ନମ୍ବର ୪ ରେ ଖେଳିବେ ରବୀନ୍ଦ୍ର ଜାଡେଜା! ଏହି CSK କ୍ରିକେଟରଙ୍କ ବଡ଼ ବୟାନ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟର ରବିନ ଉଥାପାଙ୍କ ମାନିବା ଅଟେକି ରବିନ୍ଦ୍ର ଜାଡେଜାଙ୍କୁ ନମ୍ବର ୪ରେ ପଠାଇବାର ଫଇସଲା ସଠିକ ଅଟେ,ଯାହାର ଅନୁମାନ ଏସିଆ କପରେ ପାକିସ୍ତାନ ବିରୁଦ୍ଧରେ ମ୍ୟାଚରେ କେହି ପ୍ରାୟ କରିନଥିବେ। ରିଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିଲା ନାହିଁ କାରଣ ଭାରତ ଦିନେସ କାର୍ତ୍ତିକଙ୍କ ଉପରେ ଫିନିସର ପାଇଁ ଭରସା କଲା। ଏହାର କାରଣ ଅଟେକି ଭାରତର ଟପ ୬ ସବୁ ବ୍ୟାଟ୍ସମ୍ୟାନ ଡାହାଣହାତୀ ଥିଲେ।

Google

ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନର ଉଠିଲା ଦାବି:

ଅଷ୍ଟମ ଓଭରର ଶେଷରେ ଯେବେ ରୋହିତ ଶର୍ମା ଆଉଟ ହେଲେ ଚତ୍ରୁର୍ଥ ନମ୍ବରରେ ରବିନ୍ଦ୍ର ଜାଡେଜା ବ୍ୟାଟିଙ୍ଗ ପାଇଁ ଓହ୍ଲାଇଥିଲେ ଓ ସେ ଶେଷ ପର୍ଯ୍ୟନ୍ତ ବ୍ୟାଟିଙ୍ଗ ପରି ୨୯ ବଲରେ ୩୫ ରନର ପାରି ଖେଳିଥିଲେ। ସେ ସୂର୍ଯ୍ୟ କୁମାର ଯାଦବଙ୍କ ସହ ୩୬ ଓ ହାର୍ଦିକ ପାଣ୍ଡ୍ୟାଙ୍କ ସହ ୫୨ ରନର ପାର୍ଟନରସିପ କରିଥିଲେ।

ଏହି ଖେଳାଳିଙ୍କୁ କହିଲେ ଚତ୍ରୁର୍ଥ ନମ୍ବର ପାଇଁ ଉପଯୁକ୍ତ:

ଜାଡେଜା ପିଚରେ ରହିବା ଦ୍ଵାରା ପାକିସ୍ତାନ ନିଜ ସ୍ପିନର ମହମ୍ମଦ ନବାଜଙ୍କ ଓଭର ପୁରା କରିପାରିଲା ନାହିଁ,ଯିଏକି ଶେଷ ଓଭର ପକାଇଲେ ଓ ଜାଡେଜାଙ୍କୁ ଆଉଟ କଲେ। ସେବେ ପର୍ଯ୍ୟନ୍ତ ଭାରତ ଲକ୍ଷର ପାଖାପାଖି ପହଁଞ୍ଚିଯାଇଥିଲା। ଭାରତ ଦୁଇ ବଲ ଥାଇ ମ୍ୟାଚ ଜିତିଲା।

Google

କେହି ମଧ୍ୟ ନଥିବେ:

ଉଥାପା କହିଛନ୍ତି,”କେହି ଏହା ଭାବିନଥିବେ କି ଜାଡେଜା ୪ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଆସିବେ। ମତେ ବାସ୍ତବରେ ଏହି ଫଇସଲା ବହୁତ ପସନ୍ଦ ଆସିଲା ଓ ଏଥିପାଇଁ ପାକିସ୍ତାନର ସ୍ପିନର ନବାଜଙ୍କୁ ଶେଷ ଓଭର ପର୍ଯ୍ୟନ୍ତ ରଖାଯାଇଥିଲା କିନ୍ତୁ ଭାରତ ସୁନ୍ଦର ଭାବେ ଖେଳ ଶେଷ କଲା”।ସେ ଆଗକୁ କହିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା ଆରମ୍ଭରେ ଧିମା ବୋଲିଙ୍ଗ ସାମ୍ନାରେ ଅସୁବିଧାରେ ଦେଖାଯାଇଥିଲେ କିନ୍ତୁ ପାକିସ୍ତାନ ପାୱାର ପ୍ଲେ ରେ ସ୍ପିନରଙ୍କୁ ଆଣି ଭୁଲ କରିଥିଲେ”।

ଭାରତ ୫ ୱିକେଟରେ ଜିତିଲା:

ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ସୁନ୍ଦର ପ୍ରଦର୍ଶନ କରି ଭାରତକୁ ୫ ୱିକେଟରେ ବିଜୟ ଦେଇଥିଲେ। ବରିଷ୍ଟ ବୋଲର ଭୁବନେଶ୍ୱର କୁମାର ସୁନ୍ଦର ବୋଲିଙ୍ଗ କରି ୪ ଟି ୱିକେଟ ନେଇଥିଲେ। ସେ ତୃତୀୟ ଓଭରରେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ଆଉଟ କରିଥିଲେ। ସେ ଶେଷ ଓଭରରେ ସାଦାବ ଖାନ,ଆସିକ ଅଲ୍ଲୀ ଓ ନସିମ ସାହାଙ୍କୁ ଆଉଟ କରିଥିଲେ।

Leave a Reply

Your email address will not be published. Required fields are marked *