ବଡ଼ ଖବର: “ଅଗ୍ନି ଭି” ର ଆଜି ହେବ ପରୀକ୍ଷଣ, ଚୀନର ଉଡିଲା ନିଦ! ଗୋଟିଏ ସର୍ଟରେ ପୁରା ଚୀନ ହେଇଯିବ ଛାରକାର!

ଏବେ ଏବେ ଆସୁଛି ବଡ଼ ଖବର। ଭାରତ ପରୀକ୍ଷା କରିବାକୁ ଯାଉଛି “ଅଗ୍ନି ଭି” ମିସାଇଲ। ଯାହା ପାଇଁ ଏବେ ଚୀନର ନିଦ ହଜିଯାଇଛି। ଏହି ମିସାଇଲର ପ୍ରକୋପ ଏତେ ଅଧିକ ଯେ ଏବେ ବିରୋଧୀ ଦେଶରେ ଭାଳେଣି ସୃଷ୍ଟି ହୋଇଯାଇଛି। ପାକିସ୍ତାନ ସମେତ ଚୀନ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି।

Google

ଏହି ମିସାଇଲର ପାୱାର ଅଧିକ ଅଟେ। ଏପରି ପାୱାର ଯେ ଏହା ଗୋ ଟିଏ ସର୍ଟରେ ୫୦୦୦ କିଲୋମିଟର ଯାଏ ଯିବ। ଯଦି ଭାରତରୁ ଏହା ପଠାଯିବ ତାହା ଚୀନର ଯେକୌଣସି ଜାଗାକୁ ପଠେଇବାକୁ ଚାହିଁଲେ ଏହା ପଳେଇବ। ଏହାକୁ ନେଇ ଚିନ୍ତାରେ ଚୀନ। କଣ କରିବ ଏବେ?

ଆପଣ ମନରେ ପ୍ରଶ୍ନ ଉଠୁଥାଇପରେ କି ଏହି ଭଳି ମିଶାଇଲ ଆଉ କାହା କାହା ପାଖରେ ଉପସ୍ଥିତ ଅଛି। ଏହି ପ୍ରକାରର ମିଶାଇଲ ପାକିସ୍ତାନ ପାଖରେ, ଚୀନ ପାଖରେ ,ନର୍ଥ କୋରିଆ ପାଖରେ ଅଛି। ଏହା ଆମ ନିକଟତମ ଦେଶ ମାନଙ୍କ କଥା ଆମେ ଆପଣଂକୁ ଜଣାଇଲୁ। ହେଲେ ପାକିସ୍ତାନ ପାଖରେ ଏମିତି ମିଶାଇଲ ନାହିଁ ଯାହା ଗୋଟିଏ କଣ୍ଟିନେଣ୍ଟରୁ ଆଉ ଗୋଟିଏ କଣ୍ଟିନେଣ୍ଟ ଯାଏ ଯାଇପାରିବ। ଗୋଟିଏ ବାକ୍ୟରେ କହିବାକୁ ଗଲେ ଇଣ୍ଟରକଣ୍ଟିନେଣ୍ଟ ମିଶାଇଲ ନାହିଁ।

Google

ଭାରତ ଯେଉଁ ମିଶାଇଲ ଆଜି ପରୀକ୍ଷଣ କରିବାକୁ ଯାଉଛି ତାହା ଭାରତ ୭ ଥର ସଫଳ ପରୀକ୍ଷଣ କରି ସାରିଛି। ଭାରତ ୮ମ ଥର ଏହାକୁ ଆଜି ପରୀକ୍ଷଣ କରିବାକୁ ଯାଉଛି।
ଏହା ୨୦୨୧ ରେ ପ୍ରସ୍ତାବିତ ଥିଲା ମାତ୍ର କରୋନା କାରଣରୁ ଭାରତ ଏହାକୁ ପରୀକ୍ଷଣ କରିନଥିଲା। କହିରଖିବୁ ଏହାର ପରୀକ୍ଷଣ ଓଡ଼ିଶାରେ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *