ବ୍ୟୁରୋ ରିପୋର୍ଟ: ଜି-୭ ସମିଟିରେ ଭାରତକୁ ନିୟମିତ ଆମନ୍ତ୍ରଣ କରାଯାଉଛି ଯାହା ଏହି କଥାର ପ୍ରମାଣ ଅଟେକି ପଶ୍ଚିମ ଦେଶମାନେ ଏହା ମାନିଛନ୍ତି କି ମାନ୍ୟବର ପିଏମ ମୋଦିଙ୍କ ନେତୃତ୍ୱ ବିଶ୍ୱ ସାମ୍ନାରେ ଆସିବାକୁ ଥିବା ଚ୍ୟାଲେଞ୍ଜ ପାଇଁ ଭାରତକୁ ସାଥ ଦେବା ଆବଶ୍ୟକ। ଏହି କଥା ସରକାରଙ୍କ ସହିତ ଜଡିତ ଏକ ବରିଷ୍ଟ ଅଧିକାରୀ ନ୍ୟୁଜ ଏଜେନ୍ସିକୁ କହିଛନ୍ତି।

ମାନ୍ୟବର ପିଏମ ମୋଦି ଶନିବାରକୁ ଜର୍ମାନୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ବିଳନୀ ପାଇଁ ଯାଇଛନ୍ତି। ଭାରତ ୨୦୧୯ ବେୟାରିଟଜ ସମିଟି ଓ ୨୦୨୧ କୋର୍ଣବାଲ ସମିଟିରେ ଭାଗ ନେଇଥିଲା। ଯେଉଁଠି ଭାରତର ଭାଗ ନେବା ପ୍ରମୂଖ ଥିଲା।
ବରିଷ୍ଟ ଅଧିକାରୀ ନ୍ୟୁଜ ଏଜେନ୍ସିକୁ କହିଛନ୍ତି QUAD, I2U2 ଓ BRICS ଭଳି ଅନ୍ୟ ବିବିଧ ,ବହୁସଂଖ୍ୟକ ସମୂହରୁ ଏକ ସକ୍ରିୟ ରୂପରେ ଅଂଶଗ୍ରହଣ କରିଥିଲା। ଶିଖର ସମ୍ବିଳନୀ ଦୁନିଆସାରାର କୌଣସି ବି ଆବଶ୍ୟକୀୟ କାର୍ଯ୍ୟରେ ଭାରତର ପ୍ରସ୍ତାବକୁ ଆହୁରି ଦୃଢ କରିବ।

ଜି-୭ ଶିଖର ସମ୍ମିଳନୀ ସମୟରେ ଜଳବାୟୁ, ସ୍ଥାୟୀ ନିବେଶ,ବିଶ୍ୱକ ଖାଦ୍ୟ ସୁରକ୍ଷା,ବୈଶ୍ୟକ ସ୍ୱାସ୍ଥ୍ୟ ଓ ଲୋକତନ୍ତ୍ର ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ବରିଷ୍ଟ ଅଧିକାରୀ କହିଛନ୍ତି,”ଭାରତ ଏକ ଜୀବନ ଲୋକତନ୍ତ୍ର ଅଟେ ଓ ସେ ଜି-୭ ଦେଶଙ୍କ ପାଇଁ ଆଦର୍ଶ ଭାଗୀଦାର ହୋଇଯାଇଛି”।
ଜି-୨୦ର ଅଧ୍ୟକ୍ଷତା କରିବ ଭାରତ:
ଭାରତ ଏହି ବର୍ଷ ଶେଷରେ ଇଣ୍ଡୋନେସିଆରୁ ସହିତ ଜି-୨୦ ବୈଠକ ସମ୍ଭାଳିବ ଓ ଜି-୨୦ର ରାଙ୍କରେ ଜି-୭ର ସବୁ ସଦସ୍ୟ ସାମିଲ ଅଛନ୍ତି। ତାଙ୍କ ସମର୍ଥନ ଭାରତ ପାଇଁ ଆଗାମୀ ଜି-୨୦ ସଫଳତା ପାଇଁ ମହତ୍ତ୍ୱପୂର୍ଣ୍ଣ ହେବ। ଇଣ୍ଡୋନେସଆ ମଧ୍ୟ ସେହି ସଦସ୍ୟଙ୍କ ମଧ୍ୟରେ ଜଣେ ଯାହାଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ଅଧିକାରୀ ଏହା ମଧ୍ୟ କହିଛନ୍ତିକି ଭାରତ ଉର୍ଜା ସୁରକ୍ଷା ଓ ଉର୍ଜା ଟ୍ରାନଜିସନ ଭଳି ବୈଶିକ ମୁଦ୍ରାରେ ସବୁଠୁ ଆଗରେ ଅଛି ଯାହା ଜି-୭ରେ ସାମିଲ ଅଛି। ଜି-୭ ଶିଖର ସମିଳନୀରେ ବହୁତ କିଛି ଫାଇଦା ଭାରତକୁ ହେବ ବିକାଶ ପାଇଁ। ଭାରତ ଏହି ବୈସିକ ମୁଦ୍ରାରେ ସବୁଠୁ ଆଗରେ ଅଛି ଓ କ୍ଳାଇମେଣ୍ଟ ଚେଜ,କାର୍ବନ ପ୍ରାଇଜିଙ୍ଗ,ମହାମାରୀ ଉପରେ ପ୍ରତିବନ୍ଧକ,ବୈଶିକ ଖାଦ୍ୟ ସୁରକ୍ଷା ଇତ୍ୟାଦି ଦୃଷ୍ଟିକୋଣ ଆପଣାଇବ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ସମିଳନୀ ପାଇଁ ୨୬-୨୭ ଜୁନ ୨୦୨୨କୁ ଜର୍ମନ ପ୍ରେସିଡେଣ୍ଟଙ୍କ ଆମନ୍ତ୍ରଣ ଦ୍ଵାରା ସୋଲଜ ଏଲମାଉରେ ପହଁଚିବେ। ମାନ୍ୟବର ପିଏମ ମୋଦି ଏହା ପୂର୍ବରୁ ଏହି ବର୍ଷ ୨ ମଇକୁ ମଧ୍ୟ ଜର୍ମାନୀ ଯାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।