ଭାରତ ବ୍ରମହୋସ ସୁପରସୈନିକ କ୍ରୁଜ ମିଶାଇଲର ନେବଲ ଭରସନ ପରୀକ୍ଷା ରବିବାରକୁ ହେଲା। କହିଦେଉଛୁ, ବ୍ରହମୋସର ଭାରତୀୟ ନୌସେନାର ସ୍ବେଦେଶ ନିର୍ମିତ ବିଧ୍ଵଂସକ ପୋତରେ ଆରବ ସାଗରରେ ପରୀକ୍ଷା ହେଲା ଏବଂ ସେ ପୂରା ସତର୍କତା ସହ ଲକ୍ଷକୁ ଭେଦ କଲା। ସେହି ବ୍ରମହୋସର ସଫଳ ପରୀକ୍ଷଣ ସହିତ ଭାରତ ପର୍ଯ୍ୟନ୍ତ ୨ମାସରୁ କମ ସମୟ ଭିତରେ ୧୧ଟି ମିଶାଇଲ ପରୀକ୍ଷା କରିଛି।

ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି:-
ଏହି ମିଶାଇଲମାନଙ୍କର ପରୀକ୍ଷଣ ଏକ ଏପରି ସମୟରେ ହେଉଅଛି,ଯେତେବେଳେ କି ଭାରତର ପୂର୍ବ ଲଦାଖରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ(ଏଲଏସି)ରେ ଚୀନ ସହିତ ବିବାଦ ଜାରୀ ରହିଛି। ଏହା ମଧ୍ୟରେ ଜୁନରେ ଲଦାଖର ଗଲୱାନ ଘାଟିରେ ଦୁଇଜଣ ସୈନିକମାନଙ୍କ ମଧ୍ୟରେ ଏକ ହିଂସା ହୋଇଥିଲା,ଯେଉଁଥିରେ ଭାରତର ୨୦ ସୈନିକ ଶହୀଦ ହୋଇଥିଲେ,ଏହା ସହିତ ଚୀନକୁ ବି ବହୁତ କ୍ଷତି ହୋଇଥିଲା। ଯାହା ହେଉ,ଚୀନ ଏହି କଥାର ଖୁଲାସା କରିନାହାନ୍ତି କି ହିଂସାରେ ତାର କେତେ ସୈନିକ ମରିଥିଲେ।
ଆପଣଙ୍କୁ କହିଦେଉଛୁ କି ଭାରତ ଗତ କିଛି ସପ୍ତାହରେ କେତେ ମିଶାଇଲର ପରୀକ୍ଷଣ କରିଅଛି। ଯାହା ଅନ୍ତର୍ଗତରେ ୧୦୦ ରୁ ୧୦୦ ମାରିବା ଵାଲା ସୁପରସୈନିକ କ୍ରୁଜ ମିଶାଇଲ ବ୍ରମହୋସ ଓ ଆଣ୍ଟି ରାଡ଼ିଏସନ ମିଶାଇଲ ରୁଦ୍ରମ-୧ ସାମିଲ ଅଛି। ସେଠାରେ ଭାରତ ପରମାଣୁ ଅୟୁଦ୍ଧ ନେଇଯିବାରେ ସକ୍ଷମ ହାଇପରସୈନିକ ମିଶାଇଲ ଶୌର୍ଯ୍ୟର ବି ପରୀକ୍ଷଣ କଲେ। ଭାରତ ଏକ ବଡ ସଂଖ୍ୟାରେ ବ୍ରହମୋସ ସୁପରସୈନିକ ମିଶାଇଲକୁ ଏଲଏସିରେ ତୈନିୟତ କରିଛନ୍ତି।
ଜାଣନ୍ତୁ ଗତ ୨ମାସରେ ଭାରତ କେଉଁ ମିଶାଇଲ ଗୁଡିକର ଏବଂ ହତିଆର ପ୍ରଣାଳୀଗୁଡିକର ପରୀକ୍ଷା କରିଛି:-
୭ ସେପ୍ଟେମ୍ବର: ସ୍ବେଦେଶୀ ରୂପରେ ବିକଶିତ ହାଇପରସୋନିକ ଟେକ୍ନୋଲୋଜି ଡେମୋଷ୍ଟେଟର (ଏଚଏସଟିଡିଟି),ଯାହାକି କ୍ରୁଜ ମିଶାଇଲ ଏବଂ ଲମ୍ବା ଦୂରର ମିଶାଇଲ ପାଇଁ ଆବଶ୍ୟକ ଅଟେ,ଏହାର ପରୀକ୍ଷା ଓଡ଼ିଶାର ତଟରେ କରାଯାଇଥିଲା।
୨୨ ସେପ୍ଟେମ୍ବର: ଏବିଏଚୱାଇଏଏସ-ହାଇ-ସ୍ପୀଡ଼ ଏକ୍ସପେନ୍ସିବୁଲ ଏରୀୟଲ ଟାର୍ଗେଟ ବେହିକଲ(ଏଚଇଏଟି)ବାହୋନେର ଓଡ଼ିଶା ତଟରେ ପରୀକ୍ଷା ହୋଇଥିଲା। ଏହାର ବ୍ୟବହାର ବିଭିନ୍ନ ମିଶାଇଲ ପ୍ରଣାଳୀଗୁଡିକର ମୂଲ୍ୟାଙ୍କନ ପାଇଁ ଲକ୍ଷର ରୂପରେ କରାଯାଇପାରିବ।

୨୩ ସେପ୍ଟେମ୍ବର: ଡିଆରଡିଓ ମହାରାଷ୍ଟ୍ରର ଅହମ୍ମଦନଗରରେ ସ୍ବେଦେଶୀ ରୂପରେ ବିକଶିତ ଲେଜର-ଗାଇଡେଡ ଏଣ୍ଟି ଟ୍ୟାଙ୍କ ଗାଇଡେଡର ପରୀକ୍ଷା କଲେ। ଡିଆରଡିଓର ଅନୁସାରେ,”ବିସ୍ଫୋଟକ ପ୍ରତିକ୍ରିୟାଶୀଳ କବଚ(ଇଆରଏ)ଦ୍ୱାରା ସରଂକ୍ଷିତ” ଗାଡିକୁ ହରେଇବା ପାଇଁ ଏହାର ବ୍ୟବହାର କରାଯାଇପାରିବ।
୨୩ ସେପ୍ଟେମ୍ବର: ପୃଥିବୀ-୨ର ପରୀକ୍ଷା ଓଡ଼ିଶାର ବାଲେଶ୍ଵରରେ କରାଯାଇଛି। ଏଠାରେ ଏକ ସ୍ୱଦେଶୀ ରୂପରେ ବିକଶିତ ପରମାଣୁ ସକ୍ଷମ ୧୦୦ ରୁ ୧୦୦ ଥର ପ୍ରତିଘାତ କରୁଥିବା ମିଶାଇଲ ଅଛି ଯାହା ଡିଆରଡିଓର ଅନୁସାରେ ନିଜର ଲକ୍ଷକୁ ଭେଦ କରିବା ପାଇଁ ପୈତରବାଜିଙ୍କ ସହିତ ଏକ ଉନ୍ନତ ଜଡତ୍ୱଇୟ ମାର୍ଗଦର୍ଶନ ପ୍ରଣାଳୀର ଉପଯୋଗ କରୁଅଛି।
୩୦ ସେପ୍ଟେମ୍ବର: ବ୍ରମହୋସ ସୁପର ସୋନିକ କ୍ରୁଜ ମିସାଇଲର ବିସ୍ତାରିତ ରେଞ୍ଜ ଓଡିଶାରେ ଭୂମି ଆଧାରିତ ସୁବିଧାରେ ପରୀକ୍ଷଣ କରାଗଲା।
୧ ଅକ୍ଟୋବର: ଲେଜର ଗାଇଡେଡ଼ ଆଣ୍ଟି ଟ୍ୟାଙ୍କ ଗାଇଡେଡ଼ ମିସାଇଲ (ଏଟିଯିଏମ)ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ଏମବିଟି ଅର୍ଜୁନ ଟ୍ୟାଙ୍କ ସହ ରଖାଗଲା।
୩ଅକ୍ଟୋବର: ଭାରତ ଓଡିଶା ତଟରେ ପରମାଣୁ ସକ୍ଷମ ସୋର୍ଯ୍ୟ ମିସାଇଲର ନୂଆ ସଂସ୍କରଣର ସଫଳ ପରୀକ୍ଷଣ ହୋଇଥିଲା
୫ ଅକ୍ଟୋବର: ଭାରତ ପନ୍ନଡୁବି ରୋଧୀ ଯୁଧ୍ୟ ବିକଶିତ କଲା ଓ ସଫଳତା ପୂର୍ବକ ଅଗ୍ନି ସ୍ୱଦେଶୀ ରୂପରେ ବିକଶିତ ସ୍ମାର୍ଟ ତାରପୋଡି ପ୍ରଣାଳୀର ବିକାଶ କଲା ଯାହାକି ତାରପିଡୋ ରେଞ୍ଜର ଦୂରରେ ଆଣ୍ଟି ସବମାରିନ ୱାରଫେୟାର ସଂଚାଳନ ପାଇଁ ଆବଶ୍ୟକ ଅଟେ।
୧୦ ଅକ୍ଟୋବର:- ଭାରତ ନିଜ ସ୍ବେଦେଶୀ ଆଣ୍ଟି ରାଡ଼ିଏସନ ମିସାଇଲ ରୁଦ୍ରମ-୧ର ସଫଳ ପରୀକ୍ଷଣ କରିଥିଲା। ଯାହା ମାଟି ଉପରେ ଶତ୍ରୁଙ୍କ ରାଡ଼ରକୁ ଖୋଜିପରିବ ।
୧୮ ଅକ୍ଟୋବର: ବ୍ରମହୋସ ସୁପର ସୋନିକ କ୍ରୁଜ ମିସାଇଲ ଏକ ନୌସୈନିକ ସଂସ୍କରଣ ସ୍ବେଦଶ ନିର୍ମିତ ଚୁପକେ ବିଧ୍ୱଂସକ ଆଇ ଏନ ଏସ ଚେନ୍ନାଇରୁ ଫାୟାର ହୋଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।