ବଡ଼ ଖବର: ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି

ଲୋକପ୍ରିୟ ନେତା ତଥା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଅସୁସ୍ଥ ଥିବାର ସୂଚନା ଆସିଛି। କହୁରଖିବୁ ବିଶେଷ ଖବର ଅନୁଯାୟୀ ଛାତିରେ କଷ୍ଟ ଅନୁଭବ କରିବା ପରେ ପୁନେ ସ୍ଥିତ ରୁବି ହସ୍ପିଟାଲରେ ଆଡ଼ମିଟ କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ଅବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା କରାଯାଉଛି।

Google

ଉକ୍ତ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଅବଧୂତ ବଡ଼ମୱାଡ଼ କହିଛନ୍ତି କି ‘ଛାତିରେ କଷ୍ଟ ଅନୁଭବ କରିବା ଦ୍ୱାରା ତାଙ୍କୁ ଜରୁରୀକାଳୀନ ବିଭାଗରେ ଆଡ଼ମିଟ କରାଯାଇଛି। ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଛନ୍ତି। ସେ କହିବା ସମୟରେ କହିଥିଲେ କି ଆନ୍ନାଙ୍କ ଅବସ୍ଥା ସ୍ଥିର ରହିଛି।’

କହିରଖିବୁ ମହାରାଷ୍ଟ୍ର ନିବାସୀ ଆନ୍ନା ହଜାରେ ଯାହାଙ୍କର ବୟସ ପ୍ରାୟ ୮୪ ପାଖାପାଖି ହେବ ସେ ଦେଶର କେତେକ ବଡ଼ ବଡ଼ ଆନ୍ଦୋଳନରେ ନେତୃତ୍ୱ ନେଇସାରିଛନ୍ତି। ସୂଚନା ଅଧିକାର ପାଇଁ ସେ ବି କାର୍ଯ୍ୟ କରିଛନ୍ତି ବୋଲି ଜଣା ଯାଇଛି। ୨୦୧୧ ମସିହାରେ ଜନ ଲୋକପାଳ ବିଲ ଆଣିବା ନିମନ୍ତେ ଦେଶବ୍ୟାପୀ ଆମରଣ ଅନଶନ କରିଥିଲେ । ଆନ୍ନା ହଜାରେ ମାନ୍ୟବର ଭାରତ ସରକାରଙ୍କ ଠୁ ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *