ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା! ଆଉ ୪ ମାସ ମାଗଣାରେ ମିଳିବ ଚାଉଳ, ଉପକୃତ ହେବେ ୯,୧୫,୫୩୨ ସଦସ୍ୟ!

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ଆହୁରି ୪ ମାସ ମାଗଣା ମିଳିବ ଚାଉଳ। ବିଶେଷ ଖବର ଅନୁସାରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆହୁରି ୪ ମାସ ମାଗଣା ମିଳିବ ଚାଉଳ। ବିଶେଷ ରିପୋର୍ଟରୁ ଜଣା ଯାଇଛି କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି କି ଅତିରିକ୍ତ ୫ କିଗ୍ରା ଚାଉଳ ମାଗଣାରେ ବାଣ୍ଟିବାକୁ।

କହିରଖିବୁ କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ କରୋନାର ପରିସ୍ଥିତିକି ଲକ୍ଷ୍ୟ କରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତି ହିତାଧିକାରୀଙ୍କୁ ଚାଉଳ ୫ କିଗ୍ରା ମିଳିବ। କହିରଖିବୁ କି ଚାଉଳ ୨୦୨୧ ଡିସେମ୍ବରରୁ ୨୦୨୨ ମାର୍ଚ୍ଚ ଯାଏ ମିଳିବ। ଉପକୃତ ଲୋକଙ୍କ କଥା କହିବା ତ ଯାହା ବିଶେଷ ତଥ୍ୟରୁ ଜଣା ଯାଉଛି ଏହି ଯୋଜନାରେ ଥିବା ୨,୮୮,୫୮୮ ପରିବାରର ସଦସ୍ୟ କଥା ଆଲୋଚନା କରିବା ତ ୯,୧୫,୫୩୨ ସଦସ୍ୟ ଉପକୃତ ହେବେ।

Google

ତେବେ ବିଶେଷ ଖବରରୁ ଯାହା ଜଣାପଡୁଛି ୧୮,୩୧୦.୬୪୦ ଟନ ଚାଉଳ ମାସକୁ ୪,୫୭୮ ଟନରେ ୪ ମାସ ଦିଆଯିବ। ଏହା ନିମନ୍ତେ ଯାହା ବିଶେଷ ତଥ୍ୟରୁ ଜଣା ଯାଉଛି ୬୮.୧୩ କୋଟି ଟଙ୍କା ଖର୍ଚ୍ଚ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *