କେନ୍ଦ୍ରାପଡାରେ ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ! ଓଡିଶା ସରଗମ, ପଢନ୍ତୁ ପୁରା ଖବର

ଆପଣଙ୍କୁ କହିରଖିବୁ ବିଶେଷ ରିପୋର୍ଟ ଅନୁସାରେ କେନ୍ଦ୍ରାପଡ଼ାରେ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ ସେଠାରେ ହେବାକୁ ଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧,୦୨,୨୭୫ କୋଟି ବିଶିଷ୍ଟ କେନ୍ଦ୍ରାପଡାର ମହାକାଳପଡ଼ାରେ ହେବାକୁ ଯାଉଥୁବା ଷ୍ଟିଲ ପ୍ଲାଣ୍ଟକୁ ସ୍ୱୀକୃତି ମିଳିଛି।

Google

ଏହି ଷ୍ଟିଲ ପ୍ଲାଣ୍ଟରେ ବର୍ଷକୁ ୨୪ ମେଟ୍ରିକ ଟନ ଉତ୍ପାଦନ କରିବ ଏହା ସହ ଏହି ଷ୍ଟିଲ ପ୍ଲାଣ୍ଟ ହେବା ଦ୍ଵାରା ଏଥିରେ ୧୬ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ। ଏହା ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କୁହାଯାଉଛି। ଏହା ଅଧିକ ଆଧିନିକ ଜ୍ଞାନ କୌଶଳ ଦ୍ଵାରା ଇପ୍ସାତ ତିଆରି କରିବ। ରିପୋର୍ଟ ଅନୁସାରେ ଏହି ପ୍ଲାଣ୍ଟ ଦ୍ଵାରା ବର୍ଷକୁ ୧୮.୭୫ ମେଟ୍ରିକ ଟନ ସିମେଣ୍ଟ ମଧ୍ୟ ଉତ୍ପାଦନ ହୋଇପାରିବ। ଏହା ଦେଶରେ ସବୁଠୁ ବଡ଼ ସିମେଣ୍ଟ ଉତ୍ପାଦନ କ୍ଷଣତା ସହ ଏହା ଦ୍ଵାରା ଅନେକ ଲୋକ ଉପକାର ହେବେ।

କେନ୍ଦ୍ରାପଡାରେ ସଠିକ ଗମନାଗମନ ସୁବିଧା ଆଦି ରହିଥିବାରୁ ଏଠାରେ ଏହାକୁ ପ୍ରତିଷ୍ଠା କରାଯିବ।ସବୁ ପ୍ରକାର ସୁବିଧା ଏଠାରେ ରହିଅଛି। ଏତେ ବଡ଼ ପ୍ରକଳ୍ପରେ ରାଜ୍ୟରେ ଅନେକ ବେକାରୀ ସମସ୍ୟା ଦୂର ହେବ। ରିପୋର୍ଟ ଅନୁସାରେ ଏହି ବୃହତ ପ୍ରଜେକ୍ଟଟି ସରୁ ସରୁ ପ୍ରାୟ ୭ ବର। ଏହି ବଡ଼ ପ୍ରକଳ୍ପ ପୂର୍ଵ ଏକ ବର୍ଷରେ ୨.୭୦ କୋଟି ପୁଞ୍ଜି ନିବେଶପ୍ରାପ୍ତ କରିବା ସହ ୭୭ ହଜାର ଲୋକଙ୍କ ନିଯୁକ୍ତି କରିବାରେ ସକ୍ଷମ କ୍ଷମତା ରଖିଛି ବୋଲି ଜଣା ଯାଉଛି। ଏହି ପରି ବଡ଼ ବଡ଼ ପ୍ରକଳ୍ପ ଦ୍ଵାରା ଅନୁମାନ କରାଯାଉଛିକି ବର୍ଷ ୨୦୩୦ ମଧ୍ୟରେ ରାଜ୍ୟ ୧୦୦ ମେଟ୍ରିକ ଟନ ଇପ୍ସାତ ଉତ୍ପାଦନ କରିପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *