ସତ କହି ବଞ୍ଚିଗଲେ ଅଭିଯୁକ୍ତ, ଆଜୀବନ କାରାଦଣ୍ଡରୁ ପାଇଲେ ୩ ବର୍ଷର ସଜା! ପଢନ୍ତୁ ପୁରା ଖବର

କଥାରେ ଅଛି ସତ କହିବା ଦ୍ଵାରା ସବୁ ଜିନିଷର ସମାଧାନ ହୋଇପାରିଥାଏ। ଆଜି ଏପରି ଏକ ବଡ଼ ଉଦାହରଣ ଏଠାରେ ଦେଖିବାକୁ ମିଳିଛି। ଡ୍ରଗସ ମାଫିଆ ଏଲ ଚାପୋଙ୍କ ସ୍ତ୍ରୀ ଏମା କରୋନେଲ ଏଇସପୁରୋଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଆପଣଙ୍କୁ କହିରଖିବୁ ତାଙ୍କୁ ଗତ ଫେବୃଆରୀରେ ପୋଲିସ ଗିରଫ କରିଥିଲା। ୩୨ ବର୍ଷୀୟ ଏମା ମାନି ନେଇଥିଲେ କି ସେ ନିଜ ସ୍ୱାମୀଙ୍କ ସବୁ ଅପରାଧରେ ଭାଗୀ ରହିଥିଲେ। ସେ ଆମେରିକା ଜେଲରୁ ନିଜ ସ୍ୱାମୀଙ୍କୁ ସୁଡ଼ଙ୍ଗ ଯୋଗେ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥିଲେ।

ଏମାଙ୍କ ଉପରେ ଯେଉଁଭଳି ସବୁ ଅଭିଯୋଗ ଥିଲା ଓ ଯେଉଁ ଭଳି ଦୋଷୀ ସାବ୍ୟସ୍ତ ହୋଇଥିଲେ ସମସ୍ତେ ଭାବୁଥିଲେକି ତାଙ୍କ ସ୍ବାମିଙ୍କ। ପରି ତାଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ମିଳିଯିବ କିନ୍ତୁ ଏପରି ହୋଇନି। କହିରଖିବୁ କାରଣ ସରକାରୀ ଓକିଲ ତାଙ୍କ ସତ ପରେ ବିନମିତ୍ରା ପାଇଁ କୋର୍ଟରେ ଆବେଦନ କରିଥିଲେ ଯାହାକୁ କୋର୍ଟ ଗ୍ରହଣ କରାଯାଇଛି। ଆପଣଙ୍କୁ ଏହା ମଧ୍ୟ କହିରଖିବୁ ଏମା, ସାନାଲୋଆ କାର୍ଟେଲଙ୍କ ସହ ମିଶି ଆମେରିକାରେ ସବୁ ପ୍ରକାର ନିଶା ଜିନିଷର କାରବାର କରୁଥିଲେ। ଏହା ସହ ନିଜ କଳାଧନରେ ନିଜ ସ୍ୱାମୀଙ୍କୁ ବାହାର ପାଇଁ ଚକ୍ରାନ୍ତ କରୁଥିଲେ।

Google

ପୋଲିସକୁ ଏମାନେ ଚକମା ଦେଖାଇ ଆସୁଥିଲେ କିନ୍ତୁଶେଷରେ ସେମାନଙ୍କୁ ଫେବୃଆରୀରେ ଭର୍ଜିନିଆର ଡୁଲେସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଥିଲା ଓ ଆଜି ପର୍ଯ୍ୟନ୍ତ ସେମାନେ ଜେଲରେ ଥିଲେ। ତାଙ୍କ ଉପରେ ଅଭିଯୋଗ ଥିଲାକି ସେ ସ୍ୱାମୀଙ୍କ କଳା ସାମ୍ରାଜ୍ୟ ଚଳାଉଥିଲେ ଓ ସବୁ ଖରାପ କାମରେ ସେ ମଧ୍ୟ ଭାଗୀ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *