ବ୍ୟୁରୋ ରିପୋର୍ଟ: ଦେଶରେ ବଢୁଛି କ-ରୋ-ନା ସଂକ୍ର-ମଣ। ବଢ଼ିବାରେ ଲାଗିଛି କୋ-ଭି-ଡ ସଂକ୍ର-ମଣ। ଦୈନିକ ଆ-କ୍ରା-ନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ଖସିବା ପରେ ପୁଣି ବଢିଛି।
ତେବେ ବିଶେଷ ରିପୋର୍ଟ ରୁ ଜଣା ଯାଇଛି କି ପାଖାପାଖି ୨୪ ଘଣ୍ଟାରେ ୧୫୦୦୦ କ-ରୋ-ନା ସଂକ୍ର-ମିତ ହୋଇଛନ୍ତି ଚିହ୍ନଟ। ତେବେ ପାଖାପାଖି ୨୪ ଘଣ୍ଟାରେ ୧୫୫୨୮ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଜଣା ଯାଇଛି।
India records 15,528 new COVID19 cases today; Active caseload at 1,43,654 pic.twitter.com/VgTiwGrYp6
— ANI (@ANI) July 19, 2022
VBତେବେ ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୯ ଲକ୍ଷରୁ ବେଶୀ ପଜିଟିଭ ହୋଇଛନ୍ତି ଚିହ୍ନଟ।
ତେବେ ଦେଶରେ ସକ୍ରିୟ ମାମଲା ରିପୋର୍ଟ କଥା ଆଲୋଚନା କରିବା ତ ତଥ୍ୟରୁ ଜଣା ଯାଇଛି ସକ୍ରିୟ ମାମଲା ୧୪୩୬୫୪ ଓ ପ୍ରାୟ ୪ କୋଟି ୩୧ ଲକ୍ଷ ୧୩ ହଜାର ୬୨୩ ଆ-କ୍ରା-ନ୍ତ ସୁସ୍ଥ ହୋଇ ଫେରିଛନ୍ତି ବୋଲି ବିଶେଷ ତଥା ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ରୁ ଜଣା ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।