ହଲରେ ଧମାଲ କଲା KGF-2! ଦର୍ଶକ ପାଇଁ ଆସିବ ଖୁସି ଖବର! ଆସିବ ପାର୍ଟ-୩!

ବ୍ୟୁରୋ ରିପୋର୍ଟ: କେଜିଏଫ ହଲରେ ରିଲିଜ ହୋଇଛି ଏବଂ ଏହା ଧମାଲ କରିଛି। ୟଶଙ୍କ ଅଭିନୟରେ ଏହି ଫିଲ୍ମ ହିଟ ହୋଇଛି। ସୋସିଆଲ ମିଡିଆରେ ଏହି ଫିଲ୍ମ ଟ୍ରେଣ୍ଡ କରୁଛି। ଦର୍ଶକ ମାନେ ଚଳଚ୍ଚିତ୍ରକୁ ଲାଇକ କରୁଛନ୍ତି ବୋଲି ଜଣା ଯାଉଛି। ତେବେ ଆସିଛି ଏକ ଖୁସି ଖବର।

KGF ପାର୍ଟ 2 ପରେ ଆସିବ KGF ପାର୍ଟ 3। ଯାହା ବିଶେଷ ରିପୋର୍ଟରୁ ଜଣା ଯାଉଛି KGF ପାର୍ଟ 3 ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।

KGF ପାର୍ଟ 1 ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ବେଳେ KGF ପାର୍ଟ 2 ଏହି ବର୍ଷ ମୁକ୍ତିଲାଭ ହୋଇଛି। ପ୍ରଶାନ୍ତ ନିଲ ହିନ୍ଦୁସ୍ତାନ ଟାଇମ୍ସ ସହିତ ଆଲୋଚନା ବେଳେ ଏହି ପ୍ରଶ୍ନ ପଚାରାଯାଇଥିଲା ସେ କହିଥିଲେ କି ଶୀଘ୍ର ଏହା ସମ୍ପର୍କରେ କହିବା ଉଚିତ ହେବ ନାହିଁ। ତେବେ KGF 3 ଆସିବା ଉପରେ ଆପଣମାନଙ୍କର ମତ କଣ ତାହା କମେଣ୍ଟ ବିଭାଗରେ ଜଣାନ୍ତୁ।

 

ତେବେ ବିଶେଷ ରିପୋର୍ଟ ଅନୁସାରେ KGF ପାର୍ଟ 1 ରେ ୧୫ କୋଟି ୟଶ ନେଇଥିବା ବେଳେ ପାର୍ଟ 2 ପାଇଁ ୧୦ କୋଟି ବଢିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *