ବ୍ୟୁରୋ ରିପୋର୍ଟ: ମହିଳାଙ୍କୁ ଦିଆଯିବନାହିଁ ଡ୍ରାଇଭିଂ ଲାଇସେନ୍ସ। ଏହା ଆଫଗାନିସ୍ତାନରେ ହୋଇଛି। ତାଲିବାନ କିଛି ଏମିତି ନିଷ୍ପତ୍ତି ନେଇଛି। ମୌଖିକ ରୂପେ ମହିଳା ମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ନ ଦେବାକୁ ଡ୍ରାଇଭିଂ ସ୍କୁଲର ମୁଖ୍ୟ ଜନ ଆଗା ଅଚକଯାଇ କହିଛନ୍ତି ।

ତେବେ ଏହାକୁ ନେଇ କଣ ଆପଣଙ୍କ ମତ ଆମକୁ କମେଣ୍ଟ ବିଭାଗରେ କମେଣ୍ଟ କରି ଜଣାନ୍ତୁ। ତାଲିବାନର ଏହି ନିର୍ଦେଶ ଫଳରେ ମହିଳା ମାନେ କିପରି ରିଆକ୍ଟ କରିବେ ଏହା ବି ଆଶ୍ଚର୍ଯ୍ୟକର ପରିସ୍ଥିତି ହୋଇପାରେ। କହିରଖିବୁ ବିଶେଷ ସୂତ୍ରରୁ ଜଣା ଯାଇଛି କି ଏକ ପ୍ରଶିକ୍ଷଣ ପ୍ରତିଷ୍ଟାନର ମାଲିକ ଥିବା ଆଦିଲା ଆଡିଲ କହିଛନ୍ତି କି ଆଗ ପିଢ଼ି ଯେପରି ତାଙ୍କ ମା’ଙ୍କ ପରି ସୁଯୋଗ ପାଇବେ ନାହିଁ ଏହା ତାଲିବାନ ଚାହୁଁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।