ବଡ଼ ଖବର: ଆଫଗାନିସ୍ତାନକୁ ଫେରିଲା ଲାଡେନଙ୍କ ସାଥି, ତାଲିବାନଙ୍କ ମିଳାଉଛି ହାତ! ଦେଖନ୍ତୁ ଭାଇରଲ ଭିଡିଓ

ଆପଣଙ୍କୁ କହିରଖିବୁ ଗତ କିଛି ମାସ ହେବ ଆତଙ୍କ କମିଚାଲିଥିଲା କିନ୍ତୁ ଏବେ ଏହା ବଢିଯିବାର ଆଶଙ୍କା ବଢିଯାଇଛି। କାରଣ ଆଫଗାନିସ୍ତାନକୁ ନେଇ ଡ଼ର ରହିଥିଲା ଯେମିତି ଏଠାରେ ଆତଙ୍କବାଦୀ ବସବାସ ନକରନ୍ତୁ। ଆପଣ ଜାଣିଥିବେ ଏବେ ଆଫଗାନିସ୍ତାନରେ ତାଲିବାନ କବ୍ଜା କରି ଶାସନ କରୁଛି ଯାହା ଫଳରେ ଏବେ ଏଠାରେ ଆତଙ୍କରାଜ ବଢିଯିବାର ଆଶା ବଢିଗଲାଣି କାରଣ ଏହା ଏହି କାରଣରୁ ଜଣାପଡୁଛି କାରଣ ଏବେ ଆଫଗାନିସ୍ତାନର ବିନ ଲାଡେନର ମୁଖ୍ୟ ସହଯୋଗୀ ଅମିନ ଉଲ ହକ ଆସି ଆଫଗାନିସ୍ତାନର ନାଙ୍ଗହାର ପ୍ରାନ୍ତରେ ରହିବାକୁ ଲାଗିଲାଣି।

Google

ଏବେ ପରିସ୍ଥିତି ଦେଖି ଲାଗୁଛି ଯେମିତି ଆଗକୁ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ପାଇଁ ରହିବାର ମୁଖ୍ୟ ଜାଗା ହୋଇଯବ। ଅମିନ ଉଲ ହକ ଆଉ କେହି ନୁହେଁ ବରଂ ବିଶ୍ୱର ଜଣେ ସାଂଘାତିକ ଅପରାଧୀ ଅଟେ। ସେ ବିନ ଲାଡେନଙ୍କ ମୁଖ୍ୟ ସାଥି ଅଟେ ଜେଏକି ଗତ କିଛି ବର୍ଷ ମଧ୍ୟରେ ଚର୍ଚାରେ ନଥିଲା ଓ ଆବେଶେ ଆଫଗାନିସ୍ତାନ ଆସିବ ଦ୍ଵାରା ସମଗ୍ର ବିଶ୍ୱ ପାଇଁ ଏହା ଏକ ଖରାପ ଖବର।ଲାଡେନଙ୍କୁ ତ ଆପଣ ଜାଣିଥିବେ ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ ଥିଲା ଯିଏକି ସମଗ୍ର ବିଶ୍ୱକୁ ଭୟରେ ରଖିଥିଲା କିନ୍ତୁ ଆମେରିକା ଶେଷରେ ବହୁତ ପରିଶ୍ରମ ଦ୍ଵାରା ନାଟୋର ସେନାଙ୍କୁ ଆଫଗାନିସ୍ତାନ ପଠାଇ କିନ୍ତୁ ଶେଷରେ ଲାଡେନ ଓ ତାଙ୍କର ଅନେକ ସାଥିଙ୍କୁ ୨୦୧୧ରେ ପାକିସ୍ତାନର ଏବଟାବାଦରେ ମରାଯାଇଥିଲା।

ଏବେ ତାଲିବାନ ସମ୍ପୂର୍ଣ ଭାବେ ଆଫଗାନିସ୍ତାନ ଉପରେ କବ୍ଜାକରିଦେଇଛି ଓ ଏବେ ସେ ନିଜର ଶାସନ କରିବା ପାଇଁ ପ୍ରସ୍ତୁତି ଚଳାଉଛି ଓ ଏହା ମଧ୍ୟରେ ଆତଙ୍କରାଜ ମଧ୍ୟ ବଢିବାରେ ଲାଗିବାର ଆଶଙ୍କା ଲାଗିଯାଇଛି। କାବୁଲ କବ୍ଜା ପରେ ପରେ ମୁଲ୍ଲା ଅଲୀ ବରାଦର ଅନ୍ୟ ଲିଡରଙ୍କ ସହିତ ଆଫଗାନିସ୍ତାନ ଫେରି ଆସିଥିବା ବେଳେ ତାଲିବାନର ସୁପ୍ରିମ ଲିଡର ହିବତୁଲଲା ଅଙ୍ଖୁଦଜାଦା ମଧ୍ୟ କାନ୍ଧାରରେ ରହିଛି। ସେ ଶୀଘ୍ର ସାର୍ବଜନିନ ଭାବେ ସାମ୍ନାକୁ ଆସିବ ବୋଲି ଜଣାପଡିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *