ଆପଣମାନେ ଜାଣିଥିବେ ବହୁତ ଜଲ୍ଦି ଭାରତୀୟ ମୁଦ୍ରାରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ମୁଦ୍ରାରେ ବର୍ତ୍ତମାନ ହେବ ଏକ ବଡ଼ ପରିବର୍ତ୍ତନ। ସେଥିରେ ରହିବ ପ୍ରସିଦ୍ଧ ବୈଜ୍ଞାନିକ ଏପିଜେ ଅବଦୁଲ କଲାମ କିମ୍ବା ସାହିତ୍ୟିକ ରବୀନ୍ଦ୍ର ନାଥ ଟାଗୋରଙ୍କ ଫଟୋ। ସମସ୍ତ ବ୍ୟାଙ୍କର ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ପ୍ରସିଦ୍ଧ ବୈଜ୍ଞାନିକ ଏପିଜେ ଅବଦୁଲ କଲାମ କିମ୍ବା ସାହିତ୍ୟିକ ରବୀନ୍ଦ୍ର ନାଥ ଟାଗୋରଙ୍କ ଫଟୋ। ଏହାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଅନ୍ୟ ଦେଶ ସହିତ ତୁଳନା କରି ଭାରତୀୟ ନୋଟକୁ କିଛି ଅଲଗା କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି।

ବିଶ୍ଵ ସାରା ଅନେକ ଦେଶ ରହିଛି ଯେଉଁଠାରେ ଜଣେ ମାତ୍ର ପ୍ରସିଦ୍ଧ ବ୍ୟକ୍ତିଙ୍କ ଫଟୋ ରହିଛି। ଭାରତୀୟ ମୁଦ୍ରାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଛି। ସେହିପରି ଚାଇନାର ଜାତୀୟ ମୁଦ୍ରାରେ କେବଳ ମାଓ ଜେଡଙ୍ଗଙ୍କ ଫଟୋ ରହିଛି। ଏହା ଏଥିପାଇଁ କରାଯାଇଛି ଯେ, ଚାଇନାର ଏକତା ବଜାୟ ରହିବ। ପାକିସ୍ତାନର ସମସ୍ତ ମୁଦ୍ରାରେ ମହମ୍ମଦ ଅଲି ଜିନାଙ୍କ ଫଟୋ ରହିଛି। ପାକିସ୍ତାନର ସମସ୍ତ ଲୋକ ତାଙ୍କୁ ତାଙ୍କ ଦେଶର ଜାତୀୟ ପିତା ବୋଲି ମାନି ଥାଆନ୍ତି। ତେବେ ଭାରତ, ଚାଇନା ଏବଂ ପାକିସ୍ତାନ ଦେଶରେ ତାଙ୍କ ମୁଦ୍ରାରେ କେବଳ କିଛି ମହାପୁରୁଷଙ୍କ ଫଟୋ ରହିଛି। ବାଂଲାଦେଶ ମୁଦ୍ରାରେ ମୁଜିବୁର ରେହାମାନଙ୍କ ଫଟୋ ରହିଛି। ରୁଷିଆର ବର୍ତ୍ତମାନର ମୁଦ୍ରାରେ ଅନେକ ମହାପୁରୁଷଙ୍କ ଫଟୋ ରହିଛି ଅଲଗା ଅଲଗା ନୋଟରେ। ଅନେକ ମହାପୁରୁଷ ଏବଂ ବହୁତ ଚର୍ଚ୍ଚିତ ସ୍ଥାନ ଗୁଡିକର ଫଟୋ ମଧ୍ୟ ରହିଛି।
ଭାରତ ଆଜାଦ ହେବା ଆଗରୁ ଭାରତର ଏଭଳି ମୁଦ୍ରା ନଥିଲା। ୧୯୯୬ ପୂର୍ବରୁ ଥିବା ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ନଥିଲା। ଏହାପରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଏହାକୁ ପ୍ରକାଶ କରାଯାଇଥିଲା। ଏହା ପରଠାରୁ ଭାରତୀୟ ପ୍ରତ୍ୟେକ ମୁଦ୍ରାରେ ଗାନ୍ଧୀଙ୍କ ଫଟୋ ଦେଖିବାକୁ ମିଳିଥିଲା। ୧୯୯୬ ମସିହା ପରଠାରୁ ପ୍ରତ୍ୟକ ନୋଟରେ ଭାରତୀୟ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିବାକୁ ମିଳିଥିଲା। କାରଣ ସେ ସାରା ବିଶ୍ୱରେ ଜଣ3 ପ୍ରସିଦ୍ଧ ନେତା ଭାବରେ ପରିଚିତ। ବର୍ତ୍ତମାନ ଏକ କଥା ଚିନ୍ତା କରାଯାଉଛି ଯେ, କିଛି ନୋଟରେ ଏପିଜେ ଅବଦୁଲ କଲାମ କିମ୍ବା ସାହିତ୍ୟିକ ରବୀନ୍ଦ୍ର ନାଥ ଟାଗୋରଙ୍କ ଫଟୋ ରହିବାକୁ ଯାଉଛି। କିନ୍ତୁ ଏନେଇ ଆଗକୁ ଉଠିବାକୁ ଥିବା ବିଭିନ୍ନ ଆପତ୍ତିଜନକ କଥା ନେଇ ବର୍ତ୍ତମାନ ଭାରତ ସରକାର ଚିନ୍ତାରେ। ତେବେ ଭାରତର ରିଜର୍ଭ ବ୍ୟାଙ୍କ ଏହା ଉପରେ ବହୁତ ଜଲ୍ଦି ଏକ ନିଷ୍ପତ୍ତି ନେବାକୁ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।