମାରେ ଶାନ୍ତି ଓ ଅମନ ଚାହୁଁଛି।କିନ୍ତୁ ଭାରତ ବି ତ ଏହା ଚାହୁଁଛି। ସେ ଏହା କହୁନାହାନ୍ତି କି ସେମାନେ ସେଠାରେ ଏତେ ସଂଖ୍ୟାରେ କାହିଁକି ସୈନିକ ଜମା କରିଛନ୍ତି।” ସେମାନେ କହିଛନ୍ତି,”କିଛି ବି ହୋଇପାରେ। ଚୀନ ଉପରେ ବିଶ୍ୱାସ ହେଉନାହିଁ। ଆମେ କୌଣସି ପ୍ରକାରର ଆହ୍ୱାନ ପାଇଁ ପ୍ରସ୍ତୁତ ଅଛୁ।

Google

ଏଲଏସିରେ ଆମନା-ସାମ୍ନାରେ ଅଛନ୍ତି ଭାରତ ଚୀନ ସୈନିକ:-

ଭାରତ ସେନାର ଏକ ଅଧିକାରୀ କହିଛନ୍ତି କି ଏବେ ଏଲଏସିରେ ପରିସ୍ଥିତି ସେମିତି ହିଁ ଅଛି କିନ୍ତୁ ଏବେ ଧୀରେ ଧୀରେ ଶୀତ ବଢ଼ୁଅଛି। କେତେ ଜାଗାରେ ତାପମାନ -୧୦°ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଓ ନଭେମ୍ବର-ଡିସେମ୍ବରରେ ଏହା -୩୦ °ରୁ -୪୦ °ହୋଇଯିବ। ସମ୍ଭବତଃ ସେହି ସମୟରେ ଚୀନ ନିଜ ସୈନିକମାନଙ୍କର ସଂଖ୍ୟା କିଛି କମ କରିଦେବ। ଇଷ୍ଟନ ଲଦାଖରେ ପାନଗୋଙ୍ଗ ଝରଣାର ଉତ୍ତର କୂଳରେ ମାନେ ଫିଙ୍ଗର ଅଞ୍ଚଳରେ ପିଙ୍ଗର-୪ ପାଖରେ, ପାନଗୋଙ୍ଗ ଝରଣାର ଦକ୍ଷିଣ କୂଳରେ ରିଯାଂଙ୍ଗ ଲା,ରିଂଜିଙ୍ଗ ଲାର ପାଖରେ ଭାରତ ଓ ଚୀନର ସୈନିକ ଆମନା-ସାମନାରେ ଅଛନ୍ତି । ଏହା ଛଡା ପିପି-୧୭ ଓ ଡେପସାଙ୍ଗ ଅଞ୍ଚଳରେ ବି ଦୁଇ ଦେଶର ସୈନିକ ଆମନା-ସାମନାରେ ଅଛନ୍ତି। ଡେପସାଙ୍ଗରେ ଚିନି ସୈନିକ ଭାରତୀୟ ସୈନିକଙ୍କର ପେଟ୍ରୋଲିଂ ଅଟକାଇ ଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *