ବ୍ୟୁରୋ ରିପୋର୍ଟ: ଭାରତୀୟ ବାୟୁସେନା ପୁଣିଥରେ ନିଜ ଶକ୍ତିର ପରିଚିତ ଦେଇଛି ଏବଂ ଚୀନ, ଜାପାନ ଓ ଫ୍ରାନ୍ସ ଭଳି ଶକ୍ତିଶାଳୀ ଦେଶକୁ ପଛକୁ କରିଦେଇଛି। ଡବ୍ଲୁଡିଏମଏମଏ ଯେଉଁ ୨୦୨୨ରେ ରାଙ୍କିଙ୍ଗ ଜାରି କରିଛି ସେଥିରେ ସେଇଣ୍ଡିଆନ ଏୟାରଫୋର୍ସକୁ ଚୀନ,ଜାପାନ ଓ ଫ୍ରାନ୍ସର ଏୟାରଫୋର୍ସ ଉପରେ ରଖାଯାଇଛି। ଖାସ କରି ଚୀନ ବାୟୁସେନାଠୁ ଭାରତୀୟ ବାୟୁସେନାକୁ ଉପରେ ରଖିବା ପ୍ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଥିଲା। ଏହିଥିରୁ ଜଣାପଡୁଛି ଭାରତୀୟ ବାୟୁସେନାର ପ୍ରସ୍ତୁତି କେଉଁ ଭଳି ରହିଛି।

ଚୀନଠୁ ଆଗରେ ଇଣ୍ଡିଆନ ଏୟାରଫୋର୍ସ:
ଡବ୍ଲୁଡିଏମଏମଏ ବର୍ଷ ୨୦୨୨ରେ ଗ୍ଲୋବାଲ ୱାଲଡ ପାୱାର ରାଙ୍କିଙ୍ଗ ପ୍ରକାସିତ କରିଛି। ଯେଉଁଥିରେ ବାୟୁସେନାକୁ ପିପୁଲ ଲିବୋରେସନ ଆର୍ମିଠୁ ଉପରେ ରଖାଯାଇଛି। ଏହି ରିପୋର୍ଟ ଅନୁସାରେ ବିଶ୍ୱର ସମସ୍ତ ଦେଶରେ ବାୟୁସେନାର ଲଢେଇ ବିମାନର କ୍ଷମତା ଅନୁସାରେ ତାଙ୍କୁ ସ୍ଥାନ ଦିଆଯାଇଥାଏ। କେବଳ ଚୀନ ଏୟାରଫୋର୍ସ ନୁହେଁ ଇଣ୍ଡିଆନ ଏୟାରଫୋର୍ସକୁ ଜାପାନ, ଫ୍ରାନ୍ସ ଓ ଇଜରାଇଲ ଏୟାରର୍ଫୋସଠୁ ମଧ୍ୟ ଉପରେ ରଖାଯାଇଛି।
କଣ ଅଟେ ଡବ୍ଲୁଡିଏମଏମଏ:
ୱାଲଡ଼ ଡ଼ିଆରେକ୍ଟରି ଅଫ ମୋର୍ଡନ ମିଲିଟ୍ରି ଏୟରକ୍ରାପ୍ଟ ଅଲଗା ଅଲଗା କ୍ଷମତା ଅନୁସାରେ ଅଲଗା ଅଲଗା ଦେଶର ବାୟୋସେନାର ମୁଲ୍ୟଙ୍କନ କରିଥାଏ। ଏହା ଏକ ପ୍ରାଇଭେଟ ସଂସ୍ଥା ଅଟେ ଓ ଏହାକୁ ପୁରା ନିରପକ୍ଷ ମାନା ଯାଇଥାଏ।ଏହା ବିଶ୍ୱର ସବୁ ସେନା ଉପରେ ନଜର ରଖିଥାଏ ଓ ବିସ୍ତାର ରୂପରେ ତାଙ୍କ ଶକ୍ତି ଓ କମଜୋରିକୁ ବର୍ଣ୍ଣନା କରିଥାଏ। ଏହା ଦୁନିଆର ୯୮ ଦେଶର ଏୟାରଫୋର୍ସ ଉପରେ ନଜର ରଖିଥାଏ। ୧୨୪ ବିମାନ ସେବାକୁ କଭର କରିଥାଏ। ଏହା ସହିତ ହିଁ ଡବ୍ଲୁଡିଏମଏମଏ ଦୁନିଆର ୪୭,୮୪୦ ବିମାନକୁ ଫଲୋ କରିଥାଏ।

ଡବ୍ଲୁଡିଏମଏମଏ କିପରି ପ୍ରସ୍ତୁତ କରିଥାଏ ରିପୋର୍ଟ:
ଦୁନିଆ ସାରାର ବାୟୁସେନାର ରିପୋର୍ଟ ପ୍ରସ୍ତୁତ ପାଇଁ ଡବ୍ଲୁଡିଏମଏମଏ ଏକ ସୂତ୍ର ପାଳନ କରିଥାଏ। ଡବ୍ଲୁଡିଏମଏମଏ ଅଲଗା ଅଲଗା ଦେଶର ବାୟୁସେନା ଉପରେ ରିସର୍ଚ୍ଚ କରିଥାଏ। ଆଧୁନିକରଣ, ରକ୍ଷାକ୍ଷଣତା, ଆକ୍ରମଣ କ୍ଷଣତା ଉପରେ ଧ୍ୟାନ ଦିଆ ଯାଇଥାଏ। କେବଳ ଅଧିକ ବିମାନ ଥିଲେ ହେବନି ତାର କ୍ଷଣତା ଅନୁସାରେ ହିଁ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।
କଣ କହୁଛି ୨୦୨୨ର ରିପୋର୍ଟ:
ଡବ୍ଲୁଡିଏମଏମଏ ରିପୋର୍ଟ ଅନୁସାରେ ୟୁନାଇଷ୍ଟେସ ଏୟାରଫୋର୍ସ-୨୪୨.୯ କୁ ପ୍ରଥମ ସ୍ଥାନରେ ରଖାଯାଇଛି। ଆମେରିକର ବିମାନଶକ୍ତି ବହୁତ ମଜଭୁତ ଅଟେ ଓ ଆଗାମୀ ସମୟରେ ଏହା ଆହୁରି ମଜଭୁତ ହୋଇ ଚାଲିବ। ତେବେ ଏହାକୁ ନେଇ ଆପଣଙ୍କ ମତ କଣ କମେଣ୍ଟ ବିଭାଗରେ ଜଣାନ୍ତୁ। ଭାରତର ସ୍ଥିତି ଏବେ ବିଦେଶ ମଧ୍ୟ ଉଚ୍ଚସ୍ତରୀୟ ଅଟେ। ଭାରତ ବନିଲା ମହାଶକ୍ତିଶାଳୀ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।