ଭାରତ ସହ ଦୁଷ୍ମନି ପଡିଲା ଭାରି! ଚିନ୍ତାରେ ତୁର୍କୀ, କଣ କରିବ? ଜାଣନ୍ତୁ ସମ୍ପୂର୍ଣ୍ଣ

ଜାତିସଂଘରେ କାଶ୍ମୀରକୁ ନେଇ ତୁର୍କୀର ମତ ବିରୋଧ ବହୁତ କମି ଯାଇଛି। ୨୦୨୧ ରେ ତୁର୍କୀ କାଶ୍ମୀର କଥାକୁ ନେଇ ଭାରତର ବହୁତ ବିରୋଧ କରୁଥିଲା। ଏହି ସମୟରେ ତୁର୍କୀର ରାଷ୍ଟ୍ରପତିକୁ ବିଶ୍ୱାସ ନ ଥିଲା କି ଭାରତ ତାର ସବୁଠାରୁ କୋମଳ ଜାଗାକୁ ନେଇ ଆ- କ୍ର- ମ-ଣ କରିବ ବୋଲି।

୨୦୨୧ ରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତୁର୍କୀର ରାଷ୍ଟ୍ରପତିଙ୍କ ବୟାନ ପରେ ସେ ସାଇପ୍ରସର ଅର୍ଥନୀତି ମନ୍ତ୍ରୀଙ୍କ ସହିତ ଦେଖା କରି ଏକ ବଡ ବୟାନ ଦେଇ ଦେଇଥିଲେ। ସାଇପ୍ରସ ଆଗରେ କାଶ୍ମୀରର କଥା ତ କିଛି ବି ନୁହେଁ। ସେଠାରେ ତୁର୍କୀ ବହୁତ କିଛି କଥା ଲୁଚେଇ ରଖିଛି।

ଏହାପରେ ଭାରତ ମଧ୍ୟ ତାର ଅଫିସିଆଲ ଆକାଉଣ୍ଟରେ ଏହି ବିଷୟରେ ଉଲ୍ଲେଖ କରିଥିଲା। ଏହାର ବର୍ଷେ ପରେ ତୁର୍କୀର ରାଷ୍ଟ୍ରପତିଙ୍କୁ ପୁଣି ଥରେ ଜାତିସଂଘରେ କହିବାକୁ ସୁଯୋଗ ମିଳିଥିଲା। ମାତ୍ର ଏଥର ସେ କାଶ୍ମୀର ବିଷୟରେ ଅଧିକ କିଛି କହିନଥିଲେ। ସେ କାଶ୍ମୀର ବିଷୟରେ ତ ଏତେ ଶୀଘ୍ର ଛାଡି ପାରି ପାରିବେ ନାହିଁ। ତେଣୁ ସେ କେବଳ କହିଥିଲେ କି କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହେବା ଦରକାର।

ସେପ୍ଟେମ୍ବର ୭ ରେ ନ୍ୟୁଜ ଆସିଲା କି ସେ ତାର ଡ୍ରନ ଭାରତକୁ ଦେବାକୁ ମନା କରିଥିଲା। ଆଉ କହିଥିଲେ କି ସେ କେବଳ ନିଜର ବନ୍ଧୁରାଷ୍ଟ୍ର ପାକିସ୍ଥାନ ଆଉ ୟୁକ୍ରେନକୁ ହିଁ ଦେବ।

ଭାରତର ଲୋକ ଭାବିଥିଲେ କି ଆମେ ତ ସେମାନଙ୍କୁ ଏ ବିଷୟରେ କିଛି ବି ମାଗି ନ ଥିଲୁ ସେମାନେ ଆମକୁ ନ ଦେବା ପାଇଁ କାହିଁକି କହିଥିଲେ। କାରଣ ଏହି ଡ୍ରନ ଯିଏ ତିଆରି କରୁଛି ସେ ହେଉଛି ତୁର୍କୀର ରାଷ୍ଟ୍ରପତିଙ୍କ ଜ୍ୱାଇଁ। ତାଙ୍କର ସ୍ଥିତି ଏତେ ଖରାପ ଅଛି କି ସେ ଏଥର ନିର୍ବାଚନ ହରି ପାରନ୍ତି। ବିଶେଷ ରିପୋର୍ଟ ଅନୁସାରେ ଆମେରିକାର ନ୍ୟୁଜ ଚ୍ୟାନେଲ ମାନେ କହିଛନ୍ତି କି ତୁର୍କୀ ଆଉ ଗ୍ରୀସ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ କଥା ଟିକେ ଟିକେ ବୁଝା ପଡିଲା କି କାହିଁକି ତୁର୍କୀର ରାଷ୍ଟ୍ରପତି ଭାରତ ସହିତ ମିଟିଙ୍ଗ କରିବାକୁ ଏତେ ଆଗଭର ହେଉଥିଲେ।

ପୂର୍ବ ୮ ବର୍ଷ ମଧ୍ୟରେ ଭାରତର ସବୁ ପଲିସି ଭଲ ଚାଲିଥିବା ସମୟରେ ତୁର୍କୀଙ୍କ ରାଷ୍ଟ୍ରପତିଙ୍କ ସମସ୍ତ ପଲିସି ତାଙ୍କର ବିପକ୍ଷରେ ରହିଛି। ଯେହେତୁ ତୁର୍କୀ ଆଉ ଗ୍ରୀସ ମଧ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି ତେଣୁ ଦୁହେଁ ନାଟୋର ସଦସ୍ୟ ହୋଇ ଥିବାରୁ ଏହି କଥାରେ ନାଟୋ କାହାର ବି ପକ୍ଷ ନେବ ନାହିଁ। ତେଣୁ ତୁର୍କୀକୁ ଡର ଅଛି କି ଏହି ସମୟରେ ଭାରତ ଗ୍ରୀସର ସହାୟତା କରିପାରେ।

Leave a Reply

Your email address will not be published.