ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଏହି ଷ୍ଟାଡିୟମରେ ଖେଳାଯିବ, ଜାଣନ୍ତୁ ଦର୍ଶକ ଆସିବେ ନା ନାହିଁ।

ଟେଷ୍ଟ ଓ ୫ ଟି ମ୍ୟାଚର ଟି-୨୦ ସିରିଜ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହିସବୁ ମ୍ୟାଚ ୨୩ ମାର୍ଚ୍ଚରୁ ପୁନେରେ ହିଁ ଆୟୋଜନ କରାଯିବ। ଖବର ଚାଲୁଥିଲାକି କରୋନା ଭାଇରସ କାରଣରୁ ତିନୋଟି ଯାକ ମ୍ୟାଚର ଆୟୋଜନ ସ୍ଥଳ ବଦଳାଯାଇପାରେ କିନ୍ତୁ ମହାରାଷ୍ଟ୍ରର ସିଏମ ଉଧବ ଠାକୁର ମ୍ୟାଚ ପାଇଁ ଅନୁମତି ଦେଇଦେଇଛନ୍ତି।

Google

କ୍ରିକେଟ ନେକ୍ସ୍ଟରର ଏକ୍ସକୁଲସିବ ଖବର ଅନୁସାରେ ମହାରାଷ୍ଟ୍ରର ସିଏମ ଉଧବ ଠାକୁର ଖାଲି ଷ୍ଟାଡିୟମରେ ମ୍ୟାଚ କରିବା ପାଇଁ ଅନୁମତି ଦେଇଛନ୍ତି। ପୂର୍ବ କିଛି ଦିନ ହେବ ପୁନେରେ କୋରନାର ମାମଲା ବଢୁଛି। କାହା ପାଇଁ ଆଶା କରାଯାଉଥିଲାକି ଆୟୋଜନ ସ୍ଥଳ ବଦଳାଯାଇପାରେ କିନ୍ତୁ ଏପରି ହେଲା ନାହିଁ। କହିରଖବୁକି ଗୁରୁବାରକୁ ପୁନେରେ ୧୫୪୨ ମାମଲା ସମ୍ନା କୁ ଆସିବା ସହ ୮ ଜଣଙ୍କ ଜୀବନ ଯାଇଛି।

ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜର କାଯ୍ୟକ୍ରମ:

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜର ପ୍ରଥମ ମ୍ୟାଚ ୨୩ ମାର୍ଚ୍ଚକୁ ଖେଳାଯିବ। ଦ୍ୱିତୀୟ ୨୬ ମାର୍ଚ୍ଚ ଓ ତୃତୀୟ ୨୮ ମାର୍ଚ୍ଚକୁ ହେବ। ଏହି ସବୁ ମ୍ୟାଚ ଡେ ନାଇଟ ହେବ।

ଦିନିକିଆ ସିରିଜ ପୂର୍ବରୁ ଦୁଇଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅହମ୍ମଦାବାଦରେ ଖେଳାଯିବ। ପ୍ରଥମ ଟି-୨୦ ୧୨ ମାର୍ଚ୍ଚକୁ ହେବ। ଦ୍ୱିତୀୟ ୧୪, ତୃତୀୟ ୧୬, ଚତ୍ରୁର୍ଥ ୧୮ ଓ ପଞ୍ଚମ ଟି-୨୦ ୨୦ ମାର୍ଚ୍ଚକୁ ଅନୁଷ୍ଠିତ ହେବ।

Google
ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡର ଟି-୨୦ ସିରିଜର ଆୟୋଜନ ସ୍ଥଳ ବଦଳିଲା:

କହିରଖବୁକି କରୋନା ମହାମାରି କାରଣରୁ ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଆୟୋଜନ ସ୍ଥଳ ପରିବର୍ତ୍ତନ କରାଯାଇଛି।ଓଫଲ୍ୟାଣ୍ଡରେ କରୋନା ଭାଇରସ କାରଣରୁ ଲକଡାଉନ କରିଦିଆଯାଇଛି। ଏଥିପାଇଁ ଏବେ ଟି-୨୦ ସିରିଜର ଚତ୍ରୁର୍ଥ ମ୍ୟାଚ ବେଲିଙ୍ଗଟନରେ ଖେଳାଯିବ। ପ୍ରଞ୍ଚମ ମ୍ୟାଚ ମାଉଁଟ ମାଉଁଗନୁଇରେ ଖେଳାଯିବ। ନ୍ୟୁଜଲ୍ୟାଣ୍ଡ ଟି-୨୦ ସିରିଜରେ ୨-୦ରେ ଆଗରେ ଚାଲୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *