ବଡ଼ ଖବର: କରୋନାକୁ ମାତ ଦେଲା ଚୀନ, ଲକ୍ଷେ କେସ ରୁ ଏବେ ଜିରୋ! ବନିଲା କରୋନା ମୁକ୍ତ ଦେଶ

ଲକଡାଉନ ଉଠିଥିଲେ ବି ଏବେ କମିନି କରୋନା ସଂକ୍ରମଣ। ଏହି ଭାଇରସ ସଂକ୍ରମଣରେ ଆସି କେତେ ଲୋକ ନିଜ ଜୀବନ ହରାଇସାରିଲେଣି। ଏମିତି ବି କୁହାଯାଇଛି କି ଚୀନର ବୁହାନ ସ୍ଥିତ ଲ୍ୟାବରୁ ହିଁ ବାହାରିଥିଲା ଏହି ଭାଇରସ। ଏବେ ଏବେ ଏହାକୁ ନେଇ ଆସୁଛି ବଡ଼ ଖବର, କରୋନା ମୁକ୍ତ ହୋଇଗଲା ଦେଶ ଚୀନ। ଏହି ଖବର ଆସିବା ପରେ ପ୍ରାୟ ସମସ୍ତେ ଆଶ୍ଚର୍ଯ୍ୟ। କେତୋଟି ଦେଶରେ ଲକ ଡାଉନ ପରିସ୍ଥିତି ଥିବା ବେଳେ ଏବେ ଚୀନ ହୋଇଛି କୋଭିଡ ମୁକ୍ତ।

Google

କହିରଖିବୁ ପ୍ରାୟ ୧ମାସ ହେବ ଚୀନରେ ଗୋଟିଏ ବି କରୋନା ସଂକ୍ରମଣ ମାମଲା ଆଗକୁ ଆସିନାହିଁ। ଲୋକାଲ ମାମଲା କଥା କହିବା ତ ଏହା ବି ଜିରୋ ଅଟେ। ଏହାର କାରଣ ଏହା ଲାଗୁଛି ଚୀନର ଏହାକୁ ଦୁରେଇଦେବାର ପ୍ରଣାଳୀ। ଯେମିତି ଭାବରେ କୋଭିଡ-୧୯ କୁ ପରାସ୍ତ କରିବା ପାଇଁ ଚୀନ ଲାଗିଛି ଏବଂ ପ୍ରଣାଳୀ କାଢୁଛି ତାହା ବେସ୍ ଭଲ ବୋଲି ଏଥିରୁ ଅନୁମାନ କରଯାଉଛି। କାରଣ ଏବେ ସେ ହୋଇଛି କୋଭିଡ ମୁକ୍ତ ଦେଶ। ଗୋଟିଏ ବି ମାମଲା ଚୀନରେ ଆଉ ଆସୁନାହିଁ ବୋଲି ବିଶେଷ ତଥ୍ୟରୁ ଜଣା ଯାଇଛି।

ଆଗରୁ ମଧ୍ୟ ଚୀନର କୋଭିଡ ମାମଲା ସଂଖ୍ୟା ଜିରୋ ଥିଲା ମାତ୍ର ନାନଜିଙ୍ଗ ସ୍ଥାନରେ ଜୁଲାଇ ୨୩ ଦିନ ଚିହ୍ନଟ ହୋଇଥିଲା ୩୮ ଟି ନୂଆ ମାମଲା। ଏହାକୁ ଦେଖି ଟେଷ୍ଟିଂ ମଧ୍ୟ ଷ୍ଟାର୍ଟ ହୋଇଯାଇଥିଲା। ଗୋ ରାଉଣ୍ଡରେ ଚୀନ ଟେଷ୍ଟିଂର ନମ୍ବର ବଢ଼ାଇଥିଲା। ଏପରି କି ଗୋଟେ ସହରରେ କୋଭିଡ-ପରୀକ୍ଷା ୧୨ ଥର ହୋଇଥିଲା। ପାଖାପାଖି କହିବାକୁ ଗଲେ ୧୦୦ ମିଲିଅନରୁ ପାର ପରୀକ୍ଷା ହୋଇଥିଲା।

Google

କ୍ବାରେଣ୍ଟିନ ସେଣ୍ଟର ବି ଏଥିରେ ମୁଖ୍ୟ ଭୁମିକା ନିଭାଇଥିଲା। ଏମିତି ବି ଟାଇମ ଥିଲା ଯେଉଁଠି କେବଳ ଗୋଟିଏ ମାମଲା ଆଗକୁ ଆସିଲେ ପୁରା ଅଞ୍ଚଳକୁ ବନ୍ଦ କରିଦିଆଯାଉଥିଲା। ଏହା ସହିତ ବିମାନ ସେବା ଏବଂ ରେଳ ସେବା ବି ବନ୍ଦ କରିଦିଆଯାଉଥିଲା। ହେଲେ ଆସୁଥିବା ଦିନମାନଙ୍କରେ ଚୀନ ଏମିତି କୋଭିଡ ମୁକ୍ତ ହୋଇ ରହିବ ତାହାର କିଛି ମାନେ ନାହିଁ। ହେଲେ ଆପଣଂକୁ କହିରଖିବୁ ଏବେ ବି ସଂକ୍ରମଣ ବ୍ୟାପୁଅଛି ସେଥି ନିମନ୍ତେ ଆପଣ ସାମାଜିକ ଦୁରତାର ପାଳନ କରନ୍ତୁ ଏବଂ ମାସ୍କ ବି ପିନ୍ଧନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *