ଶୀତରେ ଥରିବ ଏହି ୭ ଜିଲ୍ଲା! ପାଣିପାଗ ବିଭାଗର ସୂଚନା, ପଢନ୍ତୁ ପୁରା ଖବର

ରାଜ୍ୟରେ ବଢିବ ଶୀତର ପ୍ରକୋପ। ପାଣିପାଗ ବିଭାଗ ପକ୍ଷରୁ ୫ ଦିନ ପର୍ଯ୍ୟନ୍ତ ୱାରନିଂ ଜାରି ହୋଇଛି। କହିରଖିବୁ କି ଆସୁଥିବା ୨୪ ଘଣ୍ଟାରେ ମୟୁରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ, ସୋନପୁର, ଝାରସୁଗୁଡା, ବୌଦ୍ଧ ଓ ବଲାଙ୍ଗୀରରେ ଭୀଷଣ ଶୀତ ଅନୁଭୂତ ହେବ। ତେବେ ଏହା ନିମନ୍ତେ ୭ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି ବୋଲି ବିଶେଷ ତଥ୍ୟରୁ ଜଣା ଯାଇଛି।

ଅପରପକ୍ଷରେ କେନ୍ଦ୍ରାପଡା, ବାଲେଶ୍ଵର, ଜଗତସିଂହପୁର, ଭଦ୍ରକ,କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଢେଙ୍କାନାଳ, ନୟାଗଡ଼, ଯାଜପୁର,ସମ୍ବଲପୁର, ନୂଆପଡା,ବରଗଡ଼, ନବରଙ୍ଗପୁର,କନ୍ଧମାଳ, ଅନୁଗୁଳ, କେନ୍ଦୁଝର ,ଦେବଗଡ଼ ଜିଲ୍ଲାକୁ ୟେଲୋ ୱାରନିଂ ଜାରି ହୋଇଛି ବୋଲି ଜଣା ଯାଇଛି।

Google

କେତେକ ସ୍ଥାନରେ ଭଦ୍ରକ, ମୟୁରଭଞ୍ଜ, ବାଲେଶ୍ଵର, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝରରେ ଶୀତ ଅନୁଭତ ହେବ। କହିରଖିବୁ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ୟେଲୋ ୱାର୍ନିଂ।

ତେବେ ଯାହା ଜଣା ଯାଉଛି ବିତି ଯାଇଥିବା ପାଖାପାଖି ୩ ରୁ ୪ ଦିନ ଧରି ବିଶେଷ ରିପୋର୍ଟ ଅନୁସାରେ ଓଡିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗର ଉତ୍ତର ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତ ଅନୁଭୁତ ହେବାର ଚାନ୍ସ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *