ଆସନ୍ତା ୧୨ ଘଣ୍ଟାରେ ଉଗ୍ର ରୂପ ଧାରଣ କରିବ ଲଘୁଚାପ, ପାରାଦ୍ୱୀପ ଠୁ ୭୬୦ କିଲୋମିଟର ଦୂରରେ ବାତ୍ୟା

ଅଵପାତର ରୂପରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ପ୍ରାୟ ଆଗାମୀ ୧୨ ଘଣ୍ଟା ଭିତରେ ନେଇପାରେ ବାତ୍ୟାର ରୂପ। କହିରଖିବୁ ସୂଚନା ଅନୁସାରେ ଶନିବାର ସକାଳ ଭିତରେ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ଉପକୂଳରେ ପଂହଁଚିବାର ଚାନ୍ସ ଅଛି। ଶୁକ୍ରବାର ତଥା ଆଜି ଠୁ ବର୍ଷା ହେବାର ସମ୍ଭାବନା ଅଛି। କହିରଖିବୁ କି ଗୋପାଳପୁର ନିକଟରୁ ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୬୭୦ କିଲୋମିଟର ଓ ପାରାଦ୍ୱୀପ ଠୁ ୭୬୦ କିଲୋମିଟର ଦୂରରେ ଅଛି। କହିରଖିବୁ କି ଏହା ପାଖାପାଖି ୩୦ କିଲୋମିଟର ବେଗରେ ଆସୁଅଛି। ପବନର ବେଗ କଥା କହିବା ତ ଏହା ୮୦-୯୦ ରହିବାର ଚାନ୍ସ ଅଛି। ଏଚ ଆର ବିଶ୍ଵାସ ଯେ କି ପାଣିପାଗ ବିଶେଷଜ୍ଞ ସେ ଏହାର ସୂଚନା ଦେଇଛନ୍ତି।

Google

ଆଇଏମଡି ଅନୁମାନ ଅନୁସାରେ ଶୁକ୍ରବାର ଠୁ ପାଗରେ ଚେଞ୍ଜ ଦେଖା ଦେବ। ଦକ୍ଷିଣ ଓଡିଶାରେ ବର୍ଷା କେତେକ ଜାଗାରେ ପରିଲକ୍ଷିତ ହେବ। ଗଜପତି ଏବଂ ଗଂଜାମରେ ଜୋରରେ ବର୍ଷା ହୋଇପାରେ। ଜଗତସିଂହପୁର,ପୁରୀ, କୋରାପୁଟ,ରାୟଗଡ଼ାରେ ଗୋଟିଏ ଦୁଇଟି ଜାଗାରେ ବର୍ଷା ହୋଇପାରେ। ଶନିବାର ଦିନ ଏହାର ପ୍ରଭାବ ସବୁଠୁ ଅଧିକ ରହିବ। ଉପକୂଳ ଅଞ୍ଚଳରେ ବର୍ଷା ହେବ। ୨୦୦ ମିଲି ମିଟରରୁ ଅଧିକ ବର୍ଷା ହୋଇପାରେ। ପ୍ରବଳ ବର୍ଷା କଥା କହିବା ତ କଟକ , କେନ୍ଦ୍ରାପଡା ,ଖୋର୍ଦ୍ଧା, କନ୍ଧମାଳ, ରାୟଗଡା ଏବଂ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ।
ଯାଜପୁର,ମାଲକାନଗିରି, ବାଲେଶ୍ଵର ଏବଂ ଭଦ୍ରକର କେତେକ ସ୍ଥାନରେ ବର୍ଷା ହୋଇପାରେ।

ରବିବାର କଥା କହିବା ତ ଉତ୍ତର ଉପକୂଳରେ ବେଶୀ ବର୍ଷା ହେବ। ଜଗତସିଂହପୁର,ଯାଜପୁର,ଭଦ୍ରକ,କଟକ,କେନ୍ଦ୍ରାପଡା ,
ବାଲେଶ୍ଵରରେ ଅଧିକ ବର୍ଷା ହୋଇପାରେ। କହିରଖିବୁ ଆପଣ ମାନେ ଘରେ ରୁହନ୍ତୁ ଆବଶ୍ୟକ ଜିନିଷ ଆଣି ଘରେ ରଖନ୍ତୁ। ସମୁଦ୍ରକୁ ଯାଆନ୍ତୁ ନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *