ଲଘୁଚାପ କ୍ଷେତ୍ର ୱେଲ ମାର୍କଡ଼ ଲୋ ରେ ହେଲା ପରିଣତ। ଆଉ ୧୨ ଘଣ୍ଟା ମଧ୍ୟରେ ଅଵପାତରେ ହୋଇପାରେ ପରିଣତ। କହିରଖିବୁ ଲଘୁଚାପ ହେବା ଦ୍ଵାରା ବର୍ଷା ହେବ ବୋଲି ଜଣା ଯାଉଛି। ସୂଚନା ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତୀ ଆଣ୍ଡାମାନ ସାଗର କ୍ଷେତ୍ରରେ ଲଘୁଚାପ କେନ୍ଦ୍ରୀଭୂତ ଗୁରୁବାର ସକାଳ ସଦୃଶ ଲଘୁଚାପର ରୂପ ଧାରଣ କରି ୧୨ ଘଣ୍ଟା ମଧ୍ୟରେ ଅଵପାତରେ ବଦଳିଯିବାର ଚାନ୍ସ ଅଛି।

କହିରଖିବୁ ଯାହା ଜଣା ଯାଉଛି ୩ ତାରିଖ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ଧାରଣ କରିପାରେ। ଉପକୂଳ ଓଡ଼ିଶା କଥା କହିବା ତ ଜଗତସିଂହପୁର,ଗଂଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ରେଡ଼ ୱାରନିଂ ଜାରି ହୋଇଛି ବୋଲି ଜଣା ଯାଉଛି। ପବନର ବେଗ କଥା କହିବା ତ ଏହା ୧୦୦ ଛୁଇଁବାର ଚାନ୍ସ ଅଛି। ମାଛ ଧରାଳି ମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ତେବେ ଆପଣ ଘରେ ରୁହନ୍ତୁ ଆବଶ୍ୟକ ସାମଗ୍ରୀ ଆଣି ଘରେ ରଖନ୍ତୁ। ବର୍ଷା ସମୟରେ ବାହାରକୁ ଯାଆନ୍ତୁ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।