ଭାରତ ଆଗରେ ମୁଣ୍ଡ ନୁଆଇଁ ହାର ମାନିଲା ପାକିସ୍ତାନ! ଆଉ ୧୦୦ ବର୍ଷ ଯାଏ କରିବନି ଦୁଷ୍ମନି, ଦେଖନ୍ତୁ ଭିଡିଓ

ଭାରତ ଓ ପାକିସ୍ତାନର ଶତ୍ରୁତା ବହୁତ ପୁରାତନ। ଯୁଦ୍ଧ କ୍ଷେତ୍ରରୁ ଆରମ୍ଭ କରି ଅନ୍ୟ ସମସ୍ତ କ୍ଷେତ୍ରରେ ପରସ୍ପରର ଘୋର ପ୍ରତିଦ୍ୱନ୍ଦୀ ଅଟନ୍ତି। ପାକିସ୍ତାନ ଆତଙ୍କବାଦୀ ପ୍ରମୋଟ କରି କେତେକ ଦେଶର ନିରୀହ ଲୋକମାନଙ୍କୁ ହଇରାଣ କରୁଥାଏ। ଯାହା ଖବର ମିଳିଛି ପରବର୍ତ୍ତୀ ୧୦୦ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ଭାରତ ସହ ଶତ୍ରୁତା କରିବା ସମ୍ପର୍କରେ କେବେ ଭାବିବି ପାରିବନି। ପାକିସ୍ତାନ ଶାନ୍ତି ଓ ସମୃଦ୍ଧି ଉଦେଶ୍ୟରେ ଭାରତ ସହିତ ବୁଝାମଣା ଚଳାଇଛି। କାରଣ ଏବେକା ପରିସ୍ଥିତିରେ ଚୀନ ଛଡା ପୃଥିବୀର କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିବା ପାଇଁ ପ୍ରାୟ ରାଜି ନୁହଁ। ପାକିସ୍ତାନର ଦୁର୍ଦ୍ଦଶ ପରିସ୍ଥିତିରେ ମଧ୍ୟ କୌଣସି ଦେଶ ତାକୁ ସାହାଯ୍ୟ କରିନଥିଲେ।

Google

ଆଜି ପର୍ଯ୍ୟନ୍ତ ପାକିସ୍ତାନ ଭାରତ ଉପରେ ଅନେକ ଯୁଦ୍ଧ କରିଛି। କିନ୍ତୁ ପ୍ରତ୍ୟେକ ଥର ଭଳି ପରାଜୟ ହୋଇଛି। ଭାରତର ସମକକ୍ଷ ହେବାକୁ ପାକିସ୍ତାନ ଅନେକ ପ୍ରକାରର ଚେଷ୍ଟା ଚଳାଇଛି। ଜଳ, ସ୍ଥଳ, ଆକାଶପଥ ସମସ୍ତ ମାର୍ଗରେ ଭାରତ ସହ ପ୍ରତିଯୋଗିତା ଚଳାଇଥିବା ପାକିସ୍ତାନ ପରିଶେଷରେ ଭାରତ ସାମ୍ନାରେ ମୁଣ୍ଡ ନୁଆଁଇଛି। ଏହିପରି ପରିସ୍ଥିତିରେ ପାକିସ୍ତାନ ଭାରତର ସାହାଯ୍ୟ ଲୋଡିଛି। ନକ୍ସଲ ଓ ଆତଙ୍କବାଦୀଙ୍କୁ ନିଜ ଦେଶରେ ସୁରକ୍ଷା ଦେଉଥିବା ପାକିସ୍ତାନ ବର୍ତ୍ତମାନ ଭାରତର ଅଧୀନରେ।

ପାକିସ୍ତାନ ଭାରତ ସହ କୌଣସି ଯୁଦ୍ଧ କରିବାକୁ ଚାହୁଁନି। ପୂର୍ବ ଶତ୍ରୁତାକୁ ସମାପ୍ତ କରି ଏକ ନୂତନ ବନ୍ଧୁତ୍ବ ସମ୍ବନ୍ଧ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ପାକିସ୍ତାନର ନୂତନ ସୁରକ୍ଷା ନୀତିରେ ଏପରି କିଛି ନିୟମ ଉଲ୍ଲେଖ କରାଯାଇଛି। ୧୦୦ ଫର୍ଦ୍ଦ ବିଶିଷ୍ଟ ଏହି ନୂତନ ସୁରକ୍ଷାବଳୀ ରେ ଅନେକ ଉତ୍ତମ ଓ ଉଚିତ ପଦକ୍ଷେପ ଉଲ୍ଲେଖ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଭାରତ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଭାରତ ସହ କୌଣସି ଶତ୍ରୁତା କରିବା ନାହିଁ। ପାକିସ୍ତାନ ଭାରତ ସହ ନିଜ ବ୍ୟବସାୟ ବାଣିଜ୍ୟ କାରବାର ମଧ୍ୟ ବଢାଇବ। ଭାରତ ସହ ଉତ୍ତମ ବୁଝାମଣା ରଖି ଏକ ନୂତନ ବନ୍ଧୁତା ସୃଷ୍ଟି କରିବ।

ପାକିସ୍ତାନ ସରକାର ଇମ୍ରାନ ଖାନ କହିବା ମୁତାବକ, ପାକିସ୍ତାନର ଲୋକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଲୋକ ବର୍ତ୍ତମାନ ନିଜ ଜୀବିକା ନିର୍ବାହ କରିବାରେ ମଧ୍ୟ ଅସମର୍ଥ। ପ୍ରତ୍ୟକ କ୍ଷେତ୍ରରେ ପାକିସ୍ତାନକୁ ଘେରି ରହିଛି ଅର୍ଥିକ ସଙ୍କଟ। କୌଣସି ବାହ୍ୟ ପଡୋଶୀ ଦେଶ କରଜ ମଧ୍ୟ ଦେଉ ନାହାନ୍ତି। ନିଜ ବର୍ଦ୍ଧିତ ଜନ ସଂଖ୍ୟା ଏବଂ ଆର୍ଥିକ ବିପର୍ଯ୍ୟସ୍ତ ପରିସ୍ଥିତି ଦେଖି ପାକିସ୍ତାନ ସରକାର ସମେତ ପାକିସ୍ତାନ କ୍ୟାବିନେଟ ମଧ୍ୟ ବିଚଳିତ।

ପାକିସ୍ତାନର ଏହି ନିଷ୍ପତ୍ତି ଆଗରେ ତାଙ୍କର ସୈନିକ ଏବଂ ବିରୋଧୀ ଦଳ ବାଧକ୍ୟ ସାଜିପାରନ୍ତି। ଭାରତ ପାକିସ୍ତାନର ଏହି ସୁରକ୍ଷାନାମାକୁ ନେଇ କୌଣସି ତତ୍ପରତା ଦେଖାଇ ନାହିଁ। କାରଣ ପାକିସ୍ତାନ ଭାରତକୁ ଧୋକା ଦେବାର ବହୁତ ସମ୍ଭାବନା ରହିଛି ବୋଲି ଅନେକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଏହା ବ୍ୟତୀତ ପାକିସ୍ତାନ ସରକାରଙ୍କ ମୋଦୀ ସରକାର ସହିତ ସମ୍ପର୍କ ମଧ୍ୟ ଭଲ ନାହିଁ। ତେବେ ଦେଖାଯାଉ ଏହି ତଥ୍ୟ କେତେ ସତ୍ୟ ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *