ଚାକିରୀ କରିଥିବା ଲୋକଙ୍କ ପାଇଁ ବଡ଼ ଖବର,ବଢିବ କି ପିଏଫ! ଜାଣନ୍ତୁ ସରକାରଙ୍କ ପ୍ଲାନ।

୧ ଏପ୍ରିଲରୁ କେନ୍ଦ୍ର ସରକାର ଚାକିରୀ କରିଥିବା ଲୋକଙ୍କ ପାଇଁ ବଡ଼ ପରିବର୍ତ୍ତନ କରିପାରନ୍ତି। ଚାକିରୀ କରିବା ବାଲାଙ୍କ ଗ୍ରେଚ୍ୟୁଟି, ପିଏଫ ଓ କାମକରିବାର ସମୟରେ ପରିବର୍ତ୍ତନ ହୋଇପାରେ। ଏପରି ମାନାଯାଉଛି କର୍ମଚାରୀଙ୍କ ପିଏଫରେ ବୃଦ୍ଧି ହୋଇପାରେ ଓ ଟେକ ହୋମ ସାଲାରୀ କମ ହୋଇପାରେ। ସେହିପରି କମ୍ପାନୀ ମାନଙ୍କ ବଲାନ୍ସ ସିଟରେ ପରିବର୍ତ୍ତନ କରାଯାଇପାରେ।

Google
କଣ ହୋଇପାରେ ପରିବର୍ତ୍ତନ:

କହିରଖବୁ ପୂର୍ବ ବର୍ଷ ସଂସଦରେ ପାସ କରାଯାଇଥିବା ମୁଜୁରୀ ସଂହିତା ବିଧେୟକ (କୋଡ଼ ଅଫ ବିଜେଜ ବିଲ) ପାଇଁ ପରିବର୍ତ୍ତନ ହୋଇପାରେ। ଏହି ବିଧେୟକ ଏହି ବର୍ଷ ୧ ଏପ୍ରିଲକୁ ଲାଗୁହୋଇପାରେ।

ଆସନ୍ତୁ ଜାଣିବା କେଉଁଭଳି ଓ କଣ କଣ ପରିବର୍ତ୍ତନ ହୋଇପାରେ:
୧-ସ୍ୟାଲେରିରେ ହେବ ପରିବର୍ତ୍ତନ: ସରକାରଙ୍କ ପ୍ଲାନ ଅନୁସରେ ମୂଳ ପେନସନ ମୋଟ ଦରମାର ୫୦% ବା ଅଧିକ ହେବ। ସରକାରଙ୍କ ଅନୁସାରେ ଏହା ଦ୍ଵାରା ନିୟୋକ୍ତା ଓ ଶ୍ରମିକ ଦୁହିଁଙ୍କୁ ଫାଇଦା ହେବ।

୨-ପିଏଫ ହୋଇପାରେ ବୃଦ୍ଧି: ଏହି ନୂଆ ନିୟମ ଅନୁସାରେ ଯେଉଁଠି ଆପଣଙ୍କ ପିଏଫରେ ବୃଦ୍ଧି ହେବ ସେହିପରି ସେହିପରି ଇନ ହ୍ୟାଣ୍ଡ ସ୍ୟାଲାରୀ କମ ହୋଇଯିବ। ମୂଳ ପେନସନ ଦରମାର ୫୦% ବା ଅଧିକ ହେବ। ଏହା ଦ୍ଵାରା ଲୋକଙ୍କ ଦରମା ଚେଞ୍ଜ ହୋଇପାରେ ବୋଲି ଜଣା ଯାଇପାରେ। କହିରଖବୁକି ମୂଳ ପେନସନ ବଢିବାର ଅର୍ଥ ଆପଣଙ୍କ ପିଏଫରେ ମଧ୍ୟ ବୃଦ୍ଧି ହେବ। କାରଣ ଏହା ଆପଣଙ୍କ ବେସିକ ସ୍ୟାଲାରୀ ଉପରେ ଆଧାରିତ ହେବ।

Google

୩-୧୨ ଘଣ୍ଟା କାମ କରିବାର ପ୍ରସ୍ତାବ: ଏହା ଛଡା ଅଧିକତମ କାମ କରିବାର ସମୟକୁ ୧୨ ଘଣ୍ଟା କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଛଡା ୧୫ ରୁ ୩୦ ମିନିଟ ଅଧିକ କାମ କରିବାକୁ ଓଭରଟାଇମରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ସମୟରେ ଯଦି ଆପଣ ୩୦ ମିନିଟରୁ କମ ଅଧିକ କାମ କରିଥିଲେ ଏହାକୁ ଓଭରଟାଇମରେ ସାମିଲ କରାଯାଉନଥିଲା।

୪-୫ ଘଣ୍ଟା କାମ କରିବା ପରେ ଅଧ ଘଣ୍ଟାର ବ୍ରେକ: ଏହା ଛଡା ୫ ଘଣ୍ଟାରୁ ଅଧିକ ସମୟ ଲଗାତର କାମ ଉପରେ ପ୍ରତିବନ୍ଧକ ଲଗାଯିବ। ସରକାରଙ୍କ ମାନିବା ଅଟେକି କର୍ମଚାରୀଙ୍କୁ ୫ ଘଣ୍ଟା ଲଗାତର କାମ ପରେ ଅଧ ଘଣ୍ଟାର ଆରାମ ଦିଆଯିବା ଦରକାର।

Google

୫-ରିଟାୟାରମେଣ୍ଟ ପଇସାରେ ହେବ ବୃଦ୍ଧି: ପିଏଫ ବଢିବ ଦ୍ଵାରା ରିଟାୟାରମେଣ୍ଟ ପଇସାରେ ହେବ ବୃଦ୍ଧି। ଏହା ଦ୍ଵାରା ରିଟାୟାରମେଣ୍ଟ ପରେ ଲୋକଙ୍କୁ ବହୁତ ଲାଭ ମିଳିବ। ପିଏଫ ଓ ଗ୍ରାଚ୍ୟୁଟିରେ ବୃଦ୍ଧି ହେବା ଦ୍ଵାରା କମ୍ପାନିର ଯୋଗଦାନର ମଧ୍ୟ ବୃଦ୍ଧି ହେବ କାରଣ ତାଙ୍କୁ ମଧ୍ୟ କର୍ମଚାରୀଙ୍କ ପିଏଫ ପାଇଁ ଅଧିକ ଯୋଗଦାନ ଦେବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *