ଆଫଗାନିସ୍ତାନ କ୍ରିକେଟ ବୋର୍ଡକୁ ଘାରିଲା ବିପଦ, କଣ ତାଲିବାନ ଯୋଗୁଁ ବନ୍ଦ ହୋଇଯିବ ଆଫଗାନ କ୍ରିକେଟ…

ତେବେ ବର୍ତ୍ତମାନ ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ ଅନ୍ୟ ସମସ୍ତ କ୍ରିକେଟ ବୋର୍ଡ଼ ପାଖରେ ତାର ସାଥ ନ ଛାଡ଼ିବା ପାଇଁ ଅନେକ ଗୁହାରି କରୁଛି। ଏହା ସହିତ ଏହି ବୋର୍ଡ଼ ବର୍ତ୍ତମାନ ତାଲିବାନ ଭୟରେ ଅନ୍ୟ ସମସ୍ତ କ୍ରିକେଟ ବୋର୍ଡର ସହାୟତା ଆଶା କରୁଛି। ତେବେ ନିକଟରେ ଅଷ୍ଟ୍ରେଲିଆ କହିଥିଲା କି ଯଦି ତାଲିବାନ କ୍ରିକେଟକୁ ସମର୍ଥନ ନ କରେ ତେବେ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ସହିତ କ୍ରିକେଟ ଖେଳିବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି।

Google

ତେବେ ନିକଟରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ର ସି ଇ ଓ ନିଜର ମତରେ କହିଛନ୍ତି କି ତାଙ୍କର ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼କୁ ଏକାକି ଛାଡ଼ନ୍ତୁ ନାହିଁ। ଏହା ସହିତ ବର୍ତ୍ତମାନ ଆଫଗାନିସ୍ତାନରେ ପରିସ୍ଥିତି ଠିକ ନାହିଁ। ଏହା ସହିତ ସେଠାରେ ମହିଳା ମାନଙ୍କୁ କ୍ରିକେଟ ମଧ୍ୟ ଖେଳିବାକୁ ଦିଆ ଯାଉନାହିଁ। ଏହା ସହିତ ବର୍ତ୍ତମାନ କ୍ରିକେଟ ଅଷ୍ଟ୍ରେଲିଆ କହିଥିଲା କି ଯଦି ଆଫଗାନିସ୍ତାନରେ ମହିଳା ମାନଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ଦିଆ ନ ଯାଏ ତେବେ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ସହିତ କ୍ରିକେଟ ଖେଳିବ ନାହିଁ।

ତେବେ ଏହା ପରେ ଆଗାମୀ ସମୟରେ ହେବାକୁ ଥିବା ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟକୁ ବାତିଲ ନ କରିବା ପାଇଁ ବର୍ତ୍ତମାନ କ୍ରିକେଟ ଅଷ୍ଟ୍ରେଲିଆକୁ ନିବେଦନ କରିଛନ୍ତି ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ ସିଇଓ। ତେବେ ଏପରି ନିୟମ ରହିଛି କି ଯେଉଁ ଦଳ ଟେଷ୍ଟ ଖେଳିବା ପାଇଁ ଚାହୁଁଛି ସେହି ଦଳକୁ ମହିଳା କ୍ରିକେଟ ଦଳ ମଧ୍ୟ ରଖିବାକୁ ପଡ଼ିବ। ତେବେ ଏହିପରି ଭାବରେ ଦେଖିବାକୁ ଗଲେ ବର୍ତ୍ତମାନ ତାଲିବାନ ମହିଳା କ୍ରିକେଟ ଦଳ ଉପରେ ବ୍ୟନ ଲଗାଇ ଦେଇଛି।

Google

ଯାହା ଫଳରେ ବର୍ତ୍ତମାନ କ୍ରିକେଟ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ସହିତ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ମନା କରି ଦେଇଛି। ଏହା ସହିତ ତାଲିବାନ କ୍ରିକେଟ ଖେଳ ପ୍ରତି ରୁଚି ଦେଖାଇ ଥିବା ବେଳେ କିନ୍ତୁ ମହିଳା କ୍ରିକେଟ ଦଳ ପ୍ରତି ଆଗ୍ରହ ଦେଖାଇ ନାହିଁ। ଏହା ସହିତ ବର୍ତ୍ତମାନ ମହିଳା ଦଳକୁ ଖେଳିବାକୁ ଅନୁମତି ମଧ୍ୟ ଦିଆଯାଇନାହିଁ। ତେବେ ସୂଚନା ଅନୁସାରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ ସିଇଓ କହିଛନ୍ତି ଯଦି କ୍ରିକେଟ ଅଷ୍ଟ୍ରେଲିଆ ଭଳି ସମସ୍ତେ ଆଫଗାନିସ୍ତାନ ହାତ ଛାଡ଼ିଦେବେ ତେବେ ଆଫଗାନିସ୍ତାନ ବିଶ୍ଵ କ୍ରିକେଟରୁ ନିଜର ପରିଚୟ ସମ୍ପୂର୍ଣ୍ଣ ଭାବରେ ହରାଇ ଦେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *